ଗାନ୍ଧୀ ଜୟନ୍ତୀ ଅବସରରେ ସାମୁହିକ ସଫେଇ କାର୍ଯ୍ୟକ୍ରମ

599 0

ହରଭଙ୍ଗା:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଫିସ ପରିସରରେ ଆଜି ଅଜାଡିକି ଅମୃତ ମହୋତ୍ସବ ଉପଲକ୍ଷେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଉକ୍ତ କାର୍ଯ୍ୟକ୍ରମ ରେ ହରଭଙ୍ଗା BDO ସୁବାସ ଯାନୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ!ସାମ୍ନାନୀୟ ଅତିଥି ଭାବେ ବ୍ଲକ ର ସହକାରୀ ଯନ୍ତ୍ରୀ ଅର୍ଜୁନ ଗଡ଼ନାୟକ, ଏବଂ ବ୍ଲକ ର ଆକାଉଣ୍ଟ ର ଦଖିଲ ବେହେରା, ଯୋଗଦେଇଥିଲେ!

ଉକ୍ତ କାର୍ଯ୍ୟକ୍ରମ କୁ ବ୍ଲକ ସଂଯୋଜକ ବାସୁଦେବ ପୁସେଠ୍ ଅଧକ୍ଷ୍ୟତା କରିଥିଲେ!ବ୍ଲକ ପରିସର ସଫେଇ ସହିତ ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ର ସରପଞ୍ଚ ଶ୍ରୀ ନରେଶ କୁମାର ସେଠି ଓ କୁସଙ୍ଗ ପଂଚାୟତ ର ସରପଞ୍ଚ ପୁଷ୍ପାଞ୍ଜଳି ଦେହୁରୀଙ୍କ ଙ୍କ ଅଧକ୍ଷତରେ ନିଜ ନିଜ ପଂଚାୟତ ରେ ମହିଳା ସ୍ୱୟଂ ସହାୟତା ଗୋଷ୍ଠୀ ଦ୍ୱାରା ସାମୁହିକ ସଫେଇ କାର୍ଯ୍ୟକ୍ରମ ହୋଇଥିଲା!

Related Post

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

Posted by - February 12, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ରାଜ୍ୟରେ କୃଷିଓକୃଷକଙ୍କୁ ଶସକ୍ତ କରିବାପାଇଁ ରାଜ୍ୟସରକାର ପ୍ରତି ଜିଲ୍ଲା ରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ କରିବା ଉପରେ ପଦକ୍ଷେପ ନେଇଛନ୍ତି।…

ଯାଜପୁର ଏସ.ପି. ଆଜି ବୁଝାଇଲେ, କାଲି ଠୁ ଅଯଥା ରେ ଘରୁ ବାହାରିଲେ ଆଉ ନିସ୍ତାର ନାହିଁ

Posted by - March 23, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା ହେବା ପରେ ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଯାଜପୁର ଏସ ପି…

ମରୁଡି ଘୋଷଣା ଦାବିନେଇ ତହସିଲ ଅଫିସ ଘେରିଲେ ଭାରତୀୟ କିଷାନ ସଂଘ

Posted by - August 29, 2021 0
ବୌଦ୍ଧ୨୮/୮(ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁ ସଂପୂର୍ଣ ମରୁଡି ଘୋଷଣା ଦାବି ନେଇ ଗତକାଲି ଭାରତୀୟ କିଷାନ ସଂଘ ପକ୍ଷରୁ ହରଭଙ୍ଗା ତହସିଲ…

ବୌଦ୍ଧ ଜିଲ୍ଲାରେ ୧୭୧ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ

Posted by - September 15, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ରୋକିବା ଉଦ୍ଦେଶ୍ୟରେ ଆକସନେଟ୍/ୟୁନିସେଫ ଦ୍ବାରା ପରିଚାଳିତ ବାଲ୍ୟବିବାହ ନିଷେଧ ଓ କିଶୋର ବାଳକ/ବାଳିକା ସଶକ୍ତିକରଣ…