ସାପ କାମୁଡ଼ାରେ ବୃଦ୍ଧମୃତ

170 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପିତାମ୍ବରପୁର ପଂଚାୟତ ଜିରାଡ୍ ଗ୍ରାମର ଅଚ୍ୟୁତାନନ୍ଦ ପ୍ରଧାନ (୬୩) ଏକ ବିଷଧର ସାପକାମୁଡ଼ାରେ ମୃତ୍ୟୁବରଣ କରିଥିବାନେଇ ଜଣାପଡିଛି । ସୁଚନାମତେ ବୁଧବାରରାତିରେ ଶୌଚପାଇଁ ବାହାରକୁ ଯାଇଥିବା ସମୟରେ ଏକ ବିଷଧର ସାପ କୁ ମାଡିଦେବାରୁ ସାପଟି ବୃଦ୍ଧଙ୍କ ଗୋଡକୁ କାମୁଡି ଦେଇଥିଲା।

ପରେ ଘଟଣା ସଂପର୍କରେ ପରିବାରଙ୍କୁ ଜଣାଇବାରୁ ସଙ୍ଗେସଙ୍ଗେ ପୁରୁଣାକଟକ ମେଡିକାଲ୍ ଅଣାଯାଇଥିଲା। ବୃଦ୍ଧ ଜଣଙ୍କ ଗୁରୁତରଥିବାରୁ ବୌଦ୍ଧଜିଲ୍ଲା ମୁଖ୍ୟଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ମୃତ୍ୟୁ ହୋଇଥିବାନେଇ ଜଣାପଡିଛି ।

Related Post

କାଉଡୋଳା ଛକରେ ବସ, ଟ୍ରଲର ଓ ମିନିଟ୍ରକ ମଧ୍ୟରେ ଧକ୍କାରେ ,୨ ଗୁରୁତର

Posted by - September 19, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ବ୍ଲକ କାଉଡୋଳା ଛକ ନିକଟରେ ରବିବାର ସନ୍ଧ୍ୟାରେ…

ପାପଡାହାଣ୍ଡି ବ୍ଲକ ଭତରା ସମଜ ର ବୈଠକ

Posted by - June 23, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବାର୍ଲା ଗ୍ରାମ ପଂଚାୟତ ଧନସୁଲି ଗ୍ରାମ କନ୍ଦାଗୁଡା ଠାରେ ଭତରା ସମାଜ ର ଏକ ବୈଠକ ଅନୁଷ୍ଠିତ ହେଇ…

ଟ୍ରାନ୍ସଫର୍ମର ଚୋରି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ଗୁରୁତର

Posted by - November 19, 2021 0
କାଶୀପୁର;(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା, କାଶୀପୁର ଥାନା ଅନ୍ତର୍ଗତ ପରଜା ଶିଳା ଗାଁ ଠାରେ ବୁଧବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତ ଏକ ଟ୍ରାନ୍ସଫର୍ମର କୁ ଚୋରି…

ସୌର ଚାଳିତ ଶୀତଳ ଭଣ୍ଡାର ଉଦ୍ଘାଟନ

Posted by - October 14, 2022 0
ମୁନିଗୁଡ଼ା : (ରମାକାନ୍ତ ପଡ଼ାଲ) ରାୟଗଡ଼। ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂ ଙ୍କ କରକମଳରେ କଲ୍ୟାନସିଂହପୁର୍ ବ୍ଲକ ର ଶିକରପାଇ ଠାରେ ସୌର ଚାଳିତ ଶୀତଳ ଭଣ୍ଡାର…

ଧର୍ମଗଡ଼ ସର୍ଵ ପୂରାତନ ଦୁର୍ଗା ପୂଜା ଭସାଣୀ ଉତ୍ସବ

Posted by - October 8, 2022 0
ଧର୍ମଗଡ଼: ତା୬/୧୦/୨୨( ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସର୍ବ ପୂରାତନ ଦୁର୍ଗା ଭସାଣୀ ଉତ୍ସବ ମହା ସମାରୋହରେ କରାଯାଇଛି। ମାଁ ଙ୍କ ମେଢ଼ ଦିନ…