ସାପ ସହ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା

919 0

ବରଗଡ଼: ବିଷଧର ନାଗ ସହ ଷ୍ଟଣ୍ଟ ଭିଡିଓ ଶୁଟିଂ ଘଟଣାର ମୁଖ୍ୟ ଅଭିଯୁକ୍ତ ରୋହିତ ମେହେରକୁ ଗିରଫ କରିଛି ବରଗଡ଼ ବନ ବିଭାଗ। ବନ୍ୟପ୍ରାଣୀ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବରଗଡ଼ ଡିଏଫ୍ଓ ପି. ସନ୍ଦୀପ ସୂଚନା ଦେଇଛନ୍ତି। ଭିଡିଓରେ ସାପ ସହ ଷ୍ଟଣ୍ଟ କରୁଥିବା ଝିଅମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ବରଗଡ଼ ଡିଏଫ୍ଓ କହିଛନ୍ତି। କେବଳ ଗିରଫ୍ ନୁହେଁ  ସାପ ସହ ଷ୍ଟଣ୍ଟରୁ ରୋହିତ କରିଥିବା ରୋଜଗାରର ମଧ୍ୟ ତଦନ୍ତ ହେବ ବୋଲି ଡିଏଫ୍‌ଓ କହିଛନ୍ତି।କିଛି ଦିନ ତଳେ ଏକ ନାଗ ସାପ ସହ ଜଣେ ଝିଅମାନଙ୍କ ବିପଦଜନକ ଷ୍ଟଣ୍ଟ ଭିଡିଓ ଭାଇରାଲ ହୋଇଥିଲା।  ଏଥିରେ ସାପ ସହିତ ନାନା ପ୍ରକାର ଖେଳ କରିବା ସହିତ ସାପକୁ ହାତରେ ଧରି ଚୁମ୍ବନ ଦେବା ଦୃଶ୍ୟ ରହିଥିଲା। ଏକାଧିକ ଯୁବତୀ ସାପଙ୍କୁ ଧରି ଷ୍ଟଣ୍ଟ କରୁଥିବାର ଭିଡିଓରେ ଦେଖାଯାଇଥିଲା। ଏନେଇ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟୋଲ ବ୍ୟୁରୋ ଏବଂ ପିସିସିଏଫ୍‌ଙ୍କ ନିକଟରେ ଅଭିଯୋଗ ହୋଇଥିଲା।

Related Post

ମରଣ ଜନ୍ତା ପାଲଟିଛି ମୁନିଗୁଡା ରୁ ଅମ୍ବାଦଳା ରାଜ୍ୟ ରାଜପଥ

Posted by - June 15, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ)ମୃତ୍ୟୁ କୁ ଡାକୁଛି ରାଜ୍ୟ ରାଜପଥ ର ଏହି ରାସ୍ତା । ମରଣ ଯନ୍ତା ପାଲଟିଛି ରାୟଗଡ଼ା ରୁ ଭବାନୀ ପାଟଣା ରାଜ୍ୟ ରାଜପଥ…

ହଇଜା ଗ୍ରସ୍ତ ଅଞ୍ଚଳକୁ ପ୍ରଶାସନିକ ସହାୟତା ପୂର୍ବରୁ ଏନ ଭାସ୍କର ରାଓଙ୍କ ସହାୟତା

Posted by - July 23, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଆଜକୁ ପ୍ରାୟ ୨ ସପ୍ତାହ ବିତିଗଲାଣି କାଶୀପୁର ବ୍ଲକ ର ପାଖାପାଖି ସମସ୍ତ ପଞ୍ଚାୟତରେ ଡାଇରିଆ ଗ୍ରସ୍ତ…

ପଶ୍ଚିମ ଓଡିଶା ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ହେବ ସଂଙ୍କଳ୍ପ ଦିବସ

Posted by - May 28, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ପୁଣି ଥରେ ସଜବାଜ ହେଉଛି ପଶ୍ଚିମ ଓଡିଶା ଓକିଲ ସଂଘ କେନ୍ଦ୍ରିୟ କ୍ରିୟାନୁଷ୍ଠାନ…

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଞ୍ଚ ଦିନ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ।

Posted by - April 26, 2022 0
ବ୍ୟୁରେ। : ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଆଜି ଠାରୁ ପାଞ୍ଚ ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ…

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ

Posted by - January 3, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡିଶା ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର…

Leave a comment

Your email address will not be published.