ପାଞ୍ଚଦଫା ଦାବିରେ ସମବାୟ ସମିତି ଓ ଲ୍ୟାମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ ସହିତ ଧାରଣା

271 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୧୪୩୯୩ ତା,୩୦/୯/୨୦୨୧ ରିଖ ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ପ୍ରସ୍ତାବ ରଦ୍ଧ କରିବା, ଓଡ଼ିଶାର ୨୭୦୮ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପର କାର୍ଯ୍ୟରତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା,୭ମ ବେତନ କମିଶନ ସୁପାରିଶ ଅନୁସାରେ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ, ସମିତି ଓ ଲ୍ୟାମ୍ପର ପ୍ରଶାସନିକ ପାଣ୍ଠି କାର୍ଯ୍ୟକାରୀ କରାଯିବା, କରୋନା ସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ କ୍ଷତି ପୂରଣ ଦେବା,ଆଦି ଦାବିରେ ଆଜି କଳାହାଣ୍ଡି ଡ଼ିଆରସେସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କଳାହାଣ୍ଡି ଓ ନୂଆପଡାର ପେକ୍ସ ଓ ଲେମ୍ପ କର୍ମଚାରୀ।

ଉପରୋକ୍ତ ଦାବୀ ପୂରଣ କରିବା ପାଇଁ ବିଗତ ଦିନରେ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ପକ୍ଷରୁ ମାନ୍ୟବର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ,ସମବାୟ ସମିତି ନିବନ୍ଧକ ଙ୍କୁ ଅବଗତ କରାଯାଇଛି।

ଅଦ୍ୟାବଧି ଦାବୀ ଗୁଡିକ ପୂରଣ ହେଉନଥିବାରୁ ସମବାୟ ସମିତି ଓ ଲେମ୍ପ କର୍ମଚାରୀ ମାନେ ଧାରଣା ସହ କଳାବ୍ୟାଚ ପରିଧାନ କରିଛନ୍ତି।ଦାବୀ ଗୁଡିକ ଯଥାଶୀଘ୍ର ପୂରଣ ନ ହେଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି।

Related Post

ଓଲଟିଲା ଯାଜପୁର ରୁ କୋରୋନା ରୋଗୀ ନେଇ ଆସୁଥିବା ଏମ୍ବୁଲେନ୍ସ

Posted by - April 30, 2020 0
ଭୁବନେଶ୍ବର:ଯାଜପୁରରେ କରୋନା ସଂକ୍ରମଣ ସଂଖ୍ୟାରେ ଲାଗୁ ନାହିଁ ବ୍ରେକ। ଗୋଟିଏ ଦିନରେ ୧୭ ପଜିଟିଭ ଚିହ୍ନଟ। ମୋଟ୍ ସଂଖ୍ୟା ୩୬ ଛୁଇଁଲାଣି। ଏପରି ସ୍ଥିତିରେ ସରକାର ଯାଜପୁରରେ…

କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି,ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ

Posted by - September 5, 2023 0
କଣ୍ଟାବାଞ୍ଜି ବ୍ୟୁରୋ 🙁 ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି। ଜିଲ୍ଲା ସଙ୍ଘର୍ଷ ସମିତିର…

ଓଡିଶାରେ ଅନଲକ୍ 2.0,ଦଶଟି ଜିଲ୍ଲାରେ ଶନିବାର ରବିବାର ସଟଡାଉନ

Posted by - June 30, 2020 6,770
ଆଜି ରାତି ଅନଲକ-୧ ଅବଧି ଶେଷ ହେବା ପୂର୍ବରୁ ଜୁଲାଇରେ କରୋନା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି…

ଭୋଗରାଇ ପୋଲିସ ଦ୍ୱାରା ଚୋରା ପଥର ଗାଡି ଓ ବାଲି ଗାଡି ଜବତ

Posted by - November 15, 2021 0
ଭୋଗ ରାଇ:(ପ୍ରଭାକର ମଲ୍ଲିକ)ଭୋଗରାଇ ପୋଲିସ ଦ୍ୱାରା ୮ ଚୋରା ପଥର ଗାଡି ସହ ଗୋଟିଏ ବାଲି ବୋଝେଇ ଡ଼ମ୍ଫର ଅଟକ।ଆଜି ସକାଳୁ ସକାଳୁ ଜଳେଶ୍ୱର ଚନ୍ଦନେଶ୍ୱର ୫୭…

ଘଣ୍ଟ ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - March 22, 2020 3
ଭୁବନେଶ୍ୱର: କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଅଭିବାଦନ ଜଣାଇଲା ପୂରା ଦେଶ । ଘଣ୍ଟ-ଘଣ୍ଟି, ତାଳି ଓ ଥାଳି ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ…