ଶୁକ୍ରବାର ସଂଧ୍ୟା ୫.୩୦ରେ ସ୍ଥଳଭାଗ ଛୁଇଁବ ”ଫୋନି”

983 0

ଭୁବନେଶ୍ବର : ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଶୁକ୍ରବାର ସଂଧ୍ୟା ୫.୩୦ରେ ସ୍ଥଳଭାଗ ଛୁଇଁବା ପରେ ଏହାର ଗତିପଥ କୁ ନେଇ ପୂର୍ବାନୁମାନ ସ୍ଫଷ୍ଟ ହୋଇଛି। ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଶୁକ୍ରବାର ସଂଧ୍ୟା ୫.୩୦ରେ ସ୍ଥଳଭାଗ ଛୁଇଁବା ପରେ ଏହାର ଗତିପଥ କୁ ନେଇ ପୂର୍ବାନୁମାନ ସ୍ଫଷ୍ଟ ହୋଇଛି। ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପୁରୀରେ ସ୍ଥଳଭାଗ ଛୁଇଁବା ପରେ ଫନି ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ଦେଇ ଆଗକୁ ମୁହାଁଇବ। ଏହା ଫଳରେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୭୦ରୁ କିମିରୁ ଅଧିକ ବେଗରେ ପବନ ବହିବ। ବାତ୍ୟା ସମୟରେ ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୨୦୦ କିମି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ପୁରୀରେ ସ୍ଥଳଭାଗ ଛୁଇଁବା ପରେ ଫନି ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ଦେଇ ଆଗକୁ ମୁହାଁଇବ। ଏହା ଫଳରେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୭୦ରୁ କିମିରୁ ଅଧିକ ବେଗରେ ପବନ ବହିବ। ବାତ୍ୟା ସମୟରେ ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୨୦୦ କିମି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।ଏହାପରେ ବାତ୍ୟା ଯାଜପୁର ଜିଲ୍ଲା ଦେଇ ଗତି କରି ଭଦ୍ରକ ଦିଗକୁ ବଢ଼ିବ। ଫଳରେ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତିର ସମ୍ଭାବନା ରହିବ। ଫନିର ଗତି ଫଶ୍ଚିମବଙ୍ଗକୁ ହୋଇଥିବାରୁ ଏହା ଭଦ୍ରକରୁ ବାଲେଶ୍ବର ଯିବ। ସୂଚନା ଅନୁସାରେ ବାତ୍ୟା ବାଲେଶ୍ବର  ଦେଇ ଫଶ୍ଚିମବଙ୍ଗକୁ ଗତି କରିବ। ମାତ୍ର ଫଶ୍ଚିମବଙ୍ଗ ଯିବା ବେଳକୁ ଏହାର ଶକ୍ତି ଦୁର୍ବଳ ହୋଇଯାଇଥିବ।

Related Post

ବାପା ମା କୁ ହରାଇ ଅସହାୟ ଦୁଇ ଭଉଣୀ ଶାନ୍ତି ଓ ଭାରତୀ

Posted by - July 2, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉଲୁଦନ ଗ୍ରାମର କୃଷ୍ଣ ନାୟକ ନିଜ ସ୍ତ୍ରୀ ଏବଂ ଦୁଇ ଝିଅକୁ ନେଇ…

ମହାମହିମ ରାଜ୍ୟପାଳକଂ ଆଦିଭୂମି ବଣ୍ଡା ଭୂମି ସୀତାକୁଣ୍ଡ ତୀର୍ଥ ସ୍ଥଳୀ ଗ୍ରସ୍ତ

Posted by - March 23, 2022 0
ମାଲକାନଗିରି:କୁଡୁମୁଲୁଗୁମ୍ମା/ଖଇରପୁଟ ,ରାଷ୍ଟ୍ରୀୟ କବି ସଂଗମ, ନୂଆଦିଲ୍ଲୀ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଶାଖା (ଓଡିଶା)ପକ୍ଷରୁ ଆୟୋଜିତ ରାମ ବନଗମନ ଆଧ୍ୟାତ୍ମିକ ଯାତ୍ରା ପରିପ୍ରେକ୍ଷୀରେ ଆଦିବାସୀ ଆଦିଭୂମି ମାଲକାନଗିରି ମାଟି…

ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ପ୍ରତି ପୋଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ

Posted by - April 10, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ତରଭା ବ୍ଲକ ସାମ୍ବାଦିକ ସଙ୍ଘ…

ହାତରେ ଠେଙ୍ଗା ଧରି ରାତିରେ ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ,ସାବାଡ କଲେ ଆଇନ ଉଲଙ୍ଘନକାରୀଙ୍କୁ

Posted by - March 24, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁରରେ ଲକ ଡାଉନକୁ ଜୋରଦାର କରିବା ପାଇଁ ରାତିରେ ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ । ହାତରେ ଠେଙ୍ଗା ଧରି ଆଇନ ଉଲଙ୍ଘନକାରୀଙ୍କୁ…

Leave a comment

Your email address will not be published.