ବେଆଇନ ବନ୍ଧୁକ ତିଆରି ଆଡ୍ଡା ରେ ଚଢାଉ ୨ ଗିରଫ

460 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜୁଯୋମୁରା ପୋଲିସ କୁ ମିଲିଛି ବଡ ସଫଳତା । ଜୁଯୋମୁରା ପୋଲିସ ବାସୁପାଲି ଗ୍ରାମରେ ଚାଳିଥିବା ବେଆଇନ ଦେଶୀ ବନ୍ଧୁକ ତିଆରି ଆଡ୍ଡା ଉପରେ ଚଢାଉ କରି ଏହାର ପଦ୍ଧାଫାସ କରିବା ସହ ଦୁଇଜଣ କୁ ଗିରଫ କରିଥିବା ସମ୍ବଲପୁର ଏସପି ସୁଚନା ଦେଇଛନ୍ତି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ବାସୁପାଲି ଗ୍ରାମରେ ବେଆଇନ ଭାବରେ ଏକ ଘରେ ଦେଶୀ ବନ୍ଧୁକ ତିଆରି ହେଉଥିବା ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ପୋଲିସ ଅତର୍କିତ ଭାବରେ ଚଢାଉ କରି ବହୁଲ ମାତ୍ରାରେ ଦେଶୀ ବନ୍ଧୁକ ତିଆରି ରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ ବାସୁପାଲି ଗ୍ରାମର ତରଣୀ ପଧାନ ଓ ତାକୁ ସହଯୋଗ କରୁଥିବା ତରଣୀ ପଧାନ ର ସ୍ତ୍ରୀ । ଏହାସହ ଗିରଫ ହୋଇଥିବା ଦୁଇଜଣଙ୍କ ଠାରୁ ଏହି ବେଆଇନ ବନ୍ଧୁକ କାରବାର ରେ ଆଉ କାହାର ସଂପୄକ୍ତି ରହିଛି ସେନେଇ ଅଧିକ ପଚରା ଉଚରା କରିବା ସହ ଅଧିକ ତଦନ୍ତ ପୋଲିସ ଯାରି ରଖିଛ ବୋଳ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ତେବେ ଏହି ବେଆଇନ ଦେଶୀ ବନ୍ଧୁକ ତିଆରି କାରବାର ର ଚେର ଆଉ କେତେ ଦୁର ଲମ୍ବିଛି ସେନେଇ ମଧ୍ୟ ପୋଲିସ ତାର ତଦନ୍ତ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Related Post

ମୁନିଗୁଡା ପୋଲିସ ଦ୍ୱାରା ୬୬ କିଲୋ ଗଞ୍ଜେଇ ସହ କାର ଯବତ,୩ ଗିରଫ

Posted by - March 30, 2022 0
ମୁନିଗୁଡା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ସଫଳତା ୬୬ କିଲୋ ଗଞ୍ଜେଇ ସହ କାର ଯବତ କରି ୩ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି…

ନାବାଳିକା କୁ ଦୁଷ୍କର୍ମ ଘଟଣା,ଅଭିଯୁକ୍ତ କୁ ୧୦ ବର୍ଷ ଜେଲ ସହିତ ୧ ଲକ୍ଷ ଜରିମାନା

Posted by - December 5, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ନାବାଳିକା କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ସହିତ 1 ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ…

ସୁନା ଦୋକାନ ଲୁଟ୍ ଘଟଣା ର ପର୍ଦ୍ଦାଫାଶ ୪ ଲୁଟେରା ଗିରଫ ୪୫ ହଜାର ଟଙ୍କା ଓ ବନ୍ଧୁକ ସହ ୨ ଗୁଳି ଜବତ

Posted by - August 17, 2022 0
ପାଟଣାଗଡ: ୧୬/୦୮ (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରର ବହୁ ଚର୍ଚ୍ଚିତ ଲୁଟ୍ ଘଟଣା ର ପର୍ଦ୍ଦାଫାଶ କଲା ପୋଲିସ। ସୂଚନାଯୋଗ୍ୟ ଯେ ପାଟଣାଗଡ଼…

ଖପ୍ରାଖୋଲ ପୋଲିସ ର ଚଢାଉ,ବାହାର ରାଜ୍ୟ କୁ ଚାଲାଣ ବେଳେ ପାଞ୍ଚ ଦାଦନ ଶ୍ରମିକ ଉଦ୍ଧାର,ଦଲାଲ ଗିରଫ

Posted by - November 1, 2022 0
ଖପ୍ରାଖୋଲ ୧/୧୧(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ପୋଲିସ ଚଢ଼ାଉ କରି ବାଞ୍ଜିପାଳି ଛକ ନିକଟରେ ହାଇଦ୍ରାବାଦ କୁ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକ…

ସିରୋଲ ଗ୍ରାମର ଯମୁନା ଭରାସାଗରଙ୍କ ଘରୁ ଦିନ ବେଳା ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

Posted by - August 22, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିରୋଲ ଗ୍ରାମର ଯମୁନା ଭରାସାଗର , ସ୍ବାମୀ – ଅଲେଖ ଭରା ସାଗରଙ୍କ ଘରୁ 19 ତାରିଖ ଦିନ ଦ୍ୱିପ୍ରହର…