Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଡିଆରଡିଏ ସମ୍ମିଳନୀ କକ୍ଷ ଯାଜପୁର ରେ ରେଡକ୍ରସ ଦିବସ ଅନୁଷ୍ଠିତ

198 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଶ୍ୱ ରେଡକ୍ରସ ଦିବସରେ ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗ ଦେଇ ରେଡକ୍ରସ ର ପ୍ରତିଷ୍ଠା ଓ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଭାପତି,ଯାଜପୁର ପୋରପାଳିକାର ଅଧ୍ୟକ୍ଷ,ଅତିରିକ୍ତ ଜିଲପାଳ ପ୍ରମୁଖ ଯୋଗ ଦେଇ ସମାଜ ର ଦୁଃଖୀ ଓ ଗରିବ ଶ୍ରେଣୀ ର ଲୋକଙ୍କ ସହାୟତା ପାଇଁ ରେଡ଼କ୍ରସ ର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିପାଇଁ ଅଧିକ ରୁ ଅଧିକ ଅର୍ଥ ରେଡ଼କ୍ରସ ପାଣ୍ଠି କୁ ଦାନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।

Related Post

କରୋନା ସଚେତନତା ରଥ ଏବଂ ଟୀକା ବାହାନ ଯାନର ଶୁଭାରମ୍ଭ

Posted by - January 3, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)କରୋନର ଦ୍ଵିତୀୟ ଲହର ଯାଇଛି କି ନାହିଁ ପୁଣି ଏକ ନୂଆ ରୂପରେ କରୋନା ମହାମାରୀ ଓମିକ୍ରନ୍ ମାଡ଼ି ଆସୁଛି।ସରକାର ୧୦୦ ପ୍ରତିଶତ…

ପାଇଲ୍ସ ଯେତେ ବି ଭୟାନକ ହେଇଥାଉ , ୩ ଦିନରେ ଜଡରୁ ଶେଷ କରିଦେବ ଏହି ଘରୋଇ ପ୍ରକିୟା

Posted by - December 9, 2019 40
ପାଇଲ୍ସ ଆଜି କାଲିର ସମୟରେ ଏକ ସାଧାରଣ ସମସ୍ୟା ହୋଇସାରିଛି , ଅପମିଶ୍ରଣ ଖାଦ୍ୟ ପଦାର୍ଥର ସେବନ କରିବା ଦ୍ୱାରା ପେଟରେ ନାନା ପ୍ରକାରର ବିକାର ଉତ୍ପନ୍ନ…

ସ୍ୱାଧୀନ ଏକତା ସଂଗଠନ ପକ୍ଷରୁ ତବଡାବାହାଲ ରେ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ

Posted by - December 19, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରବିବାର ଦିନ ସକାଳ ୧୦ଟା ସମୟରେ ସ୍ୱାଧୀନ ଏକତା ସଂଗଠନ ପ୍ରୟାସରେ ଏବଂ ପରିବର୍ତ୍ତନ ର ମିଳିତ ଆନୁକୂଲ୍ୟରେ ଓ ରେଡ଼କ୍ରସ ସମ୍ବଲପୁର ବିର ବଜରଙ୍ଗବଲି…

ଯାଜପୁର ଜିଲ୍ଲାରେ ୫୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

Posted by - August 13, 2020 0
ଯାଜପୁର ଅଫିସ: ୧୨/୦୮ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି କରୋନାକୁ ଲୋପ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା…

ବସ୍ତା ବ୍ଲକର ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

Posted by - December 1, 2021 0
ବାଲେଶ୍ଵର/ବସ୍ତା :ବାଲେଶ୍ଵର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଗତ ୨୬ ତାରିଖ ରେ ଶୁଭାରମ୍ଭ କରିବା ପରେ ବାଲେଶ୍ଵର…