Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

କାଳିଆ ପାଇଁ କାମ କରୁଛୁ

47201 6,261

ପୁରୀକୁ ବିଜୁଳି ସଂଯୋଗ ଲାଗି ପଶ୍ଚିମବଙ୍ଗରୁ ଆସିଥିବା କୁଶଳୀ ଶ୍ରମିକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି। ଦିନ ରାତି ଏକ କରିଦେଇଛନ୍ତି। ସେମାନଙ୍କୁ ପଚାରିଲେ କହୁଛନ୍ତି ଆମେ କାଳିଆ ଲାଗି କାମ କରୁଛୁ। ଶ୍ରୀକ୍ଷେତ୍ରକୁ ବିଦ୍ୟୁତ୍‌ ସଂଯୋଗ ହେବ। ଅନ୍ଧାରରେ ରହୁଥିବା ବଡ଼ଦାଣ୍ଡ ପୁଣିଥରେ ଆଲୋକିତ ହେବ। ଜନଗହଳି ଲାଗି ରହିଛି। ତେଣୁ କାମ କରିବାକୁ ଆମେ କୁଣ୍ଠ‌ାବୋଧ କରୁନୁ। କାଳିଆ ନାଁ ଧରି ଆଗକୁ ବଢ଼ି ଚାଲିଛୁ। ଓପିଟିସିଏଲ୍‌ ପକ୍ଷରୁ ମଧ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଶ୍ରମିକଙ୍କ ଲାଗି ସେମାନଙ୍କ ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ଦିଆଯାଉଛି।

ପୁରୀକୁ ଆଲୋକିତ କରିବା ଲାଗି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ପ୍ରାୟ ୫ହଜାର କୁଶଳୀ ଶ୍ରମିକ ଲାଗି ପଡ଼ିଛନ୍ତି। ଚନ୍ଦକା-ନିମାପଡ଼ା-ପୁରୀ ଲାଇନ୍‌ରେ ଟାୱାର ମରାମତି ଲାଗି ଆନ୍ଧ୍ର ଓ ପଶ୍ଚିମବଙ୍ଗର ଶ୍ରମିକମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଓପିଟିସିଏଲ୍‌ର ମାନବ ସମ୍ବଳ ନିର୍ଦେଶକ ରାଜେନ୍ଦ୍ର ସେନାପତିଙ୍କ କହିବାନୁଯାୟୀ ସାଉଥ୍‌କୋ, ୱେଷ୍ଟକୋ ସମେତ ସେସୁର ଲୋକକୁ ଡେପୁଟେସନରେ ଅଣାଯାଇଛି। ଫେଡ୍‌କୋର ୪୫୦, ପିଜିସିଏଲ୍‌ରୁ ୧୬୦ ଲୋକ ରହିଛନ୍ତି। ଆନ୍ଧ୍ରରୁ ୨୨୦୦ ଓ ପଶ୍ଚିମବଙ୍ଗରୁ ୪୦୦ ଲୋକ ଆସିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ସେମାନଙ୍କ କୁଶଳୀ ଶ୍ରମିକଙ୍କ ସମେତ ଡିଜି ସେଟ୍‌ ପଠାଇଛନ୍ତି। ଓଡ଼ିଶାର ୧୨ଜଣ କଣ୍ଟ୍ରାକ୍ଟରଙ୍କ ଅଧୀନରେ ୫୦୦ ଲୋକ ଏବେ କାମରେ ଲାଗିଛନ୍ତି।

Related Post

ବିନା ଫିଟନେଶରେ ଚାଲୁଥିବା ଗାଡ଼ି ଉପରେ କାର୍ଯ୍ୟ।ନୁଷ୍ଠାନ କେବେ ?

Posted by - September 16, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରରେ ବହୁତ ଯାନବାହନ ଚଳାଚଳ କରୁଛି, ତନ୍ମଧ୍ୟରୁ ସ୍କୁଲବସ, ପିଡିଏସ ଚାଲାଣ ହେଉଥିବା ଟ୍ରକ, ବହୁତ ମାଲବୁହା ତଥା ଅନ୍ୟ ଗାଡ଼ି…

ବିରଜାକ୍ଷେତ୍ର ରୁ ଶ୍ରୀକ୍ଷେତ୍ର କୁ ମୋ ବସ ସେବା ସଂଯୋଗ କରିବାକୁ ଦାବି କଲେ ବରିଷ୍ଠ ନାଗରିକ ସଂଘ

Posted by - December 6, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିରଜାକ୍ଷେତ୍ର ରୁ ଶ୍ରୀକ୍ଷେତ୍ର କୁ ମୋ ବସ ସେବା ସଂଯୋଗ କରିବାକୁ ଦାବି କଲେ ବରିଷ୍ଠ ନାଗରିକ ସଂଘ ।  ଯାଜପୁର…

କେନ୍ଦ୍ରସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ କର୍ମଶାଳା

Posted by - December 23, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କେନ୍ଦ୍ରସରକାର ଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ କର୍ମଶାଳା…

କଂଗ୍ରେସ ର ବନ୍ଦ ଡ଼ାକରା କୁ ହାଇକୋର୍ଟଙ୍କ ବାରଣ

Posted by - November 12, 2021 0
ଭୁବନେଶ୍ବର/କଟକ/ କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ଯରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମମିତା ହତ୍ୟାକାଣ୍ଡ ମାମଲାରେ ଆସନ୍ତା କାଲି କଂଗ୍ରେସ ଦଳ ପକ୍ଷରୁ ବନ୍ଦ ଆହ୍ଵାନ କୁ ମାନ୍ୟବର ହାଇକୋର୍ଟ…

ରୋଗୀଙ୍କ ଅବସ୍ଥା ଶୋଚନୀୟ,3 ମାସ ହେଲା ଡାକ୍ତର ନାହିଁ

Posted by - August 4, 2021 0
ହରଭଙ୍ଗା (ଚିତ୍ତରଂଜନସିଂ )ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଏକ ବିକାଶର ବିରଳ ଚିତ୍ର!ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ସବୁବେଳେ ପଛରେ!ଯାହାକି କହିବାକୁ ଗଲେ ସାରା ରାଜ୍ୟରେ ଓଡିଶା,…

There are 6,261 comments

  1. I just couldn’t leave your web site prior to suggesting that I really enjoyed the standard info an individual supply to your guests? Is going to be again continuously in order to inspect new posts

  2. Thank you, I have recently been searching for information approximately this topic for a while and yours is the best I have found out so far. However, what about the conclusion? Are you sure about the source?