ଯାଜପୁର ଥାନା ଅଂଚଳରେ ୫ ବର୍ଷର ଶିଶୁ କନ୍ୟାକୁ ଦୁସ୍କର୍ମ ଅଭିଯୋଗ ।

280 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା ଅଂଚଳରେ ୫ ବର୍ଷରୁ ଶିଶୁ କନ୍ୟାକୁ ଦୁସ୍କର୍ମ ଅଭିଯୋଗ । ଘଟଣାର ଅଭିଯୁକ୍ତ ବିହାରୀ ପଂଚାୟତ ଅଚଂଳର ପ୍ରପୁଂଲ୍ଲ ପଣ୍ଡାଙ୍କୁ ଗିରପଂ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ରାତି ସମୟରେ ଶିଶୁ କନ୍ୟା ଜଣକ ଘର ବାରଣ୍ଡାରେ ଠିଆ ହୋଇଥିବା ସମୟରେ ପ୍ରପୁଂଲ୍ଲ ତାକୁ ଚକୋଲେଟ ଲୋଭ ଦେଖାଇ ନେଇ ଦୁସ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଶିଶୁ ଜଣକ ଚିତ୍କାର କରିବା ପଂଳରେ ଅଭିଯୁକ୍ତ ଜଣକ ଛାଡି ପେଂରାର ହୋଇଯାଇଥିଲେ । ଶିଶୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଖି କେନ୍ଦ୍ର ରେ ରଖାଯାଇଛି। ସେପଟେ ଅଭିଯୁକ୍ତର ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Related Post

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲା,ସତ ଓଗାଳିଲା ଅଭିଯୁକ୍ତ ରଞ୍ଜନ

Posted by - March 31, 2022 0
ଭୁବନେଶ୍ବର:କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ରାଜ୍ ଓରଫ ରଂଜନ ନାୟକ ସତ ଓଗାଳିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା…

ପ୍ରେମିକ ସାଜିଲା କଂସେଇ : ହତ୍ୟାକାରୀ ପ୍ରେମିକକୁ ଗିରଫ କଲା ପୋଲିସ .

Posted by - September 3, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲା କିଆକଟା ଥାନା ଟୁସର ପଞ୍ଚାୟତ ଓରଡା ନାଳରେ ଗତ ୩୧ ତାରିଖ ଦିନ ସକାଳ ସମୟରେ ଏକ ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା…

ମୋଟର ସାଇକେଲ ଆରୋହୀ ଙ୍କ ଠାରୁ ଲୁଟି ନେଲେ ମୋବାଇଲ ଓ ଟାବଳେଟ ଫୋନ

Posted by - August 4, 2022 0
ଖପ୍ରାଖୋଲ: ୪/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ପାଟଣାଗଡ ରାସ୍ତା ଓ ଏ ଭି ନିକଟରେ ଦିନ ଦ୍ୱିପ୍ରହରରେ ଜଣେ ମୋଟର ସାଇକେଲ ଆରୋହୀ ଠାରୁ ମୋବାଇଲ, ଟାବଳେଟ୍…

ଲଭ,ସେକ୍ସ ଓ ଧୋକ୍କା,ଅଭିଯୁକ୍ତ ଜିତେନ୍ଦ୍ର ପ୍ରଧାନ ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ।

Posted by - September 27, 2019 0
ଯାଜପୁର:( ଆନନ୍ଦ ଚଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ଜଣେ ଯୁବନେତା ସେହି ଅଂଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିସୃତି ଦେଇ ଶାରିରୀକ ସମ୍ପର୍କ ରଖି…

ବନ୍ଧୁକ ଚୋରା ଚାଲାଣ ଅଭିଯୋଗ ରେ ୪ ଗିରଫ

Posted by - December 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେ ବନ୍ଧୁକ ଚୋରା ଚାଲାଣ ଅଭିଯୋଗ ରେ ସମ୍ବଲପୁର ରେଙ୍ଗାଲି ପୋଲିସ ଦ୍ୱାରା ୪ ଗିରଫ। ଗିରଫ ଅଭିଯୁକ୍ତ ମାନେ ହେଲେ ନେପାଳ…