ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା:,ଏମାନେ ହୋଇପାରନ୍ତି ମନ୍ତ୍ରୀ

5127 519

୨୦୧୯ର ଫଳାଫଳ ବାହାରି ସାରିଛି। ଏଥିରେ କିଛି ପୁରୁଖା ନେତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି ତ ପୁଣି କିଛି ନୂଆ ନେତା ବିଜୟ ସହ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଛନ୍ତି । କିଏ ଅଳ୍ପ କିଛି ଭୋଟରେ ପରାସ୍ତ ହୋଇ ଆଉ ୫ ବର୍ଷର ଅପେକ୍ଷାରେ ରହିଛନ୍ତି ତ ପୁଣି କିଏ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ସହ ରେକର୍ଡ ସୃଷ୍ଟି କରିଛନ୍ତି।ବିଧାନସଭା ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଏବେ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। କାହାକୁ ମିଳିବ ମନ୍ତ୍ରୀପଦ, କେଉଁ ଅଞ୍ଚଳରୁ କିଏ ସାମିଲ ହେବେ- ସେ ସଂପର୍କରେ ନାନା କଳ୍ପନା ଜଳ୍ପନା ଚାଲିଛି।

ସମ୍ଭାବ୍ୟ ତାଲିକାରେ ଯେଉଁ ବିଧାୟକ ଅଛନ୍ତି, ସେମାନେ ହେଲେ ରାଜେନ୍ଦ୍ର ଢୋଲକିଆ, ଭୂପିନ୍ଦର ସିଂ, ମନୋହର ରାନ୍ଧାରୀ, ପଦ୍ମନୀ ଦିଆନ୍ ,ପ୍ରଦୀପ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପାତ୍ର, ଜଗନ୍ନାଥ ସାର୍କା, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, କିଶୋର ମହାନ୍ତି, ନବ ଦାସ, ଶାରଦା ନାୟକ, ଟୁକୁନି ସାହୁ, ପ୍ରଦୀପ ଅମାତ, ବିକ୍ରମ କେଶରୀ ଆରୁଖ, ରୋହିତ ପୂଜାରୀ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଜନୀକାନ୍ତ ସିଂ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ରସାରଥୀ ବେହେରା, ସୌମ୍ୟରଞ୍ଜନ ପଟ୍ଟନାୟକ, ଅରୁଣ ସାହୁ, ସମୀର ରଞ୍ଜନ ଦାସ, ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ଅମର ଶତପଥୀ।

Related Post

ଗର୍ଭବତୀ ମହିଳା ଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଟ୍ରାଫିକ ଜାମ ସମସ୍ୟା ରେ ହନ୍ତସନ୍ତ

Posted by - September 3, 2020 0
ବଡ଼ବିଲ:ଦିନ କୁ ଦିନ ବଢ଼ିଚାଲିଛି ଖଣି ଅଞ୍ଚଳ ରେ ଟ୍ରାଫିକ ଜାମ ସମସ୍ୟା ! ବାରମ୍ବାର ଅଭିଯୋଗ ସହିତ ଗଣମାଧ୍ୟମରେ ଖବର ପ୍ରକାଶ ହେଉଥିଲେ ମଧ୍ୟ ପ୍ରଶାସନ…

କେନ୍ଦୁଲିପି ଏବଂ ବୟନଶିଳ୍ପ କ୍ଷେତ୍ରରେ ଦ୍ରବ୍ୟ ଓ ସେବା କରକୁ ସମ୍ପୂର୍ଣ୍ଣ ଛାଡ କରିବାକୁ ସାଂସଦରେ ସୁବାସ ସିଂଙ୍କ ଦାବି

Posted by - February 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପଶ୍ଚିମ ଓଡ଼ିଶା ତଥା ଦକ୍ଷିଣ ଓଡ଼ିଶାରେ ପାଖାପାଖି ୧୦ ଲକ୍ଷ ଶ୍ରମିକ ମହିଳା ଓ ଆଦିବାସୀ ସମ୍ପ୍ରଦାୟର। ପୂର୍ବରୁ ସେମାନଙ୍କ ଉପରେ ୫% ଭାଟ…

ନନ୍ଦନକାନନ :କାର୍ଯ୍ୟରତ କର୍ମଚାରୀ ଙ୍କ ହୃଦ୍ ଘାତ ରେ ମୃତ୍ୟୁ

Posted by - October 7, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ନନ୍ଦନ କାନନ ପ୍ରାଣୀ ଉଦ୍ୟାନର ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ରଘୁନାଥ ପୁର ଗ୍ରାମର ଜର୍ମାନୀ ନାୟକ ।…

ବୁଦ୍ଧ ପାର୍କ ପାଇଁ ଜେ ସି ବି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ

Posted by - April 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ମନମୁଣ୍ଡାତେଲନଦୀ କୂଳରେ ପ୍ରସ୍ତାବିତ ବୁଦ୍ଧ ପାର୍କ ଓ ବୁଦ୍ଧ ମୂର୍ତ୍ତି ସ୍ଥାପନ ପାଇଁ ଆଜି ଜେ ସି ବି ସାହାଯ୍ୟରେ ଘର ଭଙ୍ଗାଯାଇ…

There are 519 comments

  1. What side effects can this medication cause? Some are medicines that help people when doctors prescribe.
    purchase ivermectin
    п»їMedicament prescribing information. Everything information about medication.

Leave a comment

Your email address will not be published.