ବିଜେଡିର ୪ ବିଧାୟକଙ୍କ ଟିକେଟ୍‌ କଟିଲା ,ମନ୍ତ୍ରୀ ଥିବା ଲୋକସିଂହାରୁ ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଟିକେଟ ତାଲିକାରୁ ବାଦ୍‌

439 0

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାରେ ୪ ବିଧାୟକଙ୍କ ଟିକେଟ୍‌ କଟିଛି। ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ମାନସ ମାଡ଼କାମୀ, ଓ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ଟିକେଟ୍‌ କଟିଛି।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିମଧ୍ୟରୁ ୪ ବିଧାୟକଙ୍କ ଟିକେଟ କାଟିଛନ୍ତି । ଏପରିକି ମନ୍ତ୍ରୀ ଥିବା ଲୋକସିଂହାରୁ ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଟିକେଟ ତାଲିକାରୁ ବାଦ୍‌ ଦିଆଯାଇଛି।

Related Post

ବଡ଼ଦାଣ୍ଡରେ ଗଡ଼ିବନି ରଥ; ସୁପ୍ରିମକୋର୍ଟ, ସୁପ୍ରିମକୋର୍ଟ ରେ ରିକଲିଙ୍ଗ ହେଇପାରିବ

Posted by - June 18, 2020 0
ଭୁବନେଶ୍ବର :ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।ରଥଯାତ୍ରା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି…

ସାବିତ୍ରୀରେ ସୂର୍ଯ୍ୟଙ୍କୁ ଲାଗିବ ପରାଗ; ପୂଜା ସମୟ ନେଇ ଦ୍ୱନ୍ଦରେ ସାବିତ୍ରୀ

Posted by - June 9, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସଧବା ଓଡି଼ଆଣିଟିଏ ଉତ୍କଣ୍ଠାର ସହିତ ଚାହିଁ ରହିଥାଏ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିକୁ I ଏହି ଦିନ ସେ ତାର ଜନ୍ମଜନ୍ମାନ୍ତରର ସାଥୀ…

ପେଟ୍ରୋଲ ଓ ଡିଜେଲ ଦରଦାମ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Posted by - June 11, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ରାଜ୍ୟ କଂଗ୍ରେସ ଆହ୍ବାନ କ୍ରମେ ପେଟ୍ରୋଲ ଡ଼ିଜେଲ ଦରଦାମ ବୃଦ୍ଧି ନେଇ ଆଜି ବରୀ କଂଗ୍ରେସ ତରଫରୁ ବରୀ ର ଭିଭ୍ନନ୍ ସ୍ଥାନରେ ଥିବା…

ଉତକେଲା ଡ଼ାକ୍ତରାଣୀ ଙ୍କୁ ସୁନା ଲୁଟ ଘଟଣା ରେ ଜଣେ ଗିରଫ,ଲୁଟ ନୁହେଁ ଧର୍ଷଣ ଟାର୍ଗେଟ ଥିଲା

Posted by - March 2, 2021 0
କେସିଙ୍ଗା:(ମହମ୍ମଦ ଆଗାଜାନ)ଜାନ କେସିଙ୍ଗା ଥାନା ଡ଼ାକ୍ତରାଣୀ ଙ୍କ ଠାରୁ ବନ୍ଧୁକ ଦେଖାଇ ସୁନା ଲୁଟ ଘଟଣା ରେ ପୋଲିସ  ଉତକେଲା ର ହଁ ବୈକୁଣ୍ଠ ଦୋରା ଙ୍କୁ…

ଯାଜପୁର ଜିଲା ଗସ୍ତରେ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନୀଲ କୁମାର ସାମଲ

Posted by - September 24, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଆଜି କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନୀଲ କୁମାର ସାମଲ ଯାଜପୁର ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ସମୀକ୍ଷା…

Leave a comment

Your email address will not be published.