ଜଗମୋହନ ଭିତର ଫଟୋ ଭାଇରାଲ, ପାଟରା ସେବାୟତ ନିଲମ୍ବିତ

1039 0

ପୁରୀ:ଶ୍ରୀମନ୍ଦିର ଜଗମୋହନ ଭିତର ଫଟୋ ଭାଇରାଲ ହୋଇଛି । ଜଗମୋହନରେ ମହାପ୍ରଭୁଙ୍କ ପାଇଁ ବାସୁଙ୍ଗା ପାଟ ତିଆରି କରାଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଫଟୋ ଜଣେ ପାଟରା ସେବାୟତ ଭାଇରାଲ କରାଇବା କରାଇଥିବା ଜଣାପଡିଛି । ସେ ନିଜ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଘଟଣା ପରେ ସମ୍ପୃକ୍ତ ପାଟରା ସେବାୟତ ଅଶୋକ ପାଟରାଙ୍କୁ ପାଟରା ନିଯୋଗ ନିଲମ୍ବନ କରିଛି ।  କୌଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ନେବା ଉପରେ କଟକଣା ରହିଛି ।

Related Post

ବାୟୁସେନା ପାଇଲଟ ଅଭିନନ୍ଦନ ଛାଡିବା ପାଇଁ ଘୋଷଣା ,୨୪ଘଣ୍ଟା ମଧ୍ୟରେ କିଭଳି ବଦଳିଥିଲା ପ୍ଲାନ୍‌, ଜାଣନ୍ତୁ।

Posted by - March 1, 2019 0
ପାକିସ୍ତାନ ହେପାଜତରେ ଥିବା ଭାରତୀୟ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଆଜି ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାର୍ଲାମେଣ୍ଟରେ ଘୋଷଣା କରିଛନ୍ତି। ଶାନ୍ତିର ବାର୍ତ୍ତା…

କଳାହାଣ୍ଡି ରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗଣତି, ବିଜେଡ଼ି ର ବାଜୀ ମାତ୍, ବିରୋଧୀ ଜଳକା

Posted by - February 28, 2022 0
କଳାହାଣ୍ଡି ;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ରାଜ୍ୟରେ ବିଜେଡ଼ି ଦଳର ପତିଆରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ନିରୋଧୀ ବିଜୁ ଜନତାଦଳ ର ଚକ୍ରବ୍ୟୁହ…

ବିଜୁ ଜନତା ଦଳ ପକ୍ଷରୁ ଆମ ଗାଁ କୁ ଆମେ ଗଢିବା କାର୍ଯ୍ୟକ୍ରମ

Posted by - February 16, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବ୍ଲକ ମହେଶ୍ୱରପୁର ପଂଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଆମ ଗାଁ କୁ ଆମେ ଗଢିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏଥିରେ ଯାଜପୁର ବ୍ଲକ ଅଧକ୍ଷ ପ୍ରଦୀପ ନାୟକ ,ଯାଜପୁର ବିଧାୟକ ଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ, ଯାଜପୁର ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଯୋଜନା କୁ ଠିକ ଭାବେ କାର‌୍ୟ୍ୟକାରୀ କରିବାକୁ ପ୍ରତ୍ୟେକ କର୍ମୀ ଉଦ୍ୟମ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଗାଁ ର ବିଭିନ୍ନ ସମସ୍ୟା କୁ ସମାଧାନ କରିବା ପାଇଁ ଯାଜପୁର ବିଧାୟକଙ୍କ ଦୃଷ୍ଟି କୁ ଅଣାଯିବ ବୋଲି ଭବପ୍ରସାଦ ଦାସ କହିଥିଲେ,ଏହି ଅବସରରେ ବିରୋଧୀ ବିଜେପି ଓ କଂଗ୍ରେସ ର ଶତାଧିକ କର୍ମୀ ବିଜେଡି ରେ ସାମିଲ ହୋଇଥିଲେ,ଶେଷରେ ଯାଜପୁର ବିଧାୟକ ଭରଚୁଆଲ ମୋଡ଼ ରେ ଧନ୍ୟବାଦ ଅର୍ପଣ କରିଥିଲେ,ଗାଁକୁ କିପରି ସ୍ୱଚ୍ଛ ସୁନ୍ଦର ଭାବେ ଗଢି ହେବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

Leave a comment

Your email address will not be published.