ଦୀର୍ଘ ୪୦ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା ପଟ୍ଟା

90 0

କେସିଙ୍ଗା : (ପୀତେଶ ପଟେଲ ) କେସିଙ୍ଗା ଅଞ୍ଚଳର ପୂରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀମାନଙ୍କ ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଛି। ସରକାରଙ୍କ ବିଭିନ୍ନ ଆଇନ୍ କାନୁନ୍ ରେ ଛନ୍ଦି ହୋଇ ଦୀର୍ଘ ୪୦ ବର୍ଷ ହେଲା କେସିଙ୍ଗା ମହାବିଦ୍ୟାଳୟ ଯେଉଁ ଜାଗାରେ ସ୍ଥାପିତ ହୋଇଥିଲା ତାହାର ପଟ୍ଟା ପାଇବାରେ ବଞ୍ଚିତ ରହିଥିଲା। ତେବେ ବର୍ତ୍ତମାନର କାର୍ଯ୍ୟରତ ତହସିଲଦାର ଜ୍ୟୋତିମୟ କର ସମସ୍ତ କାଗଜପତ୍ର ତନଖି ସହ ବାଧାବିଘ୍ନ ଦୂର କରି କେସିଙ୍ଗା ମହାବିଦ୍ୟାଳୟ ପାଇଁ ୬.୯୩୦ ଏକର ଓ +୨ କଲେଜ ପାଇଁ ୩.୭୮୦ ଏକର ଜମିର ପଟ୍ଟା ମହାବିଦ୍ୟାଳୟର ପ୍ରିନ୍ସିପାଲ କୈଳାସ ଚନ୍ଦ୍ର ସାହା, ବରିଷ୍ଠ ଅଧ୍ୟାପକ ସୁଶାନ୍ତ କୁମାର ପାଢ଼ୀଙ୍କ ସମେତ କଲେଜର ଅନ୍ୟାନ୍ୟ ଅଧ୍ୟାପକଙ୍କ ଉପସ୍ଥିତରେ ପ୍ରଦାନ କରିଛନ୍ତି।

 

Related Post

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

Posted by - December 4, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମରେ ଜୈନିକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।ସୁଚନା ରୁ…

ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ନୂତନ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଯୋଗଦାନ

Posted by - August 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ଉପଜିଲାପାଳ…

ଖପ୍ରାଖୋଲ ଥାନାରେ ପ୍ରତିଷ୍ଠା ହେଲା ନୂତନ କୋଠା ,ଉଦଘାଟନ କୁ ଅପେକ୍ଷା

Posted by - July 16, 2022 0
ଖପ୍ରାଖୋଲ: ୧୫/୭(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ର ନୂତନ କୋଠା ଶୁକ୍ରବାର ପ୍ରତିଷ୍ଠା ହୋଇଯାଇଛି।ପବିତ୍ର ବେଦ ମନ୍ତ୍ର ସହ ପୂଜା ପାଠ କରାଯାଇ…

ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ଆସୋସିଏସନ ଟିଟିଲାଗଡ଼ ଶାଖାର ହୋଟେଲ ୟସଠାରେ ବୈଠକ

Posted by - June 21, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ସୋମବାର ସନ୍ଧ୍ୟା ୬ ଟା ସମୟରେ ହୋଟେଲ ୟସ ସମ୍ମିଳନୀ କକ୍ଷରେ ଓୟୁଜେ ସଂଘ ଟିଟିଲାଗଡ ଶାଖାର ଏକ ବୈଠକ ଅନୁଷ୍ଠିତ…

ପ୍ରତାପପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର

Posted by - June 7, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକର ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨୨ ବର୍ଷ ପାଇଁ ପ୍ରକୃତିମିତ୍ର ପୁରସ୍କାର ଲାଭ କରିଛି ।…