ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା:,ଏମାନେ ହୋଇପାରନ୍ତି ମନ୍ତ୍ରୀ

7522 150

୨୦୧୯ର ଫଳାଫଳ ବାହାରି ସାରିଛି। ଏଥିରେ କିଛି ପୁରୁଖା ନେତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି ତ ପୁଣି କିଛି ନୂଆ ନେତା ବିଜୟ ସହ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଛନ୍ତି । କିଏ ଅଳ୍ପ କିଛି ଭୋଟରେ ପରାସ୍ତ ହୋଇ ଆଉ ୫ ବର୍ଷର ଅପେକ୍ଷାରେ ରହିଛନ୍ତି ତ ପୁଣି କିଏ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ସହ ରେକର୍ଡ ସୃଷ୍ଟି କରିଛନ୍ତି।ବିଧାନସଭା ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଏବେ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। କାହାକୁ ମିଳିବ ମନ୍ତ୍ରୀପଦ, କେଉଁ ଅଞ୍ଚଳରୁ କିଏ ସାମିଲ ହେବେ- ସେ ସଂପର୍କରେ ନାନା କଳ୍ପନା ଜଳ୍ପନା ଚାଲିଛି।

ସମ୍ଭାବ୍ୟ ତାଲିକାରେ ଯେଉଁ ବିଧାୟକ ଅଛନ୍ତି, ସେମାନେ ହେଲେ ରାଜେନ୍ଦ୍ର ଢୋଲକିଆ, ଭୂପିନ୍ଦର ସିଂ, ମନୋହର ରାନ୍ଧାରୀ, ପଦ୍ମନୀ ଦିଆନ୍ ,ପ୍ରଦୀପ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପାତ୍ର, ଜଗନ୍ନାଥ ସାର୍କା, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, କିଶୋର ମହାନ୍ତି, ନବ ଦାସ, ଶାରଦା ନାୟକ, ଟୁକୁନି ସାହୁ, ପ୍ରଦୀପ ଅମାତ, ବିକ୍ରମ କେଶରୀ ଆରୁଖ, ରୋହିତ ପୂଜାରୀ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଜନୀକାନ୍ତ ସିଂ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ରସାରଥୀ ବେହେରା, ସୌମ୍ୟରଞ୍ଜନ ପଟ୍ଟନାୟକ, ଅରୁଣ ସାହୁ, ସମୀର ରଞ୍ଜନ ଦାସ, ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ଅମର ଶତପଥୀ।

Related Post

କାନ୍ଦ ବୋବାଳିରେ ଫାଟି ପଡୁଛି ଜଗତସିଂପୁର ହସିନା ଗାଁ

Posted by - January 4, 2019 131
କେନ୍ଦ୍ରାପଡ଼ା :ମହାକାଳପଡ଼ା ନିପାଣିଆ ଗାଁର ସେହି ସ୍ଥାନ ଯେଉଁଠି ଘଟିଥିଲା ସେଇ ଭୟାନକ ଦୁର୍ଘଟଣା। ହଠାତ୍ ନଈକୂଳିଆ ନିସ୍ତବ୍ଧତା ଆଉ ଅନ୍ଧାର ଚିରି ଭାସି ଆସିଥିଲା ଆକୁଳ…

ସର୍ବ ଭାରତୀୟ ଜେ.ଇ.ଇ. ପରୀକ୍ଷାର ପରୀକ୍ଷାର୍ଥୀ ମାନଙ୍କ ପାଇଁ ସହଯୋଗ

Posted by - August 29, 2020 0
ଯାଜପୁର ଅଫିସ: ମସିହାର ସର୍ବଭାରତୀୟ ସ୍ତରର ଜେ.ଇ.ଇ. ପରୀକ୍ଷାର୍ଥୀ ମାନଙ୍କ ପାଇଁ ଜିଲ୍ଳ୍‌ା ପ୍ରଶାସନ ପକ୍ଷରୁ ବିବିଧ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ…

ଜୟପୁର ରେ ମୋଦିଙ୍କ ନିର୍ବାଚନୀ ପ୍ରଚାର, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

Posted by - March 29, 2019 387
ଜୟପୁର ୨୯|୩ : କୋରାପୁଟ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ ।…

5ଟି ସଚିବଙ୍କ ସୁବର୍ଣପୂର ଗସ୍ତର ୩ଦିନ ନ ପୁରୁଣୁ ପୁଅର ଚକ୍ଷୁ ଚିକିତ୍ସାପାଇଁ ସହାୟତା

Posted by - July 8, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଗତ ୪ତାରିଖ ଦିନ ୫ଟି ସଚିବ ଭି.କେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ଖଲିଆପାଲି ଗାଁର ହରି…

ଅଣ୍ଟା ଭିଡିଲା ମହିଳା ସଂଘ, ଶତାଧିକ ମହିଳାଙ୍କ ରାଲି ତହସିଲଦାରଙ୍କୁ ଦାବିପତ୍ର

Posted by - July 13, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଛତ୍ରଙ୍ଗପଞ୍ଚାୟତ ଖରଭୁଇଁ ଠାରେ ପ୍ରଶାସନ ର ଅନୁମତି କ୍ରମେ ଛତୁଫୁଟିଲା ଭଳି କ୍ରସର ଗଢି ଉଠିଥିବା ବେଳେ , ଅଂଚଳରେ ଦିନକୁ…

There are 150 comments

Leave a comment

Your email address will not be published.