Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପାଣିରେ ଲୁଣ ମିଶାଇ ସ୍ନାନ କରନ୍ତୁ..ମିଳିବ ଏହି ସବୁ ଫାଇଦା

1060 0

ଶୀତ ରୁତୁ ଆରମ୍ଭ ହେବା ମାତ୍ରେ ଆମ ସ୍କିନରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଦେଇଥାଏ । ଶୀତ ବଢିବା ସହ ଆମ ତ୍ୱଚାର ଆର୍ଦ୍ରତା କମିବାରେ ଲାଗିଥାଏ । ଯାହା ଫଳରେ ସ୍କିନ ଶୁଷ୍କ ହେବାରେ ଲଗିଥାଏ ଏବଂ କେଶ ଝଡିବା ସମସ୍ୟା ମଧ୍ୟ ଉପୁଜିଥାଏ । ଶୀତ ଋତୁରେ କୁଣ୍ଡିଆ, ତ୍ୱଚାର ରୁଖାପଣ ଏବଂ ରୁପି ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ ଗରମ ପାଣିରେ ତ ସମସ୍ତେ ସ୍ନାନ କରିଥାନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ସେଥିରେ ଲୁଣ ପକାଇ ସ୍ନାନ କରିବା ଦ୍ୱାରା ତାହା ଆପଣଙ୍କ ଶରୀର ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରୀତା ସମ୍ବନ୍ଧରେ ।
– ଶୀତ ଋତୁରେ ଶରୀର ରୁଖାପଣର ଶିକାର ହୋଇଥାଏ, ଯାହା ଫଳରେ କୁଣ୍ଡିଆଜନିତ ସମସ୍ୟା ଦେଖାଦେଇଥାଏ । ତେବେ ପାଣିରେ ଲୁଣ ମିଶାଇ ସ୍ନାନ କରିବା ଦ୍ୱାରା କୁଣ୍ଡିଆଜନିତ ସମସ୍ୟା ଦୂର ହୋଇଥାଏ । ଏହି ପାଣିରେ ସ୍ନାନ କରିବା ଦ୍ୱାରା ଶରୀରରେ ଉପସ୍ଥିତ ଅନେକ କିଟାଣୁ ମରିଯାଇଥାନ୍ତି ।
– ଶୀତ ଦିନେ ତ୍ୱଚା ରୁଖାପଣର ଶିୁକାର ହେବାସହ ନିର୍ଜୀବ ଦେଖାଯାଇଥାଏ । ତେବେ ଲୁଣ ପାଣିରେ ସ୍ନାନ କରିବା ଦ୍ୱାରା ଶରୀରର ଡେଡ ସ୍କିନ ସେଲ୍ସ ବାହାରିଯାଇଥଉାଏ ଏବଂ ତ୍ୱଚା ଚମକିଥାଏ ।
– ଉସୁମ ପାଣିରେ ଲୁଣ ମିଶାଇ ଗାଧୋଇବା ଦ୍ୱାରା ମାଇଶପେଶୀକୁ ଆରାମ ମିଳିଥାଏ ଏବଂ ଏହା ଦ୍ୱାରା ଗଣ୍ଠିବ୍ୟଥା ମଧ୍ୟ ଦୂର ହୋଇଥାଏ ।
– ଲୁଣ ପାଣିରେ ଗାଧୋଇବା ଦ୍ୱାରା ଶରିର ସହ ମନ ମଧ୍ୟ ଶାନ୍ତ ରହିଥାଏ । ଏହା ଦ୍ୱାରା ଥକାପଣ ଦୂର ହୋଇଥାଏ ।

Facebook Notice for EU! You need to login to view and post FB Comments!

Related Post

ପିତାଙ୍କର ତୃତୀୟ ଶ୍ରାଦ୍ଧ ବାର୍ଷିକୀ ରେ ନୀଳଗିରି ରକ୍ତ କେନ୍ଦ୍ର ରେ ରକ୍ତଦାନ ଶିବିର

Posted by - October 3, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ବାଲେଶ୍ଵର ଜିଲ୍ଲା ରକ୍ତଦାତା ସଂଘ ର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରାଉତ୍ ଙ୍କ ସ୍ବର୍ଗତ ପିତା ନରସିଂହ ପ୍ରସାଦ ରାଉତ ଙ୍କ ତୃତୀୟ…

କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହେଲା ଭୁବନେଶ୍ୱରର ୪ଟି ଅଞ୍ଚଳ,ବସ୍ତି ଉପରେ ରହିଛି କଡା ନଜର : ବିଏମସି କମିସନର

Posted by - July 11, 2020 148
ଭୁବନେଶ୍ବର :ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୮୭୩ ଜଣ ଆରୋଗ୍ୟ ଲାଭ କରିବା ସହ…

ଅନଗୁଳ ଜିଲ୍ଲାରେ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା.

Posted by - September 3, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲାରୁ ଆଜି ( ଗୁରୁବାର) ୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ପଜିଟିଭ୍ ସଂଖ୍ୟା ୧୦୨୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ…

ସ୍ଵାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ରରେ ବିଶ୍ୱ ମଧୂମେହ ଦିବସ ପାଳନ

Posted by - November 16, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ରବିବାର ଦିନ ଏହି ବ୍ଳକ୍ ରେ ଥିବା ସମସ୍ତ ସ୍ଵାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ରରେ…

ବସ୍ତା ବ୍ଲକର ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

Posted by - December 1, 2021 0
ବାଲେଶ୍ଵର/ବସ୍ତା :ବାଲେଶ୍ଵର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଗତ ୨୬ ତାରିଖ ରେ ଶୁଭାରମ୍ଭ କରିବା ପରେ ବାଲେଶ୍ଵର…

Leave a comment

Your email address will not be published.