ଶଶୁର ଓ ଶଳାର ଠେଙ୍ଗାମାଡରେ ଜୋଇ ର ମୃତ୍ୟୁ

1285 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ଥାନା ଅନ୍ତର୍ଗତ ଅନ୍ୟସପୁର ପଞ୍ଚାୟତ ର ଅନ୍ୟାସପୁର ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଘରେ ଜ୍ୱାଇଁ ସନ୍ତୁ ସେଠି ଙ୍କ ର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ସନ୍ତୁ ନିଜ ଶଶୁର ଘରକୁ ବୁଲିବାକୁ ଆସିଥିଲେ ।

ଗତକାଲି ବିଳମ୍ବିତ ରାତ୍ରି ରେ ତାଙ୍କ ଶଶୁର , ଶଳା ଓ ପଡୋଶୀ ଘର ର ଯଇନିକ ଯୁବକ ମିଶି ଠେଙ୍ଗାରେ ସନ୍ତୁକୁ ନିର୍ମ୍ମମ ଭାବେ ପତିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ବୋଲି ବରୀ ଥାନାଧିକାରୀ ଚକ୍ରବର୍ତ୍ତୀ କଅର କହିଛନ୍ତି , ମୃତ୍ୟୁ ସନ୍ତୁ ବାପା ଙ୍କ ଅଭିଯାଗ ଅନୁଯାଇ ବରୀ ପୋଲିସ IPC ଧାରା 302 ଅନୁଯାଇ ସନ୍ତୁଙ୍କ ଶଶୁର ସୁରେନ୍ଦ୍ର ସେଠି ,ଶଳା ବୁନ୍ଦା ସେଠି ,ଶାଶୁ ଜଞ୍ଜାଳି ସେଠି ଓ ପଡୋଶୀ କୁନାଜେନା ଙ୍କୁ ଗିରଫ କରି 171/12,7,19 ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

Related Post

ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ ଜଙ୍ଗଲରେ ମିଳିଥିବା ଗଳିତ ମୃତଦେହ ରହସ୍ୟର ଫର୍ଦ୍ଦାଫାସ

Posted by - May 20, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ଗତ ୧୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ ଜଙ୍ଗଲରେ ମିଳିଥିବା ଗଳିତ ମୃତଦେହ ରହସ୍ୟର ଫର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ । ମେଣ୍ଡା ଗାଁର…

ମଦ ମାଫିଆ ଙ୍କ ମାଡରେ ୪ ଅବକାରୀ ବିଭାଗ କର୍ମଚାରୀ ଆହତ।

Posted by - October 5, 2019 268
ଛେଣ୍ଡିପଦା -(ମହେଶ ଭୋମରାଜ) ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି । ମଦ ମାଫିଆ…

ଚୋରା ମଦ ବେପାରୀ ଗିରଫ

Posted by - July 16, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ବିଂଝାରପୁର ଥାନା ଅନ୍ତର୍ଗତ ଜରି ଗ୍ରାମ ଜମିଦାରସାହିରେ ପୁଲିସ ଚଢ଼ଉ କରି ୧୭ ବୋତଲ ଚୋରା ମଦ ଜବତ କରିବା ସହ ମଦ ବେପାରି…

ବାଘଛାଲ ଜବତ-୨ଗିରଫ

Posted by - December 10, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କୁଚିଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳର ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଘୋଡାବାନ୍ଧୁଣୀ ଗ୍ରାମରେ କଲରାପତରା (Leopard) ବାଘଛାଲ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ…

ରାଉରକେଲା:-ଅପରାଧୀ ଏକେ ୪୭ କେଉଁଠୁ ଆଣିଥିଲେ,ତଦନ୍ତ ଆରମ୍ଭ

Posted by - June 26, 2022 0
ରାଉରକେଲା:କୁଖ୍ୟାତ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଜଣେ ଅପରାଧୀ ଆହତ ହେବା ଘଟଣାରେ ତନାଘନା । ଅପରାଧୀଙ୍କୁ ଗୁଳି ବିନିମୟ ପରେ ଏକ ବଡ଼…

Leave a comment

Your email address will not be published.