Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ଗଢଭିତରେ ଯୁବକଙ୍କୁ ହତ୍ୟା

193 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ଗଢଭିତରେ ଯୁବକଙ୍କୁ ହତ୍ୟା । ଗତକାଲି ରାତି ଘରେ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ଯୁବକଙ୍କୁ ହତ୍ୟା କରିଥିବା ଜଣା ପଡିଛି । ମୃତ ଯୁବକ ଜଣକ ହେଲେ ତରଭା ଏନ୍ଏସି ର ୧୦ ନଂ ଓ୍ବାର୍ଡର ବିଜେଡି କାଉନସିଲର ନଳିନୀ ନାଏକଙ୍କ ସ୍ବାମୀ ସଞ୍ଜିବ (ରାଜା) ଗୁରୁ । ଘରେ ଶୋଇଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବାରୁ ଘଟଣା ସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା ।

ସେ ବିଳମ୍ବିତ ରାତିରେ ଘରକୁ ଫେରି ଥିବାରୁ ପରିବାର ଲୋକ ଜାଣି ପାରି ନଥିଲେ । ତେବେ ଭୋର ସକାଳୁ ପରିବାର ଲୋକ ତାଙ୍କୁ ଦେଖି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣା ପଡିଛି । ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡି ନାହିଁ । ଘଟଣା ସ୍ଥଳରେ ତରଭା ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ଅଧିକ ଅନୁସନ୍ଧାନ କରୁଛି ।

 

Related Post

ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ଆସୋସିଏସନ ଟିଟିଲାଗଡ଼ ଶାଖାର ହୋଟେଲ ୟସଠାରେ ବୈଠକ

Posted by - June 21, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ସୋମବାର ସନ୍ଧ୍ୟା ୬ ଟା ସମୟରେ ହୋଟେଲ ୟସ ସମ୍ମିଳନୀ କକ୍ଷରେ ଓୟୁଜେ ସଂଘ ଟିଟିଲାଗଡ ଶାଖାର ଏକ ବୈଠକ ଅନୁଷ୍ଠିତ…

ହାତୀ ମୃତ୍ଯୁ ପରେ ଅଂଚଳବାସୀଙ୍କ ପକ୍ଷରୁ ବିଷ୍ଣୁ ସହସ୍ର ନାମଯଜ୍ଞ

Posted by - July 3, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସାପଲହରା ହାତୀ ମୃତ୍ଯୁ ଘଟଣା ପରେ ମୃତହାତୀର ଆତ୍ମା ଶାନ୍ତି ସକାଶେ କରାଗଲା ନାମଯଜ୍ଞ । ଅଂଚଳବାସୀ ଆୟୋଜନ କରିଛନ୍ତି ବିଷ୍ଣୁ…

ହରିଶଙ୍କର ରେ ମନ୍ଦିର ସବକମିଟି ର ବୈଠକ ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

Posted by - April 15, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର କ୍ଷେତ୍ର ହରିଶଙ୍କର ଠାରେ ହରିଶଙ୍କର ମନ୍ଦିର ପରିଚାଳନା ସବକମିଟି ର ବୈଠକ ଗୁରୁବାର କମିଟି ସଭାପତି…

କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ଅନୁଷ୍ଠିତ

Posted by - September 9, 2019 0
କେନ୍ଦୁଝର,୮/୯ କେନ୍ଦୁଝର ରେ ଆଜି ଅପରାହ୍ନରେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସାମ୍ବାଦିକ କକ୍ଷରେ କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ସର୍ବସମ୍ମତୀ କ୍ରମେ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ୧୪ ରୁ ୨୦ ତାରିଖ ପଯ୍ୟନ୍ତ ସେବା ସପ୍ତାହ ରୂପେ ପାଳନ

Posted by - September 18, 2020 0
ଯାଜପୁର ଅଫିସ :ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିବସ କୁ ୧୪ ରୁ ୨୦ ତାରିଖ ପଯ୍ୟନ୍ତ ସେବା ସପ୍ତାହ ରୂପେ ପାଳନ କରାଯାଇଛି । …