ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ଓଡିଶା ଉଠାଜଳ ସେଚନ ନିଗମ ର 49 ତମ ପ୍ରତିଷ୍ଠା ଦିବସ ନବରଙ୍ଗପୁର ଉଠାଜଳ ସେଚନ ଖଣ୍ଡ ରେ ପାଳିତ ହେଇଥିଲା! କୋଭିଡ ମହାମାରୀ କୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଫିସ କର୍ମଚାରୀ ଙ୍କ ମଧ୍ୟ୍ୟରେ ପାଳନ କରାଯାଇ ଥିଲା !
ଏହି କାର୍ଯ୍ୟକ୍ରମ ରେ Executive Engineer ଦିଲ୍ଲୀପ କୁମାର ଦାସ, ନିର୍ବାହୀ ଯନ୍ତ୍ରୀ ଉତ୍କଳ ସାମଲ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ଦାଶ, ଜେଇ ହାରା ବିଭୁତି ମିଶ୍ର ସମେତ ଅଫିସ ଷ୍ଟାପ ଉପସ୍ଥିତ ରହିଥିଲେ ! ଆସନ୍ତା ବର୍ଷ କୋଭିଡ ମହାମାରୀ ନଥିଲେ ସୁନ୍ଦର ଭାବେ ପାଳନ କରାଯିବ ବୋଲି ଜଣାଇଛନ୍ତି !