ଭିମସାର ରେ ଆଉ ୧୭ ଜଣ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ

150 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାର ମେଡ଼ିକାଲ କଲେଜ ରେ କ୍ରମଶ କୋଭିଡ ପଜିଟିଭ ଙ୍କ ସଂଖ୍ୟା ବଡିବାରେ ଲାଗିଛି । ଗତକାଲି ମୋଟ ୩୪ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଆଉ ୧୭ଜଣ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବୁର୍ଲା ଭୀମସାର ମେଡ଼ିକାଲ ର ଡିନ ଜୟଶ୍ରୀ ଦୋରା ଏନେଇ ସୂଚନା ଦେଇଛନ୍ତି।

ଗତକାଲି ୩୪ ଜଣ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ।ଭୀମସାର ରେ ଏହିଭଳି ସଂକ୍ରମଣ କୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାପାଳ ବୁର୍ଲା ର କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଆଇସୋଲେସନ ରେ ରଖାଯାଇଛି।

Related Post

ଧିରେ ଧିରେ ବୃଦ୍ଧି ହେଉଛି ବୌଦ୍ଧ ଜିଲ୍ଲାରେ କରୋନା ଗ୍ରାଫ

Posted by - January 12, 2022 0
ବୌଦ୍ଧ :ବୌଦ୍ଧ ଜିଲ୍ଲାରେ ଧିରେ ଧିରେ ତୃତୀୟ ଲହର କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି!ଜିଲ୍ଲା ସୂଚନା ଅନୁଯାଇ ଆଜି ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ…

ଯାଜପୁର ବିଂଝାରପୁର ମଲିଆକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

Posted by - June 9, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବିଂଝାରପୁର ମଲିଆକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲା ପ୍ରଶାସନ। ବାଛଳ ପଞ୍ଚାୟତର ଦାଣ୍ଡିସହି ଏବଂ ଫତେପୁର ପଂଚୟତର…

ନୀଳଗିରି ସହର ରେ ପ୍ରଥମ କରୋନା ମୃତ୍ୟୁ,ସହର କୁ ସମସ୍ତ ପ୍ରବେଶ ପଥ ସିଲ୍

Posted by - August 8, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ୍)ବିଶ୍ଵ ବ୍ୟାପି ଭୟଙ୍କର କରୋନା ଭୁତାଣୁ ର ସଂକ୍ରମଣ ମାନବ ସମାଜ ର ଅସ୍ତିତ୍ୱ କୁ ଦୋହଲାଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦିନକୁ…

ପକ୍ଷାଘାତ ଓ ଏହାର କାରଣ ଜାଣିଲେ ଆପଣ କେବେ ଭି କରିବେନି ଏ ଭୁଲ

Posted by - June 5, 2019 0
ଶରୀରରେ ଗଭୀର ଆଘାତ ଲାଗିଲେ, ବିଷାକ୍ତ ଖାଦ୍ୟ ଖାଇଲେ ବା ଅନ୍ୟକୌଣସି ରୋଗର କାରଣରୁ ସ୍ନାୟୁର ଚଳନ ଶକ୍ତି ନଷ୍ଟହେଲେ ସହଜରେ ପକ୍ଷାଘାତ ରୋଗ ହୋଇଥାଏ ।…

ହୀରାକୁଦ ରେ ଉଦଘାଟିତ ହେଲା ମାଗଣା ବ୍ଳଡପ୍ରେସର ଓ ଡାଇବେଟିସ ଚେକ ଅଫ କ୍ଯାମ୍ପ

Posted by - July 2, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ହୀରାକୁଦ ସହର ଠାରେ ଏଣିକି ଲୋକେ ମାଗଣାରେ ପାଇପାରିବେ ବ୍ଳଡପ୍ରେସର ଓ ଡାଇବେଟିସ ଚେକ ଅଫ କରାଇପାରିବାର ସୁବିଧା । କାହିଁକି ନା ହିରାକୁଦ ସହର…