ଖପ୍ରାଖୋଲ ପୁଲିସର ଚଢାଉ ୧୫ ଦାଦନ ଶ୍ରମିକ ଉଦ୍ଧାର ,ତିନି କୋର୍ଟ ଚାଲାଣ

130 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ସୋମବାର ମଧ୍ଯାହ୍ନ ରେ ଚଢାଉ କରି ବେଆଇନ ଦାଦନ ଚାଲାଣ ବେଲେ ୧୫ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାଯାଇଛି। ଉଦ୍ଧାର ଶ୍ରମିକ ମଧ୍ୟରେ ୯ ପୁରୁଷ ୬ ମହିଳା ଓ ୩ ଶିଶୁ ଥିବା ଜଣା ଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ପୁଲିସ ପେଟ୍ରୋଲିଙ୍ଗ କରୁଥିବା ବେଲେ ବେଳପଡା ବ୍ଲକ କନ୍ଧେନଝୁଲା ଛକ ନିକଟରେ ଏକ ଗାଡ଼ି ରେ କିଛି ଶ୍ରମିକ ଚାଲାଣ ହେଉଥିବା ଜାଣି ପୋଲିସ ଅଟକାଇ ପଚରାଉଚରା କରିଥିଲେ ।

ଶ୍ରମିକ ମାନଙ୍କୁ କନ୍ଧେନଝୁଲା ଗାଁର ଦାଦାନ ସର୍ଦ୍ଦାର ହୃଷି ସୁନା ଚାଲାଣ କରୁଥିବା ଜାଣିବାକୁ ପାଇ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ନିଜ ନିଜ ଗାଁକୁ ପୋଲିସ ପଠାଇ ଦେଥି ବା ଜଣାଯାଇଛି । ଉଦ୍ଧାର ଶ୍ରମିକ ମାନେ ଲାଠୋର ଥାନା ଚଚରା ଭଟା ଓ ନୂଆପଡ଼ା ଅଞ୍ଚଳର ବୋଲି ଜଣାଯାଇଛି । ଏ ନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୨୩୪/୨୧ ରେ ଏକ ମାମଲା ରୁଜୁ କରି ଦାଦାନ ସର୍ଦ୍ଦାର ହୃଷି ସୁନା (୪୫), ସୁଦାମ ସୁନା (୨୩) ଓ ଗାଡି ଡ୍ରାଇଭର ଦାଶରଥି ପୁଟେଲ (୩୫) କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଏ ଏସ ଆଇ ନାରାୟଣ ସାହୁ ପ୍ରକାଶ କରିଛନ୍ତି ।

Related Post

ଏଆଇଟିୟୁସିର ଓଡିଶାରେ ହୀରକ ଜୟନ୍ତୀ ଓ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Posted by - July 23, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଭାରତ ବର୍ଷର ଲାଲା ଲଜପତରାୟଙ୍କ ନେତୃତ୍ବରେ ପ୍ରତିଷ୍ଠିତ ଶ୍ରମିକ ସଂଗଠନ ଏଆଇଟିୟୁସିର ଓଡିଶାରେ ହୀରକ ଜୟନ୍ତୀ ଓ ଓଡିଶା ଫରେଷ୍ଟଉଡ ଏଗ୍ରୀକଲଚର ଏଣ୍ଡ ବିଲଡଂ…

ବିଶ୍ୱ ରକ୍ତ ଦାତା ଦିବସ ପାଳିତ

Posted by - June 14, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପ୍ରଶିକ୍ଷଣ ପ୍ରକୋଷ୍ଟ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ…

ଭିଜିଲାନ୍ସ ଜାଲରେ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ଆୟ ବହିର୍ଭୂତ ସମ୍ପତ୍ତି ଠାବ

Posted by - March 8, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବ୍ୟାପକ ଭିଜିଲାନ୍ସ ଚଢାଉ ସ୍ୱତ୍ତ୍ୱେ ଦୁର୍ନତୀ ଗ୍ରସ୍ତ କର୍ମଚାରୀ ମାନେ ନିଜକୁ ସୁଧାରି ପାରୁ ନାହାନ୍ତି। ଅଧିକ ଆଶାରେ ନିଜର…

ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ଗଢଭିତରେ ଯୁବକଙ୍କୁ ହତ୍ୟା

Posted by - May 8, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ଗଢଭିତରେ ଯୁବକଙ୍କୁ ହତ୍ୟା । ଗତକାଲି ରାତି ଘରେ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ଯୁବକଙ୍କୁ ହତ୍ୟା କରିଥିବା…

ଶଙ୍କର୍ଷଣ ପ୍ରଧାନ ବୌଦ୍ଧ ଜିଲ୍ଲା ଜିଲ୍ଲାପରିଷଦ ଚାମ୍ପିଅନ

Posted by - March 3, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ଜିଲ୍ଲାପରିଷଦ ଚାମ୍ପିଅନ ହୋଇଛନ୍ତି ଶଙ୍କର୍ଷଣ ପ୍ରଧାନ। ଆଠ ଗୋଟି ପଂଚାୟତ ମନମୁଣ୍ଡା, ଗୁଡ଼ଭେଳିପଦର, ବିଳାଶପୁର,ଶୁଣ୍ଢିପଦର,ବରଗୋଛା,ଯୋଗୀନ୍ଦ୍ରପୁର,ଖଟଖଟିଆ,ଘିକୁଣ୍ଡି କୁ ନେଇ ଗଠିତଯୋନ ନଂ 3 ରୁ…