କଟିଲା ଭୁବନେଶ୍ବର ଲୋକସଭା ଆସନରୁ ପ୍ରସନ୍ନ ପାଟଶାଣୀଙ୍କ ଟିକେଟ୍ ହବ ଆଇଏଏସ୍-ଆଇପିଏସ୍ ଲଢେଇ

1462 0

ଭୁବନେଶ୍ବର:୨୭/୦୩ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ଅବସରପ୍ରାପ୍ତ ଆଇପିଏସ୍ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସେ ଏଠାରେ ବିଜେପି ପ୍ରାର୍ଥୀ ତଥା ଅବସରପ୍ରାପ୍ତ ଆଇଏଏସ ଅପରାଜିତା ଷଡଙ୍ଗୀଙ୍କ ସହିତ ଲଢ଼ିବେ।କଂଗ୍ରେସ ଏ ପର୍ଯ୍ୟନ୍ତ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦେଇନାହିଁ ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରସନ୍ନ ପାଟଶାଣୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ବେଳେ ହିଁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ନବୀନ ଘୋଷଣା କରିଛନ୍ତି ।୨୦୧୪ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡିରୁ ପ୍ରସନ୍ନ ପାଟ୍ଟଶାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଦଳ ଏଥର ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ସେହିପରି ବିଜେପି ପକ୍ଷରୁ ପୃଥ୍ୱୀରାଜ ହରିଚନ୍ଦନ ୨୦୧୪ରେ ପ୍ରାର୍ଥୀ ହୋଇଥିଲେ

Related Post

There are 1 comments

Leave a comment

Your email address will not be published.