ଯାଜପୁର ରେ ନଦିରେ ବୁଡ଼ି ଜଣେ ମୃତ

1892 0

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ)ହୋଲିରେ ଅଘଟଣ । ନଦୀରେ ଗାଧେଇବାବେଳେ ବୁଡ଼ିଗଲେ ୩ ଜଣ ଯୁବକ । ଯାଜପୁର ସଦର ଥାନା ଅନ୍ତର୍ଗତ ଜଗତପୁର ନିକଟସ୍ତ ଖରତ୍ସୋତା ନଦିରେ ଘଟିଛି ଏହି ଅଘଟଣ । ସେମାନଙ୍କ ମଧ୍ୟରୁ ଜଣେ ମୃତ ୨ ଜଣ ଉଦ୍ଧାର । ମୃତ ଯୁବକ ହେଲେ ବେରୁଦା ପଂଚାୟତର ନିରଞନ ପରମାଣିକ । ରଙ୍ଗଖେଳି ସାରି ନଦିକୁ ସାଙ୍ଗମାନଙ୍କ ସହିତ ଗାଧେଇବା ସମୟରେ ବୁଡ଼ିଯାଇଥିଲେ ୩ ସାଥି ।

ଦୁଇ ଜଣଙ୍କୁ ଗ୍ରାମବାସୀ ଉଦ୍ଧାରକରିଥିବା ବେଳେ ଜଣେ ନଦିରେ ନିଖୋଜ ଥିଲେ । ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଚିଂ ବହୁ ଖୋଜାଖୋଜି କରିବାପରେ ନିଖୋଜ ଥିବା ଯୁବକକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା । ଘଟଣାସ୍ଥଳରେ ପୋଲିସ ପହଚିଂ ମୃତ ଶରୀରକୁ ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ ।

Related Post

ମନ୍ତ୍ରୀଙ୍କ କରକମଳରେ ଚାରିଗୋଟି ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ

Posted by - July 22, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାକୁ 5ଟି ସଚିବ vk ପାଣ୍ଡିଆନ ଙ୍କ ଗସ୍ତ ରେ ବିଭିନ୍ନ ସମସ୍ୟା କୁ ନେଇ ବ୍ୟକ୍ତିଗତ ଓ ସାମୁହିକ କ୍ଷେତ୍ରରେ ଅଭିଯୋଗ…

ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ନୂତନ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଯୋଗଦାନ

Posted by - August 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ଉପଜିଲାପାଳ…

ତେଲେଙ୍ଗାନା ରାଜ୍ୟ କୁ ଦାଦନ ଚାଲାଣ ବେଳେ ପୋଲିସ ର ଚଢ଼ାଉ ଛଅ ଦାଦନ ଶ୍ରମିକ ଉଦ୍ଧାର , ସର୍ଦ୍ଦାର ଫେରାର

Posted by - November 3, 2022 0
ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଗାଁ ନିକଟରେ ଏକ ଯାତ୍ରୀବାହୀ ଆଟୋ ମାଧ୍ୟମରେ କଣ୍ଟାବାଞ୍ଜି କୁ ୬ ଜଣ…

ଧର୍ମଶାଳାର ପୂର୍ବତନ ବିଧାୟକ ଗୁରୁଚରଣ ଟୀକାୟତଙ୍କ ପତ୍ନୀ ବିୟୋଗ

Posted by - April 29, 2020 436
ଭୁବନେଶ୍ବର:୨୯/୪ ଯାଜପୁର ଜିଲ୍ଲାର ଧର୍ମଶାଳାର ପୂର୍ବତନ ବିଧାୟକ ତଥା ରାଜା ସାହେବ ଗୁରୁଚରଣ ଟୀକାୟତଙ୍କ ପତ୍ନୀ ରାଣୀ ସୂଚାରୁ ମଞ୍ଜରୀଙ୍କ ବିୟୋଗରେ ଧର୍ମଶାଳାର ବିଭିନ୍ନ ଅଞ୍ଚଳରେ ଗଭୀର…

ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ଉଦ୍ଧାର କଲେ ଗାଙ୍ଗପୁର ସରପଞ୍ଚ

Posted by - June 9, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଦିଗପହଣ୍ଡି ଅଞ୍ଚଳରୁ ଚାଲି ଚାଲି ଆସୁଥିବା ଏକ ସାତ ଜଣିଆ ଶ୍ରମିକ ଗୋଷ୍ଠୀଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁ…

Leave a comment

Your email address will not be published.