ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାରାଣୀ ଙ୍କ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କ ପାଇଁ ଡୋର ଟୁ ଡୋର କ୍ୟାମ୍ପନିଙ୍ଗ

143 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାରାଣୀ ମିଶ୍ର ବୌଦ୍ଧ ବ୍ଲକ ର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମାନଙ୍କ ସହିତ ଗାଁ କୁ ଗାଁ ବୁଲି ଡୋର ଟୁ ଡୋର କ୍ୟାମ୍ପନିଙ୍ଗ କୁ ଜୋରଦାର କରିଛନ୍ତି!ଆଜକୁ ଚାରି ମାସ ବିତିଯାଇଥିଲେ ମଧ୍ୟ ମମିତା ମେହେର କୁ ନ୍ୟାୟ ଦେବାରେ ଅକ୍ଷମ ଥିବା ଭ୍ରଷ୍ଟାଚାରୀ ରାଜ୍ୟ ସରକାର କିଭଳି ନାରୀ ମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି,ତାହା ବୁଝାଇ ମହିଳାଙ୍କୁ ସଚେତନ କରିବା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ବିକାଶର ଧାରାକୁ ତଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଓ ତ୍ରିସ୍ତରୀୟ ନିର୍ବାଚନରେ ବିଜେପି କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଶ୍ରୀମତୀ ମିଶ୍ର ଭୋଟରଙ୍କୁ ନିବେଦନ କରିଛନ୍ତି.

Related Post

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯାଜପୁରର କୋରାଇ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଗସ୍ତ

Posted by - April 23, 2019 0
ଯାଜପୁର:ଆସନ୍ତା ୨୯ ତାରିଖ ୪ର୍ଥ ପର‌୍ୟ୍ୟାୟରେ ଯାଜପୁରରେ ହେବ ଭୋଟ୍ ଗ୍ରହଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁନର୍ବାର ଯାଜପୁର ଗସ୍ତରେ ଆସିଛନ୍ତି । ସେ…

ସାଧାରଣ ନିର୍ବାଚନ ପରେ କଂଗ୍ରେସର ସମିକ୍ଷା ବୈଠକ

Posted by - December 5, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ସାଧାରଣ ନିର୍ବାଚନ ପରେ କଂଗ୍ରେସର ସମିକ୍ଷା ବୈଠକ । ଯାଜପୁର ଜିଲା କୁ ଏଆଇସିସି ସଂପାଦକ ତଥା ରାଜ୍ୟ ପ୍ରଭାରୀ ରୁଦ୍ର ରାଜୁ…

ବିଜେପି ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ପ୍ରଥମ କାର୍ଯ୍ୟ କାରିଣୀ ବୈଠକ

Posted by - July 26, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ଧର୍ମଗଡ଼ ସ୍ଥିତ ହୋଟେଲ ରାଜ ପରିସରରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ…

ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

Posted by - June 22, 2020 0
ଯାଜପୁର ତା୧୯/୬(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା କମିଟି ତରଫରୁ ଏ.ଆ.ସି.ସି.ର ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା…