Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ସାପ ସହ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା

1024 0

ବରଗଡ଼: ବିଷଧର ନାଗ ସହ ଷ୍ଟଣ୍ଟ ଭିଡିଓ ଶୁଟିଂ ଘଟଣାର ମୁଖ୍ୟ ଅଭିଯୁକ୍ତ ରୋହିତ ମେହେରକୁ ଗିରଫ କରିଛି ବରଗଡ଼ ବନ ବିଭାଗ। ବନ୍ୟପ୍ରାଣୀ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବରଗଡ଼ ଡିଏଫ୍ଓ ପି. ସନ୍ଦୀପ ସୂଚନା ଦେଇଛନ୍ତି। ଭିଡିଓରେ ସାପ ସହ ଷ୍ଟଣ୍ଟ କରୁଥିବା ଝିଅମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ବରଗଡ଼ ଡିଏଫ୍ଓ କହିଛନ୍ତି। କେବଳ ଗିରଫ୍ ନୁହେଁ  ସାପ ସହ ଷ୍ଟଣ୍ଟରୁ ରୋହିତ କରିଥିବା ରୋଜଗାରର ମଧ୍ୟ ତଦନ୍ତ ହେବ ବୋଲି ଡିଏଫ୍‌ଓ କହିଛନ୍ତି।କିଛି ଦିନ ତଳେ ଏକ ନାଗ ସାପ ସହ ଜଣେ ଝିଅମାନଙ୍କ ବିପଦଜନକ ଷ୍ଟଣ୍ଟ ଭିଡିଓ ଭାଇରାଲ ହୋଇଥିଲା।  ଏଥିରେ ସାପ ସହିତ ନାନା ପ୍ରକାର ଖେଳ କରିବା ସହିତ ସାପକୁ ହାତରେ ଧରି ଚୁମ୍ବନ ଦେବା ଦୃଶ୍ୟ ରହିଥିଲା। ଏକାଧିକ ଯୁବତୀ ସାପଙ୍କୁ ଧରି ଷ୍ଟଣ୍ଟ କରୁଥିବାର ଭିଡିଓରେ ଦେଖାଯାଇଥିଲା। ଏନେଇ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟୋଲ ବ୍ୟୁରୋ ଏବଂ ପିସିସିଏଫ୍‌ଙ୍କ ନିକଟରେ ଅଭିଯୋଗ ହୋଇଥିଲା।

Related Post

ସରକାରୀ ଯୋଜନା ରୁ ଯୋଜନ ଦୂରରେ ହାଡ଼ସିଲ୍ ପୁରୁଣା ପଡ଼ା ଗ୍ରାମବାସୀ, ସରକାରୀ ଯୋଜନା ପଲଟିଛି ସାତ ସପନ

Posted by - November 13, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଦେଶ ଓ ଜନତାର ବିକାଶ ଡିଣ୍ଡିମ ପିଟୁଥିବା ବେଳେ ସ୍ଵାଧୀନତା ର ଦୀର୍ଘ…

ସୁବର୍ଣ୍ଣମୁଖୀ ପୀଠରେ ବିରଜା ବିଶ୍ୱରୁପା ନବକୁଣ୍ଡୀୟ ଶତଚଣ୍ଡି ମହାଯଜ୍ଞ ଓ ସନ୍ଥ ସମ୍ମିଳନୀ ଉଦଯାପିତ

Posted by - April 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଚଇନପୁର ପଂଚାୟତ ବିଦ୍ୟାଧରପୁର ଠାରେ ଥିବା ସୁବର୍ଣ୍ଣମୁଖୀ ପୀଠ ଠାରେ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ  ବିରଜା ବିଶ୍ୱରୁପା ନବକୁଣ୍ଡୀୟ ଶତଚଣ୍ଡି ମହାଯଜ୍ଞ ଓ ସନ୍ଥ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଗୋଟିଏ ସ୍ଥାନରେ ମା ବିରଜାଙ୍କ ବିଶ୍ୱରୁପା ଦର୍ଶନ କରିବା ସହିତ ସାଧୁସନ୍ଥ ମାନଙ୍କ ଆଧ୍ୟାତ୍ମିକ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଶ୍ରଦ୍ଧାଳୁଙ୍କ ବିଶେଷ ଆଗ୍ରହ ଦେଖିବାକୁ ମିଳିଥିଲା ।ଏହାକୁ ନେଇ ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଯଜ୍ଞ ଦେଖିବାକୁ ଆଖପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।…

‘ବିଜେପି ମୁକ୍ତ’ ହେବ ଦେଶ: ନିରଞ୍ଜନ ପଟନାୟକ

Posted by - December 11, 2018 1,449
ଭୁବନେଶ୍ୱର: ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ଭୋଟ୍‌ ଗଣତିକୁ ଦୃଷ୍ଟିରେ ରଖି ଓଡ଼ିଶାର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଭାରତ ‘ବିଜେପି ମୁକ୍ତ’…

ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କର ନିମନ୍ତେ ଶୁଭେଚ୍ଛା

Posted by - August 22, 2020 0
ଭୁବନେଶ୍ବର/ଯାଜପୁର :ଓଡ଼ିଆ ଆଥଲେଟ ଦୂତି ଚାନ୍ଦ ଏ ବର୍ଷର ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବେ । ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟପକ୍ଷରୁ ପୁରସ୍କାର ଲାଗି ମନୋନୀତ ସଫଳ…

ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ପ୍ରତି ପୋଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ

Posted by - April 10, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ତରଭା ବ୍ଲକ ସାମ୍ବାଦିକ ସଙ୍ଘ…

There are 1 comments

Leave a comment

Your email address will not be published.