Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ପଞ୍ଚାୟତରାଜ ନିର୍ବାଚନ ପାଇଁ ବିଗୁଲ ବଜାଇଲେ ପ୍ରଣବ ପ୍ରକାଶ ଦାସ

491 0

ପାଟଣା :ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରିୟ ବିଜୁ ଜନତା ଦଳ କର୍ମକର୍ତ୍ତାଙ୍କ ବୈଠକ ସାହାରପଡା ବ୍ଲକ ଉଦୟପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଦଳିୟ କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେବା ସହ ନିର୍ବାଚନ ମଣ୍ଡଳୀର ସମୁଦାୟ ସାତଟି ଜିଲ୍ଲା ପରିଷଦ ଆସନରେ ଯେମିତି ବିଜୁ ଜନତା ଦଳ ନିଶ୍ଚିତ ବିଜୟ ହାସଲ କରିବ ସେ ନେଇ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ।

ପାଟଣା ନିର୍ବାଚନ ମଣ୍ଡଳୀର ବିକାଶକୁ ଆହୁରି ତୀବ୍ର କରିବାକୁ ସେ ନିଜେ ଧ୍ୟାନ ଦେଉଥିବା ଶ୍ରୀ ଦାସ ମତ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରଚଳିତ ନୂଆ ସ୍ମାର୍ଟକାର୍ଡ ସମ୍ପର୍କରେ ସୂଚନା ଦେଇଥିଲେ । ସେ ଦଳକୁ ସଫଳତା ଆଣିଦେବା ପାଇଁ ମଣ୍ଡଳୀସ୍ତରରେ କର୍ମକର୍ତ୍ତାଙ୍କୁ ପୃଥକ ଭେଟିବେ ବୋଲି ମଧ୍ୟ ସୂଚନା ଦେଇଥିଲେ।

Related Post

ନନ୍ଦନକାନନ,ଚୁଡାଙ୍ଗଗଡ଼, ଓ ଚନ୍ଦକା ଅଭୟାରଣ୍ୟର ବିକାଶ ପାଇଁ ଦାବି

Posted by - June 27, 2021 0
ଵାରଙ୍ଗ:(ସନ୍ତୋଷ ରାଉତ)ନନ୍ଦନକାନନ, ଚୁଡଙ୍ଗଗଡ଼ ଓ ଚନ୍ଦକା ଅଭୟାରଣ୍ୟର ବିକାଶ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ତଥା ଆଞ୍ଚଳିକ ବିକାଶ କମିଟିର ମୁଖ୍ୟ ଉପଦେଷ୍ଟା…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ

Posted by - December 12, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆଜି ବିଳାସପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଦରପଡା ର କଲ୍ୟାଣ ବେହେରା, ଖଟଖଟିଆ ଗ୍ରାମ ପଂଚାୟତ ଶଙ୍କରପୁର ଗ୍ରାମ ର ଗୌର ଖେତୀ ଏବଂ ଖୁଣ୍ଟିଗୁରା…

ଚିତାଳୋରେ ରାଜନୈତିକ ହିଂସା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ

Posted by - April 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପଞ୍ଚାୟତ ନିର୍ବାଚନ ବିବାଦକୁ କେନ୍ଦ୍ରକରି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଯାଜପୁର ଥାନାରେ ଏ ନେଇ ଲିଖୁତ…

କଣ୍ଟାମାଳ:ଗୋଷ୍ଠୀ ଶୌଚାଳୟ ସାଜିଛି ଭୂତ କୋଠି, କେବେ ହେବ କାର୍ଯ୍ୟକ୍ଷମ ?

Posted by - May 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଗୋଷ୍ଠୀ ଶୌଚାଳୟ ଟି କାର୍ଯ୍ୟକ୍ଷମ ନ ହୋଇ ଭୂତ…

ରାସ୍ତା ନିର୍ମାଣ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ କଲେ ଗ୍ରାମବାସୀ

Posted by - February 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ପଂଚାୟତ ର ମୁଳାଢ଼ିଅ ମଶାଣି ରାସ୍ତା ନିର୍ମାଣ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ଦଶରଥପୁର ବ୍ଳକ…