Breaking News
12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା

ପାଣିରେ ଲୁଣ ମିଶାଇ ସ୍ନାନ କରନ୍ତୁ..ମିଳିବ ଏହି ସବୁ ଫାଇଦା

1271 0

ଶୀତ ରୁତୁ ଆରମ୍ଭ ହେବା ମାତ୍ରେ ଆମ ସ୍କିନରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଦେଇଥାଏ । ଶୀତ ବଢିବା ସହ ଆମ ତ୍ୱଚାର ଆର୍ଦ୍ରତା କମିବାରେ ଲାଗିଥାଏ । ଯାହା ଫଳରେ ସ୍କିନ ଶୁଷ୍କ ହେବାରେ ଲଗିଥାଏ ଏବଂ କେଶ ଝଡିବା ସମସ୍ୟା ମଧ୍ୟ ଉପୁଜିଥାଏ । ଶୀତ ଋତୁରେ କୁଣ୍ଡିଆ, ତ୍ୱଚାର ରୁଖାପଣ ଏବଂ ରୁପି ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ ଗରମ ପାଣିରେ ତ ସମସ୍ତେ ସ୍ନାନ କରିଥାନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ସେଥିରେ ଲୁଣ ପକାଇ ସ୍ନାନ କରିବା ଦ୍ୱାରା ତାହା ଆପଣଙ୍କ ଶରୀର ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରୀତା ସମ୍ବନ୍ଧରେ ।
– ଶୀତ ଋତୁରେ ଶରୀର ରୁଖାପଣର ଶିକାର ହୋଇଥାଏ, ଯାହା ଫଳରେ କୁଣ୍ଡିଆଜନିତ ସମସ୍ୟା ଦେଖାଦେଇଥାଏ । ତେବେ ପାଣିରେ ଲୁଣ ମିଶାଇ ସ୍ନାନ କରିବା ଦ୍ୱାରା କୁଣ୍ଡିଆଜନିତ ସମସ୍ୟା ଦୂର ହୋଇଥାଏ । ଏହି ପାଣିରେ ସ୍ନାନ କରିବା ଦ୍ୱାରା ଶରୀରରେ ଉପସ୍ଥିତ ଅନେକ କିଟାଣୁ ମରିଯାଇଥାନ୍ତି ।
– ଶୀତ ଦିନେ ତ୍ୱଚା ରୁଖାପଣର ଶିୁକାର ହେବାସହ ନିର୍ଜୀବ ଦେଖାଯାଇଥାଏ । ତେବେ ଲୁଣ ପାଣିରେ ସ୍ନାନ କରିବା ଦ୍ୱାରା ଶରୀରର ଡେଡ ସ୍କିନ ସେଲ୍ସ ବାହାରିଯାଇଥଉାଏ ଏବଂ ତ୍ୱଚା ଚମକିଥାଏ ।
– ଉସୁମ ପାଣିରେ ଲୁଣ ମିଶାଇ ଗାଧୋଇବା ଦ୍ୱାରା ମାଇଶପେଶୀକୁ ଆରାମ ମିଳିଥାଏ ଏବଂ ଏହା ଦ୍ୱାରା ଗଣ୍ଠିବ୍ୟଥା ମଧ୍ୟ ଦୂର ହୋଇଥାଏ ।
– ଲୁଣ ପାଣିରେ ଗାଧୋଇବା ଦ୍ୱାରା ଶରିର ସହ ମନ ମଧ୍ୟ ଶାନ୍ତ ରହିଥାଏ । ଏହା ଦ୍ୱାରା ଥକାପଣ ଦୂର ହୋଇଥାଏ ।

Related Post

ଟିଟିଲାଗଡ଼ ବିପ୍ର ଫାଉଣ୍ଡେସନ ତରଫରୁ ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - May 2, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ମଇ ମାସ ୧ ତାରିଖରେ ବିପ୍ର ଫାଉଣ୍ଡେସନ ଆରମ୍ଭ ହୋଇଥିଲା, ତେବେ ଏହି ବର୍ଷ ୧୩ ତମ ସ୍ଥାପନା ଦିବସ ଉପଲକ୍ଷେ…

ପୁରୁଣାକଟକ ଠାରେ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Posted by - March 21, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରବିବାର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ପୁରୁଣା କଟକ ସରପଞ୍ଚ ଅଶୋକ…

ଅଣ ସଂକ୍ରାମକ ରୋଗ ସଚେତନତା

Posted by - November 5, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଅଣ ସଂକ୍ରାମକ ରୋଗ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଅଡିଓ ଭିଜୁଆଲ ଭ୍ୟାନର ଶୁଭାରମ୍ଭ ହୋଇଯାଇଛି…

ସର୍ବଭାରତୀୟସ୍ତର ରେ ଦେଶର ସମସ୍ତ ମୁଖ୍ୟଚିକିତ୍ସାଳୟରେ କୋଭିଡ ପାଇଁ ପୂର୍ବପ୍ରସ୍ତୁତି ଆରମ୍ଭ

Posted by - April 10, 2023 0
ଭୁବନେଶ୍ବର /ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ରସରକାର ସମସ୍ତ ରାଜ୍ୟର ରାଜ୍ୟ ସରକାର ତଥା ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତୁତ…

କରୋନା ମୁକାବିଲା ଲାଗି ୬ ବରିଷ୍ଠ ଆଇଏଏସ ଙ୍କୁ ଭୁବନେଶ୍ୱର ଦାୟିତ୍ୱ

Posted by - April 15, 2020 0
ଭୁବନେଶ୍ୱର ୧୫।୦୪: ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଭୁବନେଶ୍ୱରକୁ ୩ ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ତିନି ଜୋନ୍‌ର…

Leave a comment

Your email address will not be published.