ଅବ୍ୟବସ୍ଥା ଘେରରେ ପାତାଳି ଶ୍ରୀକ୍ଷେତ୍ର

278 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ନାଏକ ପଡା ଗ୍ରାମ ର କିଛି ଦୂରରେ ପାତାଳୀ ଶ୍ରୀକ୍ଷେତ୍ର ବା ନାଏକପଡା ଗୁମ୍ଫା ଅବସ୍ଥିତ । କିମ୍ବଦନ୍ତୀ କୁହେ ଇଂରେଜ ଶାସନ କାଳରେ ଶ୍ରୀକ୍ଷେତ୍ର ବାସି ଶ୍ରୀଜଗନ୍ନାଥ ଙ୍କୁ ଲୁଣ୍ଠନ କରିବା ପାଇଁ ଇଂରେଜ ମାନେ ବାହାରିଥିବା ସମୟରେ ସେବାୟତ ଓ ରାଜା ଜାଣିପାରି ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କୁ ଏହି ଗୁମ୍ଫା ରେ ପାତାଳି କରି ରଖାଯାଇଥିଲା।

ସେହି ଦିନଠାରୁ ଏହି ସ୍ଥାନ ପାତାଳି ଶ୍ରୀକ୍ଷେତ୍ର ନାମରେ ପରିଚିତ।ଏହି ଗୁମ୍ଫା ର ପ୍ରାକୃତିକ ସବୁଜ ସୁନ୍ଦର ମନଲୋଭା ପରିବେସ ଦର୍ଶକ ମାନଙ୍କୁ ବିମୋହିତ କରିଦେଇଥାଏ।ଯାହା ଫଳରେଦୂର ଦୁରାନ୍ତରୁ ଦର୍ଶକ ମାନେ ଏଠାକୁ ବୁଲିବାକୁ ଆସୁଛନ୍ତି । ନାଏକ ପଡା ଗୁମ୍ଫା ପାହାଡ଼ ଉପରେ ଅବସ୍ଥିତ ହୋଇ ଥିବାବେଳେ ସାଧୁ ସନ୍ଥ ଙ୍କ ଗହଳି ଏଥି ଲାଗିରହିଥାଏ!ପ୍ରଶାସନ ତରଫରୁ ଇକୋ ଭିଲେଜ ଏହି ସ୍ଥାନକୁ କରିବା ପାଇଁ ଯୋଜନା ରହିଥିଲେ ମଧ୍ୟ ଆଜିପଯ୍ୟନ୍ତ ତାହା କାର୍ଯକାରୀ ହୋଇପାରିନାହିଁ।

ଦୂର ଦୁରାନ୍ତରୁ ଦର୍ଶକ ମାନେ ବୁଲି ବାକୁ ଆସୁଥିବା ସମୟରେ ବିଶ୍ରାମ ଗାର , ପାଣି, ଓ ଆଲୋକ ସୁବିଧା ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେଣୁ ସାଧାରଣ ଏହି ଅସୁବିଧା ଗୁଡିକୁ ପ୍ରଶାସନ ଦୃଷ୍ଟି ଦେଲେ ଆଗକୁ ଏହା ବୌଦ୍ଧ ଜିଲ୍ଲା ର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ନାମରେ ନାମିତ ହୋଇପାରିବ।

Related Post

ଯୁକ୍ତ ଦୁଇ ପରୀକ୍ଷା ରେ ରାଜ୍ୟ ରେ ପ୍ରଥମ ହେଲେ ସମ୍ଭାବନା ସାହୁ

Posted by - September 5, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ର ପରୀକ୍ଷା ଫଳ। ଏଥିରେ ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ମା ତାରିଣୀ ଯୁକ୍ତ ଦୁଇ…

ବହୁ ଦିନର ନିରବତା ପରେ ପୁଣି ମାଓବାଦୀ ମାରିଲେ ଦୁଇଟି ମାଓ ବେନର, ଲେ।କେ ଭୟଭୀତ

Posted by - May 15, 2022 0
ପାଟଣାଗଡ଼ :(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ…

କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ନିର୍ଯାତନା ପ୍ରତିରୋଧ, ନିବାରଣ ଆଇନ ତାଲିମ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ କାର୍ଯ୍ୟସ୍ଥଳୀରେ ରେ ମହିଳାଙ୍କୁ ଯୌନ ନିର୍ଯାତନା ର ପ୍ରତିରୋଧ,…

ଡାଏଲିସିସ ସେବା ଯୋଗାଇବା ପାଇଁ କିଡ଼ିନୀରୋଗୀମାନଙ୍କୁ ଧରି ଆନ୍ଦୋଳନକୁ ଓହ୍ଲାଇଲେ ସ୍ବେଚ୍ଛାସେବୀ

Posted by - March 30, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇଲିସି ସେବା ଯୋଗାଇ ପାଇଁ କିଡ଼ିନୀରୋଗୀମାନଙ୍କୁ ଧରି ଅଭିନବ ଉପାୟରେ ଆନ୍ଦୋଳନକୁ ଓହ୍ଲାଇଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ ।ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ…