ପ୍ରଗଳପୁର ଗ୍ରାମରେ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ

550 0

ବୌଦ୍ଧ :(ଚିତ୍ତରଂଜନସିଂ)ରିଖ ମଙ୍ଗଳ ବାର ଦୀନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମପଂଚାୟତ ରେ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଯୁବ ସ୍ବେଛାସେବୀ ମନୋଜ ଭୋକ୍ତା ଙ୍କ ନେତୃତ୍ୱ ରେ ପ୍ରଗଳ ପୁର ଗ୍ରାମର ବୁଦ୍ଧଦେବ ୟୁଥ କ୍ଳବ ଗ୍ରାମରେ ଥିବା ନଳକୂପ ଗ୍ରାମର ରାସ୍ତା ବୁଲି ପ୍ରାୟ 20ରୁ 25କିଲୋ. ପ୍ଲାଷ୍ଟିକ ସଂଗ୍ରହ କରିଥିଲେ!

ଏହି କାର୍ଯ୍ୟକ୍ରମ ରେ ରାମଗଡ ସରପଞ୍ଚ ଶ୍ରୀଯୁକ୍ତ ନରେଶ କୁମାର ସେଠି ପ୍ଲାଷ୍ଟିକ ବର୍ଜନୀୟ କରିବା ଦ୍ୱାରା ଜନଜୀବନ,କଣ ଉପକୃତ ହୁଏ ଏହି ବିଷୟରେ ବୁଝାଇଥିଲେ!ବୁଦ୍ଧ ଦେବ କ୍ଳବ ର ସଭାପତି ଅଲେଖ ମହାକୁଡ଼, ସମ୍ପାଦକ ବିମଳ ପ୍ରଧାନ ଓ ସଭ୍ୟ ସ୍ୱାଧୀନ, ବାବୁ, ତରଣୀ, ନିର୍ମଳ, ପ୍ରିତମ, ସମୁଦ୍ର, ଆକାଶ, ତପନ, ଏକି କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ!ଆସନ୍ତା କାଲି ଏହିକାର୍ଯ୍ୟକ୍ରମରେ ଗ୍ରାମର ପୁରୁଷ, ମହିଳା ବହୁ ସଂଖ୍ୟରେ ଯୋଗ ଦେବେ ବୋଲି ଯୁବ ସ୍ବେଛାସେବୀ ମନୋଜ ଭୋକ୍ତା ସୂଚନା ଦେଇଛନ୍ତି!

Related Post

ଦୋକନ ଭିତରକୁ ପସିଲା ଟ୍ରକ, ୩ ଆହତ

Posted by - September 7, 2021 0
ବୌଦ୍ଧ୬/୯(ଚିତ ରଂଜନ ସିଂ) ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ଲୁଣିବାହାଲ ଠାରେ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା ଟ୍ରକ । ଫଳରେ…

ଟାଟା କମ୍ପାନୀର ମନମୁଖି କାମ, ଟ୍ରାନସଫରମର ପୋଡି ପାଞ୍ଚ ଦିନ ହେଲା ଅନ୍ଧାରରେ ଲୋକେ

Posted by - September 11, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ବିରନରସିଂହପୁର ଗ୍ରାମପଞ୍ଚାୟତ ବିରାମଚନ୍ଦ୍ରପୁର ଗ୍ରାମ ବାଘସାହିର  ଟ୍ରାସଫରମର ପୋଡି ! ଆଜକୁ ପାଞ୍ଚ ଦିନ ହେଲା ଗ୍ରାମ ବାସି ଅନ୍ଧାରରେ…

ସୁବର୍ନ ପୁର: ମହଙ୍ଗା ପଡ଼ିଲା ବସ୍‌ ଭିତରେ ପାକିସ୍ତାନ ଜିନ୍ଦାବାଦ ନାରା,ନିରଧୂମ ଛେଚିଲେ ଲୋକ

Posted by - March 1, 2019 164
ପୁଲ୍‌ୱାମା ହମ୍‌ଲା ପରଠୁ ସାରା ଭାରତରେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧର ନିଆଁ ଜଳୁଛି। ଏଭଳି ସ୍ଥିତିରେ ଏକ ଯାତ୍ରୀବାହୀ ବସ୍‌ରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ୍‌ ସହ ଯାତ୍ରୀଙ୍କୁ…

ଅସ୍ଥାୟୀ ଭାବେ ମାଛ ମାର୍କେଟ କୁ ସ୍ଥାନାନ୍ତର କଲେ ବରୀ ପ୍ରଶାସନ

Posted by - April 14, 2020 539
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)କରୋନା ଭୁତାଣୁ ର ଭୟ ଥବାରୁ ବରୀ ପ୍ରଶାସନ ପକ୍ଷରୁ ବରୀ ବଜାର ଉପରେ ହେଉଥିବା ମାଛ ମାର୍କେଟ କୁ ଅସ୍ଥାୟୀ ଭବେ କୃପାସିନ୍ଧୁ…

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକ ଶତ ବର୍ଷ ପୂର୍ତ୍ତି ଉତ୍ସବ,ବର୍ଷ ବ୍ୟାପୀ ପାଳନ ପାଇଁ କମିଟି ଗଠିତ

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକ ଶତ ବର୍ଷ ପୂର୍ତ୍ତି ହୋଇଯାଇଛି । କୁଚିଣ୍ଡା ଉପଖଣ୍ଡ ଓ ରେଙ୍ଗାଲି ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ଏହା…