ପୋଲରେ ପିଟିହୋଇ ନୈାସେନା ଯବାନଙ୍କ ମୃତ୍ୟୁ

719 0

ଯାଜପୁର: ଯାଜପୁର ଜିଲ୍ଲା ସଡକ ଦୂର୍ଘଟଣାରେ ଜଣେ ନୈାସେନା ଯବାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକଙ୍କ ପରିଚୟ ନମିଟିକିରି ଗ୍ରାମର ରମେଶ ଚନ୍ଦ୍ର ସାହୁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଛୁଟିରେ ରମେଶ ଘରକୁ ଆସିଥିଲେ । ପାଣିକୋଇଲିରୁ ମୋଟର ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପୋଲରେ ପିଟି ହୋଇ ଗୁରୁତର ଆହାତ ହୋଇଥିଲେ । ଆହାତ ଜଣଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତିକରିଥିଲେ । ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା

Related Post

ପ୍ରାକ୍ ମହିଳା ନେତୃତ୍ୱ ବୃଦ୍ଧି କର୍ମଶାଳା

Posted by - April 26, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ଦି ହଙ୍ଗର ପ୍ରଜେକ୍ଟ ଇଣ୍ଡିଆ ତରଫରୁ ମହିଳା ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କୁ ନେଇ ପ୍ରାକ୍ ମହିଳା ନେତୃତ୍ୱ ବୃଦ୍ଧି କର୍ମଶାଳା ଅନୁଷ୍ଠିତ…

ଓୟୁଜେ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ସାଧାରଣ ବୈଠକ ଅନୁଷ୍ଠିତ।

Posted by - November 6, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଓ.ୟୁ.ଜେ ବଲାଙ୍ଗିର ଶାଖାର ସଭାପତି ଦୀପକ ସମାଦ୍ଦ।ରଙ୍କ ସଭାପତିତ୍ବରେ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନେଇ ଶୁକ୍ରବାର ଦିନ ୧୧ଟାରେ ଏକ କାର୍ଯ୍ୟକାରିଣୀ ବୈଠକ…

ଲୋଡ଼ର ବୋଝେଇ ଟ୍ରକ କୁ ପଛରୁ ପିଟିଲା ମାଲବୋଝେଇ କଣ୍ଟେନର.

Posted by - August 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟରାଜପଥ ପୁରୁଣାକଟକ ଥାନା ଅନ୍ତର୍ଗତ ଲଇଗାଁ ଛକ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଛିଡା ହୋଇଥବା ଏକ ଜେସିବି ବୋଝଇ…

ଅଲ୍ଟ୍ରାଟେକ୍ ତରଫରୁ ରାଜମିସ୍ତ୍ରୀ ତାଲିମ ଶିବିର

Posted by - February 26, 2022 0
କୁଡୁମୁଲୁଗୁମ୍ମା ସ୍ତିତ କଲ୍ୟାଣ ମଣ୍ଡପ ନିକଟରେ ଅଲ୍ଟ୍ରାଟେକ୍ ସିମେଣ୍ଟ ତରଫରୁ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅଲ୍ଟ୍ରାଟେକ୍ ର ଜୟପୁର…

ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ-୨୦୨୦ ଉଦଘାଟିତ

Posted by - February 13, 2020 0
ଅନୁଗୋଳ:12/02(ମହେଶ ଭୋମରାଜ) ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ ୧୧ ତାରିଖ ସନ୍ଧ୍ୟାରେ ଉଦଘାଟନ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ମହୋତ୍ସବ ୭ ତାରିଖ ପରିବର୍ତ୍ତେ ୧୧…

Leave a comment

Your email address will not be published.