ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସୁବାସ ଚୌହାନ

1502 0

ଭୁବନେଶ୍ୱର:୨୬/୦୩/୧୯ ବିଜେପି ଛାଡ଼ିଲେ ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ସୁବାସ ଚୌହ୍ୱାନ। ଟିକେଟ୍‌ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ସୁବାସ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଗତ ନିର୍ବାଚନରେ ସୁବାସ ବରଗଡ଼ରୁ ପ୍ରାର୍ଥୀ ହୋଇଥିଲେ।ବରଗଡ଼ରୁ ଜାତୀୟ ଟିକେଟରୁ ବଞ୍ଚିତ ହେବା ପରେ ଅସନ୍ତୁଷ୍ଟ ହୋଇ ପଡ଼ିଥିବା ସୁବାସ ଚନ୍ଦ୍ର ଚୌହ୍ଵାନ ଆଜି ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି।

ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଆଜି ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀ ଚୌହ୍ଵାନ୍‌ ଦଳର ଉପସଭାପତି ସମୀର ମହାନ୍ତିଙ୍କୁ ନିଜର ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି

Related Post

ଖୁଲମ ଖୁଲା ପଦାରେ ବୁଲୁଛନ୍ତି କରୋନା ସନ୍ଦିଗ୍ଧ,କାହାରି ନିଘା ନାହି

Posted by - August 22, 2020 0
ଭୁବନେଶ୍ବର: ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ସ୍ତରରେ ଭାରତର ଅବସ୍ଥା କରୋନା ସଂକ୍ରମିତରେ ଜୁଡୁବୁଡୁ। ସେହିପରି ରାଜ୍ୟରେ କରୋନାର…

ଉତ୍କଳ ମହିଳା ସମିତି ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ମହିଳା କୃଷକ ମାନଙ୍କୁ ନେଇ ପଦଯାତ୍ରା

Posted by - January 18, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ଉତ୍କଳ ମହିଳା ସମିତି ଓଡିଶା , ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ମହିଳା କୃଷକ ମାନେ , କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ୍ ବିପକ୍ଷ…

Leave a comment

Your email address will not be published.