ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସ୍କୁଲ ପରିଦର୍ଶନ

235 0

ବୌଦ୍ଧ:(ଚିତରଞ୍ଜନ ସିଂ) ନୂତନ ଭାବେ ନିର୍ବାଚିତ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନି ଦାସ ଆଜି ପୁରୁଣାଟଟକ କ୍ଲଷ୍ଟରର କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ରଣା ତାଙ୍କୁ ଫୁଲତୋଡା ,ଉପଢୌକନ ଦେଇ ସ୍ୱାଗତ କରିଥିଲେ।

ବିଦ୍ୟାଳୟର ଅଗ୍ରଗତି ଏବଂ ସମସ୍ୟା ସମ୍ପର୍କରେ ପ୍ରଧାନଶିକ୍ଷକ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ କରାଇ ଏହାର ସୌନ୍ଦର୍ଯ୍ୟକରଣ ଉପରେ ଦୃଷ୍ଟି ଦେବାକୁ ନୂତନ ଜିଲାପରିଷଦ ଅଧ୍ୟକ୍ଷା ପ୍ରତିଶୃତି ଦେଇଥିଲେ।

Related Post

ଭବାନୀପାଟଣା ଠାରେ ମାଣ୍ଡିଆ ଦିବସ ଉପଲକ୍ଷେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ

Posted by - November 11, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଚାଷ ଜମି ଓ ଖାଦ୍ୟ ଥାଳିରେ ପୁଷ୍ଟି ଶସ୍ୟ ର ପୁନଃ ପ୍ରଚଳନ ନିମନ୍ତେ ଓଡିଶା…

ନୂତନ ଛାତ୍ରୀନିବାସର ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - February 17, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟର ନୂତନ ଛାତ୍ରୀନିବାସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ରାଧାରାଣୀ ମହାପାତ୍ର…

ସବଡ଼ିଭିଜନ ସ୍ତରୀୟ ୱେବମିଡ଼ିଆ ସଙ୍ଘ ଗଠନ ଲାଗି ବୈଠକ

Posted by - August 5, 2021 0
l ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ଉମେରକୋଟ ସବଡ଼ିଭିଜନ ସ୍ତରୀୟ ୱେବମିଡ଼ିଆ ସଙ୍ଘ ଗଠନ ଲାଗି ଉମରକୋଟ ଝରୀଗାଁ ଡାବୁଗାଁ ରାଇଘର ଏବଂ ଚନ୍ଦାହାଣ୍ଡି ବ୍ଲକର ୱେବମିଡ଼ିଆ…

ସୂର୍ଯ୍ୟ ଉପାସନାର ଲୋକପର୍ବ ‘ଛଠ୍’ ନିଷ୍ଠାର ସହ ପାଳିତ ବଡ଼ବିଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ

Posted by - November 2, 2019 0
ବଡ଼ବିଲ : ୦୨.୧୧.୨୦୧୯,ଉତ୍ତର ଭାରତରେ ପାଳନ କରାଯାଉଥିବା ପର୍ବ ଗୁଡ଼ିକ ମଧ୍ୟରୁ ‘ଛଠ୍’ ପର୍ବ ଅନ୍ୟତମ । ସୂର୍ଯ୍ୟ ଉପାସନାର ଲୋକପର୍ବ ହେଉଛି ‘ଛଠ୍’ । କାର୍ତିକ…