ମିଶନଶକ୍ତି ମାଧ୍ୟମରେ ଗ୍ରାମାଞ୍ଚଳ ରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାପାଇଁ ୩୮ ଜଣ ମହିଳାଙ୍କୁ ତାଲିମ୍ ପ୍ରଦାନ

328 0

ବୌଦ୍ଧ:( 10-11-2021.ମିଶନ ଶକ୍ତି ବୌଦ୍ଧ ମାଧ୍ୟମ ରେ 38 ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା ଙ୍କୁ ଚୟନ କରା ଯାଇ, ବିଜନେସ କରେଶପଣ୍ଡେନ୍ସ ଏଜେଣ୍ଟ ଭାବେ କାମ କରିବା ପାଇଁ ଏହି ମହିଳା ମାନଙ୍କୁ ଏକ ଦିବସିୟ ପ୍ରଶିକ୍ଷଣ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବୌଦ୍ଧ ର ସଭା ଗୃହ ରେ ଆୟୋଜନ କରାଯାଇଛି. ପ୍ରଶିକ୍ଷଣ ପରେ ଏହି ମହିଳା ମାନେ ଗ୍ରାମାଞ୍ଚଳ ରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବେ

ଏହି ପ୍ରଶିକ୍ଷଣ ଶିବିର ରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅଶ୍ୱିନୀ ମେହେର ଅଧ୍ୟକ୍ଷତା କରିଥିଲେ. LDM ଶ୍ରୀ ରବୀନ୍ଦ୍ର ସେଠି, ଡିପିଏମ ଶ୍ରୀ ଫ୍ରାନସିସ ବାର୍ଲା, ଡିପିସି ଶ୍ରୀ ଦେବଦତ୍ତ ମିଶ୍ର ଓ ମିଶନ ଶକ୍ତି ର ବ୍ଲକ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ. ICICI ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ରୁ ଶ୍ରୀ ପ୍ରିୟରଞ୍ଜନ ସ୍ୱାଇଁ ଓ ସୀତାଂଶୁ ସ୍ୱାଇଁ ପ୍ରଶିକ୍ଷଣ ଦେଇଥିଲେ.

Related Post

ଯାଜପୁର :ପୋଲିସ ଜୁଲମ ପ୍ରତିବାଦରେ ଥାନା ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ଧାରଣା

Posted by - December 4, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସମ୍ମୁଖରେ ଆଜି ଏହି ଧାରଣା ଦିଆଯାଇଛି । ପୋଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ବେଳେ ନିରିହ ଜନତାଙ୍କୁ…

ପାଲା ମାଧ୍ୟମରେ ଆଇନ୍‌ ସଚେତନତା କାର୍ଯ୍ୟକ୍ରମ

Posted by - September 18, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ସରସରା ଗ୍ରାମ ପଂଚାୟତ ଠାରେ ପାଲା ନାଟକ ମାଧ୍ୟମରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ…

“ଓଡ଼ିଶା ଡ୍ରାଇଭର ମହାସଂଘ “ର ବୌଠକ

Posted by - September 29, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରବୁଡ଼l ଗୁପ୍ତେଶ୍ୱର ବାବାଙ୍କ ପ୍ରାଙ୍ଗଣ ଠାରେ ଓଡିଶା ଡ୍ରାଇଭର ମହାସଂଘ ବୌଦ୍ଧ ଜିଲ୍ଲା ର ତିଲେଶ୍ୱର…

ବାବଲପୁରରେ ୩୬ତମ ବର୍ଷରେ ପଦାର୍ପଣ କଲା ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା

Posted by - October 27, 2020 0
ଯାଜପୁର:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦୀପୁର ପଞ୍ଚାୟତସ୍ଥିତ ବାବଲପୁରସ୍ଥ ସାର୍ବଜନୀନ ଶାରଦୀୟ ଦୂର୍ଗାପୂଜା ୩୬ତମ ବର୍ଷରେ ପଦାର୍ପଣ କରିଛି।କୋଭିଡ ନିୟମାନୁଯାୟୀ ସାଧାରଣରେ ସାମାଜିକ ଦୂରତା ରକ୍ଷା…

ଲାୟନ୍ସ ଡ଼ିଜି ଏବଂ ଭିଡ଼ିଜିଙ୍କ ଟିଟିଲାଗଡ ଗସ୍ତ,ଲାୟନ୍ସ ଡେନରେ ବୈଠକ ଅନୁଷ୍ଠିତ

Posted by - August 17, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଲାୟନ୍ସ ଡେନକୁ ଶନିବାର ସନ୍ଧ୍ୟାରେ ଲାୟନ୍ସ ୩୨୨ସି୨ର ଡିଷ୍ଟ୍ରୀକ୍ଟ ଗଭର୍ଣ୍ଣର ଶ୍ରୀ ୱାଇପୀଗୋୟଲ ଓ ଭାଇସ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ୱାନ ଶ୍ରୀ ପ୍ରବୀଣ…