ମିଳିଲା ସ୍ୱିଗି ବୟର ସନ୍ଧାନ । ପ୍ରେମ ପାଇଁ ରଚିଥିବାର ଅପହରଣ ନାଟକ ବୋଲି ଜଣା ପଡିଛି । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା । ରାଜ୍ୟ ବାହାରେ ଅଟକ ରଖିଛି ପୋଲିସ । ଖୁବଶୀଘ୍ର ସ୍ୱିଗି ବୟକୁ ଓଡିଶା ଅଣାଯିବ

160 0

Related Post