Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ଶଶୁର ଓ ଶଳାର ଠେଙ୍ଗାମାଡରେ ଜୋଇ ର ମୃତ୍ୟୁ

1360 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ଥାନା ଅନ୍ତର୍ଗତ ଅନ୍ୟସପୁର ପଞ୍ଚାୟତ ର ଅନ୍ୟାସପୁର ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଘରେ ଜ୍ୱାଇଁ ସନ୍ତୁ ସେଠି ଙ୍କ ର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ସନ୍ତୁ ନିଜ ଶଶୁର ଘରକୁ ବୁଲିବାକୁ ଆସିଥିଲେ ।

ଗତକାଲି ବିଳମ୍ବିତ ରାତ୍ରି ରେ ତାଙ୍କ ଶଶୁର , ଶଳା ଓ ପଡୋଶୀ ଘର ର ଯଇନିକ ଯୁବକ ମିଶି ଠେଙ୍ଗାରେ ସନ୍ତୁକୁ ନିର୍ମ୍ମମ ଭାବେ ପତିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ବୋଲି ବରୀ ଥାନାଧିକାରୀ ଚକ୍ରବର୍ତ୍ତୀ କଅର କହିଛନ୍ତି , ମୃତ୍ୟୁ ସନ୍ତୁ ବାପା ଙ୍କ ଅଭିଯାଗ ଅନୁଯାଇ ବରୀ ପୋଲିସ IPC ଧାରା 302 ଅନୁଯାଇ ସନ୍ତୁଙ୍କ ଶଶୁର ସୁରେନ୍ଦ୍ର ସେଠି ,ଶଳା ବୁନ୍ଦା ସେଠି ,ଶାଶୁ ଜଞ୍ଜାଳି ସେଠି ଓ ପଡୋଶୀ କୁନାଜେନା ଙ୍କୁ ଗିରଫ କରି 171/12,7,19 ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

Related Post

ମଟର ସାଇକଲ ଚୋର କୁ ଧରି କୋର୍ଟ ଚାଲାଣ

Posted by - May 9, 2023 0
କେସିଙ୍ଗା :୮/୫(ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ଦିନକୁ ଦିନ ଚୋରି ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଗତକାଲି କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଗୋଟିଏ ମଟର…

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଜଣଙ୍କୁ ଗିରପଂ କରି କୋର୍ଟ ଚାଲାଣ

Posted by - August 22, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ମଂଗଳପୁର ଥାନା କୟାଁ ପଂଚାୟତର ଦରଭା ଗାଁରେ ଗୋଚର ଜମିରେ ମନ୍ଦୀର ନିର୍ମାଣ କୁ କେନ୍ଦ୍ରକରି ଘଟିଥିବା ଗୋଷ୍ଠୀ ସଂଘର୍ଷ…

ଖପ୍ରାଖୋଲ ପୋଲିସ ର ଚଢାଉ,ବାହାର ରାଜ୍ୟ କୁ ଚାଲାଣ ବେଳେ ପାଞ୍ଚ ଦାଦନ ଶ୍ରମିକ ଉଦ୍ଧାର,ଦଲାଲ ଗିରଫ

Posted by - November 1, 2022 0
ଖପ୍ରାଖୋଲ ୧/୧୧(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ପୋଲିସ ଚଢ଼ାଉ କରି ବାଞ୍ଜିପାଳି ଛକ ନିକଟରେ ହାଇଦ୍ରାବାଦ କୁ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକ…

ମଞ୍ଚେଶ୍ୱର ଥାନା ଅଧୀନ ବାଲିଯାତ୍ରା ପଡ଼ିଆରେ ଅଚିହ୍ନା ଶବ ଠାବ

Posted by - July 22, 2021 0
ଉତ୍ତର ଭୁବନେଶ୍ୱର:( ସନ୍ତୋଷ ରାଉତ)   ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱର ଥାନା ଅଧୀନ ବାଲିଯାତ୍ରା ପଡ଼ିଆରେ ଜଣେ ଅଚିହ୍ନା ଲୋକର ଶବ ଠାବ ହୋଇଛି । ବାଲିଯାତ୍ରା ତଳ…

Leave a comment

Your email address will not be published.