Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଯାଜପୁର ରେ କାନ୍ଥ ପଡ଼ି ଦୁଇ ମୃତ

1764 0

ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା କୁଆଖିଆ ଥାନା ବାଲିପାଟଣା ଗ୍ରାମରେ ଅଘଟଣ । ପୁରୁଣା ଘର ମାଟି କାଁଥ ପଡି ଜଣେ ମଜୁରିଆ ସମେତ ଘରମାଳିକଙ୍କ ମୃତ୍ୟୁ । ଆହତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ।

ଜିଲ୍ଲା କୁଆଖିଆ ଥାନା ବାଲିପାଟଣା ଗ୍ରାମରେ ଅଘଟଣ । ପୁରୁଣା ଘର ମାଟି କାଁଥ ପଡି ଜଣେ ମଜୁରିଆ ସମେତ ଘରମାଳିକଙ୍କ ମୃତ୍ୟୁ । ମୃତକ ଘରମାଲିକ ବନମାଳୀ ସାହୁ 60 ଓ ଚନ୍ଦନ ଲେଙ୍କା 25 ଜଣାପଡିଛି । ଆଜି ସକାଳେ ଏମାନେ ସେଠାରେ କାମ କରୁଥିବା ସମୟରେ କାଁଥ ପଡିଯାଇଥିଲା । ଫଳରେ କାଁଥ ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମଜୁରିଆ ଆହତ ହୋଇଛନ୍ତି । ଆହତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Facebook Notice for EU! You need to login to view and post FB Comments!

Related Post

ଭଙ୍ଗା ହେଲା ଯାଜପୁର ବହୁ ଚର୍ଚ୍ଚିତ ରୂପେସ୍ ଭଦ୍ରଙ୍କ ରଙ୍ଗଶାଳା

Posted by - February 8, 2020 707
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ ।…

କଳାହାଣ୍ଡି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ନିର୍ବାଚନ

Posted by - April 8, 2022 0
କଳାହାଣ୍ଡି;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଗୋଟିଏ ପୌର ପରିଷଦ ଓ ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟକ୍ଷା/ଉପାଧକ୍ଷ ପଦବୀ ପାଇଁ…

ପୁଵର୍ତନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜୀବନ ବିନ୍ଦୁ ପାଇଁ ପ୍ରସ୍ତୁତି ବୈଠକ

Posted by - July 19, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆସନ୍ତା 26 ତାରିଖ ଦିନ ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପୁଵର୍ତନ ଅଧ୍ୟକ୍ଷ ସ୍ୱର୍ଗତ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ…

ନବରଙ୍ଗପୁର ରେ ପ୍ରଭୂ ଶ୍ରୀଅରବିନ୍ଦ ଙ୍କ ” ପବିତ୍ର ଦେହଂଶର ପ୍ରତିଷ୍ଠାର ୧୭ ତମ ବାର୍ଷିକ ଉତ୍ସବ ” ଅନୁଷ୍ଠିତ

Posted by - September 20, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଦଶହରା ପଦା ରେ ସ୍ଥିତଶ୍ରୀମା ଶ୍ରୀଅରବିନ୍ଦ ପାଠଚକ୍ର ରେ ପ୍ରଭୂ ଶ୍ରୀଅରବିନ୍ଦ ଙ୍କ ” ପବିତ୍ର ଦେହଂଶର ପ୍ରତିଷ୍ଠାର ୧୭ ତମ…

Leave a comment

Your email address will not be published.