ମାଥିଲି:(ଅବଦୁଲ ଗନି)ମାଥିଲି ବି. ଏସ. ଏଫ ଓ କୋବ୍ରା ବାଟାଲିୟନ ଦ୍ୱାରା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡା ଗ୍ରାମପଞ୍ଚାୟତ ର ବୁରୁଡି ଗୁଡ଼ାଠାରେ ଜନସମ୍ପର୍କ ଶିବୀର ଅନୁଷ୍ଠିତ ହୋଇଯାଇଛି, ଲୋକଙ୍କ ନିକଟତର ହେବା ସହ ସହଯୋଗ କରାଯିବାକୁ ଜଣାଇଥିଲେ।
ଏଥିରେ ୯୬ଜଣ ଫୁରୁଷ ୮୬ ଜଣ ମହିଳା ୩୫ ଜଣ ଛାତ୍ର ଛାତ୍ରୀ ଓ ୪୫ ଜଣ କ୍ଲବ ଯୁବକ ସମୁଦାୟ ୨୬୨ ଜଣଙ୍କୁ କମ୍ବଳ,ଶାଢ଼ୀ. ଖେଳ ସାମଗ୍ରୀ. ଖାଥା ପେନ. ପେନସିଲ. ବାସନ କୁସନ ଇତ୍ୟାଦି ସାମଗ୍ରୀ ବଣ୍ଟାଯାଇଛି, ଆଜିର ଏହି କାର୍ଯ୍ୟକ୍ରମ ରେ ଆମ୍ବଗୁଡା ସରପଞ୍ଚ ସୁଭଦ୍ରା ବୁରୁଡି. ୱାର୍ଡମେମ୍ବର ମଙ୍ଗୁଳୁ ନାଲି. ପ୍ରାଧନ ଶିକ୍ଷକ ଗୌରୀ ପ୍ରସାଦ ରାଓ ଙ୍କ ସହ ସମସ୍ତ ଯବାନ ଉପସ୍ଥିତ ଥିଲେ।