ଭାପୁର ରେ ସାଧୁ ସମ୍ମିଳନୀ ଅନୁଷ୍ଠିତ

224 0

ବୌଦ୍ଧ: ୧୮/୮(ଚିତରଂଜ ନ ସିଂ)  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୁସଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାପୁର ଗ୍ରାମ ନିକଟ ଭାଗବତ୍ ଟୁଙ୍ଗି ଠାରେ ଚକ୍ରଧର ବାବା ଙ୍କ ଅଧ୍ୟକ୍ଷତାରେ ଏକ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଏହି ସମ୍ମିଳନୀରେ ଖଣ୍ଡଗିରି ର୍ ସାଧୁ କୃଷ୍ନ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲାବେଳେ  ଜଗନ୍ନାଥ ଦଳର ମାର୍ଗଦର୍ଶକ ସନ୍ଥ ସେବକ ଭକ୍ତ ପ୍ରଭୁ ଜୀ ଲଲିତ ନାରାୟଣ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ  ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଗତ୍ ର କଲ୍ୟାଣ ହିଁ ହେଉଛି ଧର୍ମ ର ମୁଳ ଉଦ୍ଦେଶ୍ଯ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଏହି ସମ୍ମିଳନୀରେ ବୌଦ୍ଧ ,ଦଶପଲ୍ଲା ,ନୟାଗଡ଼ ଆଠମଲ୍ଲିକ ପ୍ରଭୁତି ଅଞ୍ଚଳର ସାଧୁ ସନ୍ଥ ଯୋଗ ଦେଇଥିଲେ, ପରିଶେଷରେ ଅଭି ବାବା ଧନ୍ୟବାଦ ଅର୍ପଣ କରିଥିଲେ

Related Post

ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ସ୍ଥାନରେ ଶିଶୁ ସୁରକ୍ଷା ରଥକୁ ସ୍ଵାଗତ

Posted by - November 27, 2021 0
ନବରଙ୍ଗପୁର:(ବେଣୁଗୋପାଳ ରାଓ)  ଓଡିଶାରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ରାଜ୍ୟ ବ୍ୟାପି ବ୍ୟାପକ ଜନ ସଚେତନ କରିବା ଉଦେଶ୍ୟରେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ତରଫରୁ…

ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ନିକଟ ଗୋଷ୍ଟି କେନ୍ଦ୍ର ରେ ହେବ ଜେ ଏମ ଏଫ୍ ସି କୋର୍ଟ

Posted by - April 30, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟ ରେ ଥିବା ଜମି ରେ ଜେ ଏମ ଏଫ୍ ସି କୋର୍ଟ ନିର୍ମାଣ ପାଇଁ …

ହରିଶଙ୍କର ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

Posted by - November 15, 2021 0
ଖପ୍ରାଖୋଲ:(ତାପସ ରଂଜନ ବେହେରା) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ହରିଶଙ୍କର ପର୍ୟ୍ଯଟକ ଅବ୍ୟର୍ଥନା କକ୍ଷ ପରିସର ରେ ହରିଶଙ୍କର ଠାରେ କାର୍ତ୍ତିକ ପୂର୍ଣ୍ଣିମା ରେ ହେବା କୁ…

ଭୁବନେଶ୍ୱର ଠାରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ

Posted by - April 17, 2023 0
ବୌଦ୍ଧ:୧୬/୦୪ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ସଭାପତି ସୀତାଂଶୁ ଶେଖର ମହାକୁଡ଼ ଙ୍କ ସଭାପତିତ୍ୱରେ ଏକ ରାଜ୍ୟ…