ଯାଜପୁର ରେ ନଦିରେ ବୁଡ଼ି ଜଣେ ମୃତ

1745 0

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ)ହୋଲିରେ ଅଘଟଣ । ନଦୀରେ ଗାଧେଇବାବେଳେ ବୁଡ଼ିଗଲେ ୩ ଜଣ ଯୁବକ । ଯାଜପୁର ସଦର ଥାନା ଅନ୍ତର୍ଗତ ଜଗତପୁର ନିକଟସ୍ତ ଖରତ୍ସୋତା ନଦିରେ ଘଟିଛି ଏହି ଅଘଟଣ । ସେମାନଙ୍କ ମଧ୍ୟରୁ ଜଣେ ମୃତ ୨ ଜଣ ଉଦ୍ଧାର । ମୃତ ଯୁବକ ହେଲେ ବେରୁଦା ପଂଚାୟତର ନିରଞନ ପରମାଣିକ । ରଙ୍ଗଖେଳି ସାରି ନଦିକୁ ସାଙ୍ଗମାନଙ୍କ ସହିତ ଗାଧେଇବା ସମୟରେ ବୁଡ଼ିଯାଇଥିଲେ ୩ ସାଥି ।

ଦୁଇ ଜଣଙ୍କୁ ଗ୍ରାମବାସୀ ଉଦ୍ଧାରକରିଥିବା ବେଳେ ଜଣେ ନଦିରେ ନିଖୋଜ ଥିଲେ । ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଚିଂ ବହୁ ଖୋଜାଖୋଜି କରିବାପରେ ନିଖୋଜ ଥିବା ଯୁବକକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା । ଘଟଣାସ୍ଥଳରେ ପୋଲିସ ପହଚିଂ ମୃତ ଶରୀରକୁ ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ ।

Related Post

ନ୍ୟାୟ ନମିଳିବାରୁ ଜଣେ ସଂଖ୍ୟା ଲଘୁ ମହିଳା ଙ୍କ ଯାଜପୁର ଏସ୍‌ପିଙ୍କ ନିକଟରେ ଗୁହାରି

Posted by - January 6, 2019 285
ଯାଜପୁର: କୋରେଇ ଥାନା ଅନ୍ତର୍ଗତ ସାଦକପୁର ପଞ୍ଚାୟତ କାଜୁ ବସ୍ତିର ଶେଖ ବାବରଙ୍କ ଝିଅ ମୁନି ଖାତୁନଙ୍କୁ ତାଙ୍କ ଭାଇଭାଉଜ ମାଡ଼ ମାରିଥି‌ବା କୋରେଇ ଥାନାରେ ଅଭିଯୋଗ…

ଶିକ୍ଷକ ବଦଳି ପ୍ରତିବାଦ ରେ କନଗାଁ ବିଦ୍ୟାଳୟ ସମ୍ମୁଖ ରେ ଅଭିଭାବକ ଙ୍କ ଧାରଣା

Posted by - January 3, 2022 0
ପାଟଣାଗଡ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଂଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ବଦଳି ପ୍ରତିବାଦ ରେ ସୋମବାର ଅଭିଭାବକ ମାନେ ବିଦ୍ୟାଳୟ…

କଳାହାଣ୍ଡି ର ଗର୍ବ ଓ ଗୌରବ ବ୍ରଜମୋହନ ହାଇସ୍କୁଲ, ହ୍ରାସ ପାଉଛି ଗାରିମା

Posted by - April 20, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ରାଜ୍ୟର ପ୍ରଥମ ଉଚ୍ଚ ବିଦ୍ୟାଳୟ ତଥା ସ୍ଵାଧୀନ କଳାହାଣ୍ଡି ର ସର୍ବପୂରାତନ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ…

ଟିଟିଲାଗଡ଼ ତାଲୁକ ଆଇନ ସେବା ସମିତି ତରଫରୁ ଶିଶୁ ଦିବସ ପାଳିତ

Posted by - November 14, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ପବିତ୍ର ଶିଶୁ ଦିବସ ଉପଲକ୍ଷେ ଏବଂ ୨ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହେବାକୁ ଥିବା ପେନ ଇଣ୍ଡିଆ ଆୱାର୍ନେସ ଏବଂ ଆଉଟରିଚ କେମ୍ପେନ…

Leave a comment

Your email address will not be published.