Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଲୋକ ଙ୍କ ବିଭିନ୍ନ ସମସ୍ୟା କୁ ନେଇ ବ୍ଲକ ଘେରାଉ ପାଇଁ ଗରିବ ସେନା ର ପ୍ରସ୍ତୁତ ବୈଠକ ଅନୁଷ୍ଠିତ

118 0

ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ଗ୍ରାପ ଜାମପଡା ଗାଁ ର ସାଧାରଣ ଲୋକ ଙ୍କ ବିଭିନ୍ନ ସମସ୍ୟାକୁ ନେଇ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଘେରାଉ ପାଇଁ ଗରିବସେନା ସଭାପତି ଦିନେଶ ତାଣ୍ଡି ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା  । ଏହି ସଭାରେ ଶତାଧିକ ଗରିବ ମହିଳା ପୁରୁଷ ଯୋଗଦେଇ ଗାଁ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ତେବେ ସାଧାରଣ ଜନତା ଓ ସେନା ନେତୃତ୍ୱରେ ମଣ୍ଡଲୀ ମଧ୍ୟ ରେ ନିଷ୍ପତ୍ତି ହୋଇଥିଲା। ଆଗାମୀ ଦିନରେ ବଙ୍ଗୋମୁଣ୍ଡା ବ୍ଲକ ଅଫିସ ଘେରାଉ  କରାଯିବ
ରାସନ କାର୍ଡ ଠାରୁ ଆରମ୍ଭ କରୀ ବିଧବା, ବାର୍ଦ୍ଧକ୍ୟ ଭତ୍ତା ପାନୀୟ ଜଳ ଯୋଗାଣ ଉପରେ ନ୍ୟାଜ ଦାବି ରଖିବ ଗରିବ ସେନା ।

Related Post

ବରୀ ପୋଲିସ ର ଅଚାନକ ଚେକିଂ

Posted by - May 21, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରୀ ବଜାର ରେ ବରୀ ପୋଲିସ ତରଫରୁ ଅଚାନକ ଚେକିଂ ସହ ସଚେତନତା କରାଯାଇଛି । ଠାରେ ବିନା…

୫ ଦଫା ଦାବି ନେଇ ଅମର୍ଦାରୋଡ ରେଳ ୟୁଜର୍ସ ସଂଘ ପକ୍ଷରୁ ୧୨ ତାରିଖ ଧାରଣା ପାଇଁ ଦାବିପତ୍ର

Posted by - April 10, 2022 0
ବାଲେଶ୍ଵର :ଆଜି ଅମର୍ଦାରୋଡ ରେଳ ୟୁଜର୍ସ ସଂଘ ପକ୍ଷରୁ ୧୨ ତାରିଖରେ ଧାରଣା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।ସଂଘ ସଭାପତି ରାମ ଚନ୍ଦ୍ର ରାଉଳଙ୍କ ନେତୃତ୍ୱରେ ୫…

କଳାହାଣ୍ଡି ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted by - April 2, 2019 0
ଭବାନୀପାଟଣା ୨|୪ : ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଳାହାଣ୍ଡି ଭବାନୀପାଟଣାର ରାଧାକୃଷ୍ଣନଗରରେ ବିଜୟ ସଙ୍କଳ୍ପ ସଭାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ । ମା ମାଣିକେଶ୍ବରୀଙ୍କୁ…