ଭୀଷଣ ବାତ୍ୟା “ଅସାନି” ଏବେ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ କେନ୍ଦ୍ରୀଭୂତ,ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଆରମ୍ଭ ହେବ । ୧୧ରେ ଉପକୂଳ ଓଡ଼ିଶାରେ ସମୁଦ୍ର ମଧ୍ୟରେ ବାତ୍ୟା ଅସାନି ଗତି କରିବା ହେତୁ ଉପକୂଳବର୍ତ୍ତୀ ଜିଲା ଗୁଡିକରେ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିମି ବେଗରେ ବହିପାରେ

127 0

Related Post

ଗଣତନ୍ତ୍ରର ଶକ୍ତି ଆଗରେ ହାର୍‌ ମାନିଲା ଲାଲ୍‌ବାହିନୀର ନାଲିଆଖି

Posted by - April 13, 2019 0
ମାଲ୍‌କାନଗିରି ଜିଲ୍ଲାର ମୁଦୁଲିପଡ଼ାରେ ନିୟୋଜିତ ୩୬ ଜଣ କର୍ମଚାରୀଙ୍କ ସାହସିକତା ଯୋଗୁ ଶାନ୍ତିଶୃଙ୍ଖଳାର ସହ ମତଦାନ ସମ୍ପାଦନ ହେଇପାରିଛି।ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣକୁ ଖାତିର ନକରି ଅନ୍ଧାର ରାତିରେ ପାହାଡ଼ିଆ…

ସ୍କୁଲ ଫି’ ଛାଡ ସଂପର୍କିତ ମାମଲା:- ସରକାରଙ୍କୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଲେ ହାଇକୋର୍ଟ

Posted by - October 20, 2020 0
ଭୁବନେଶ୍ବର :କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ଓଡିଶା ଅବିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଗତ ସେପ୍ଟେମ୍ବର ୧…

କଳାହାଣ୍ଡିର କାଶ୍ମୀରରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

Posted by - December 23, 2021 0
କଳାହାଣ୍ଡି:(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେବାଯୋଗୁଁ ସମଗ୍ର ରାଜ୍ୟରେ ଶୀତର ପ୍ରକୋପ…

ମନ୍ତ୍ରୀ ଦିବ୍ୟ ଶଙ୍କର ଙ୍କ ସବୁ ଫୋନ୍ କଲ୍ ଯାଞ୍ଚ୍ ହେବା ଦରକାର :-ବିଜୟ ମହାପାତ୍ର।

Posted by - October 24, 2021 0
ମମିତା ହତ୍ୟାକାଣ୍ଡ ମାମଲା:ମନ୍ତ୍ରୀ ଦିବ୍ୟଶଙ୍କର ନାଁରେ ବିଜୟ ମହାପାତ୍ର ଙ୍କ ସାଙ୍ଘାତିକ ଅଭିଯୋଗ।ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମମିତା ଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ…