ଅନ୍ବେଷଣ ଥିଏଟର ଗ୍ରୁପ ପକ୍ଷରୁ ନିଆରା ଢଙ୍ଗରେ ଜନ୍ମ ଦିନ ପାଳିତ

165 0

ଯାଜପୁର:ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଅନ୍ବେଷଣ ଥିଏଟର ଗ୍ରୁପ ର ସଦସ୍ୟ ଧନଜୟ ନାୟକ ଙ୍କ ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳିତ ହୋଇଅଛି।ସଂଗଠନ ର ସଭାପତି ବୃନ୍ଦାବନ ମିଶ୍ର ଙ୍କ ସଭାପତିତ୍ୱ ରେ ଆଜି ଅମ୍ବିକାଇ ସ୍ଥିତ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସଂଗଠନ ପକ୍ଷରୁ ବଣ୍ଟା ଯାଇଅଛି।ଏହାପରେ ସପନପୁର ସ୍ଥିତ ଅନ୍ବେଷଣ ଥିଏଟର ଗ୍ରୁପ ର କାର୍ଯ୍ୟାଳୟ ପରିସରରେ ଓଡିଶା ର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କ ବିୟୋଗ ରେ ନିରବ ପାର୍ଥନା କରାଯାଇଅଛି।ସଂଗଠନ ସମ୍ପାଦକ ଅଭିମନ୍ୟୁ ମିଶ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନ ର ଉପଦେଷ୍ଟା ତଥା ଉତ୍କଳ ସାମ୍ବାଦିକ ସଂଘ ର ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ ଯୋଗ ଦେଇ ଧନଜୟ ନାୟକ ଙ୍କୁ ଉପଢ଼କନ ଓ ପୁଷ୍ପ ଗୁଚ୍ଛ ଦେଇ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା, ହରିହର ସ୍ୱାଇଁ ,ସଭାପତି ବୃନ୍ଦାବନ ମିଶ୍ର, ସମ୍ପାଦକ ଅଭିମନ୍ୟୁ ମିଶ୍ର, ସାଂସ୍କୃତିକ ସମ୍ପାଦକ ଶଙ୍କର ସାହୁ, ଉପସଭାପତି ସୁବାଷ ଚନ୍ଦ୍ର ଦେବତା, ଧନଞ୍ଜୟ ନାୟକ, ଧନଞ୍ଜୟ ପୃଷ୍ଟି, ଭରତ ଚନ୍ଦ୍ର ବେହେରା, ଉପେନ୍ଦ୍ର କୁମାର ଯେନା, ପ୍ରସନ୍ନ କୁମାର ବିଶ୍ବାଳ, ଅନୀଲ କୁମାର ଯେନା, ଇଛାମୟୀ ଧଳ, ସ୍ବାତୀ ପଣ୍ଡା, ସାଗରିକା ପରିଡା, ମମତା ରାଣୀ ଯେନା, ମୁକୁନ୍ଦ ନାୟକ, ପ୍ରତ୍ୟୁସ ମହାନ୍ତି, ମୃତ୍ୟୁଞ୍ଜୟ ସାହୁ, ସୁରେଶ କର, ଭାବଗ୍ରାହୀ ମିଶ୍ର, ଭବାନୀ ଶଙ୍କର ପତି, ସମରଜିତ୍ ମହାନ୍ତି, ଦିବ୍ୟଜ୍ୟୋତି ଦାସ, ପ୍ରଭାତ କୁମାର ଦାଶ, ବିଜୟ ମହାରଣା,ନାଟ୍ୟ ନିର୍ଦେଶକ ଅନିଲ ଜେନା, ଉପେନ୍ଦ୍ର ଜେନା,ଧନଜୟ ପୃଷ୍ଟି, ଇଚ୍ଛାମଇ ଧଳ, ସ୍ୱତୀ ପଣ୍ଡା ପ୍ରତୁଶ ମହାନ୍ତି, ସ୍ମରଜିତ ମହାନ୍ତି, ମମତା ରାଣୀ ଜେନା, ଅନିତା ସାହୁ, ସୁକାନ୍ତ ରାଉତ, ବିଜୟ ମହାରଣା,ବରିଷ୍ଠ କାର୍ଯ୍ୟକର୍ତା ସୁବାଷ ଚନ୍ଦ୍ର ଦେବତା ପ୍ରମୁଖ ଉପସ୍ଥିତ ରହି ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।

Related Post

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସାମୂହିକ ତିଳ ତର୍ପଣ

Posted by - September 25, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପବିତ୍ର ମହାଳୟା ଅବସରରେ ସ୍ଥାନୀୟ ଭାଗିରଥି ପାର୍କ ସନ୍ନିକଟ ନାଳା…

ବଳି ଯାତ୍ରା ପ୍ରସ୍ତୁତି ବୈଠକ

Posted by - September 28, 2021 0
ସୋନପୁର:(ଅଜିତ କୁମାର ପୁଝାରୀ )ସୋନପୁର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଶ୍ରୀଯୁକ୍ତ ନିହାର ରଂଜନ କଅଁର ଙ୍କ ଅଧ୍ୟକ୍ଷତାରେ ଆଗାମୀ ବଳିଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ…

ବୁଲା କୁକୁର ଙ୍କ ଦୌରାତ୍ମ୍ୟ, ଆକ୍ରମଣରେ ୨୦ ମେଣ୍ଡା ମୃତ,କ୍ଷତିପୂରଣ ଦାବି କଲେ ଚାଷୀ

Posted by - June 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବୁଲା କୁକୁର ଙ୍କ ଦୌରାତ୍ମ୍ଯ ଦିନ ପ୍ରତିଦିନ ବୃଦ୍ଧି ପାଇବାରେ…

ମର୍ତ୍ତ୍ୟରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ, ଦର୍ଶନ ଲାଗି ଲୋକଙ୍କ ଭିଡ଼

Posted by - June 12, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି…

ଗଣଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

Posted by - April 7, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମରକ୍ଷା କୌଶଳ ଓ…