ଫ୍ରେଣ୍ଡସିଫ୍ କ୍ଲବ୍ ର ବିଭିନ୍ନ ଶାଖାରେ ଯୋଗଦିବସ  ପାଳନ

466 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)କୋରୋନା କଟକଣା ମଧ୍ୟରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସକୁ ପାଳନ କରାଯାଇଛି । ଫ୍ରେଣ୍ଡସିଫ୍ କ୍ଲବ୍ ବୌଦ୍ଧ ତରଫରୁ ମୂଖ୍ୟ କାର୍ଯ୍ୟାଳୟ ଏବଂ କ୍ଲବ୍ ର ବ୍ଲକର ବିଭିନ୍ନ ଶାଖା ମାନଙ୍କ ରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳନ କରାଯାଇଛି , ଏଥିରେ ଯୋଗ ଗୁରୁ ଭାବରେ ପ୍ରଫେସର ପ୍ରବୀର କୁମାର ଦାଶ ଏବଂ ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ସଂଯୋଜକ ବିରେନ୍ଦ୍ର ସିଂ ବୋକେନ୍ ଉପସ୍ଥିତ ରହିବା ସହିତ କ୍ଲବ୍ ସମ୍ପାଦକ ତୋଫାନ ପରିଡ଼ା ଙ୍କ ନେତୃତ୍ବରେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଉପସ୍ଥିତ ସଦସ୍ୟ ସଦସ୍ୟା ହେଲେ ସମ୍ଯକ୍ ନାୟକ, ଅଂଶୁମାନ ହୋତା, ପ୍ରଦ୍ୟୁମ୍ନ ବଡମାଳି,ଆଦିତ୍ୟ, ସାର୍ଥକ ମହାପାତ୍ର, ଏବଂ ଅନ୍ୟ ସମସ୍ତେ ନିଜ ନିଜ ଘରେ ଯୋଗ କରି ଥିଲେ ।ଜିଲ୍ଲାର ନେହେରୁ ଯୁବ କେନ୍ଦ୍ର, ପତଞ୍ଜଳୀ ଯୋଗ ସମିତି, ସରସ୍ବତୀ ଶିଶୁ ମନ୍ଦିର, ଫ୍ରେଣ୍ଡଶିପକ୍ଲବ,ଜିଲ୍ଲା ବିଜେପି ଓ ଅନ୍ୟାନ୍ୟ ବିଭିନ୍ନ ସଂଗଠନ ପକ୍ଷରୁ କୋରୋନା କଟକଣା ଯୋଗୁଁ ଅଳ୍ପ ସଂଖ୍ୟାରେ ଲୋକ ଯୋଗ ଦିବସକୁ ପାଳନ କରିଛନ୍ତି ।

Related Post

ଟାଟା ଷ୍ଟିଲ୍ ଭୁବନେଶ୍ବର ହାଫ୍ ମାରାଥନ୍‌

Posted by - January 14, 2019 257
ନିଜକୁ ଫିଟ୍‌ ରଖିବା, ସୁସ୍ଥ ରହିବା ସହିତ ଏକ ଉନ୍ନତ ଭବିଷ୍ୟତର ପ୍ରତିଶ୍ରୁତି ରଖୁଥିବା ହାଫ୍ ମାରାଥନ୍‌ରେ ଏକାଧିକ ଅତିଥି ଆସିବା ଉଲ୍ଲେଖନୀୟ ଥିଲା। ଓଲିଉଡ୍‌ର ସଫଳ…

ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Posted by - December 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ବହୁ ପ୍ରତିକ୍ଷିତ ପୁରୁଣାବସ୍ତି ତୃତୀୟ ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ରାମାପଡା ପାଖ ଖେଲ ପଡିଆରେ…

ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ ପୁରସ୍କୃତ ହୋଇଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

Posted by - September 28, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ l ସୂଚନା…

ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ, ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଫ୍ରାନ୍ସ ନ୍ୟୁଜିଲାଣ୍ଡ ସହ ଅମୀମାଂସିତ ରଖି ସ୍ପେନର ବିଦାୟ

Posted by - December 7, 2018 23
ଭୁବନେଶ୍ବର: ବଡ଼ ବିପର୍ଯ୍ୟୟ ସହିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ଗୁରୁବାର ପୁଲ୍ ‘ଏ’ ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ରିଓ ଅଲିମ୍ପିକ୍ସ ବିଜେତା ତଥା ବିଶ୍ବ…

ଦଶମ ଅଶୋକ ଦାସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Posted by - December 19, 2021 0
ଯାଜପୁର:(ଅବଦୁଲ ଗନି)ଯାଜପୁର ଜିଲ୍ଲାରେ ଅୟୋଜିତ ହେଵାକୁ ଥିବା ୧୦ ମ ଆନ୍ତରାଜ୍ୟ ଅଶୋକ ଦାସ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍କିଟ…