Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଏମଜିଏନଆରଇଜିଏସ କାମରେ ନିୟୋଜିତ ଜେସିବି ଟ୍ରାକ୍ଟର କରୁଛି ବର୍ଷକୁ ୧କୋଟିରୁ ଉର୍ଦ୍ଧ୍ବ ଟଂକା ର ପ୍ରକଳ୍ପ 

528 0

ବୌଦ୍ଧ:(ଚିତରଂଜନ ସିଂ) କରୋନା ମହାମାରୀର ଲକଡାଉନର ଫାଇଦା ନେଉଛନ୍ତି କୁଜିନେତା  ପେଟିଠିକାଦାର  । କାରଣ ଏହି ଲକଡାଉନର ସମୟରେ ଗରିବ ଶ୍ରମିକମାନେ କୌଣସିପ୍ରକାର କାମଧନ୍ଦା ନପାଇ ଘରେ ହାତବାନ୍ଦିବସିଥିବାବେଳେ ଏହାକୁ ଦୂରୁପଯୋଗକରି ବୌଦ୍ଧଜିଲ୍ଲାହରଭଂଗାବ୍ଲକ ତଳଗାଁପଂଚାୟରେ ବର୍ଷକୁ କୋଟି କୋଟି ଟଂକା ପ୍ରକଳ୍ପ ମଂଜୁର ହୋଇଆସୁଥିବା ବେଳେ ପୁରୁଣା ପ୍ରକଳ୍ପ ମାନଙ୍କ କିଛି  ସମୟ ଜେସିବି ଟ୍ରାକ୍ଟର ଲଗାଇ ନୁଆ ପ୍ରକଳ୍ପ ଦେଖାଇ ଉଲଦିପଇସା ରୋଜଗାର କରୁଥିବାର ନଜରକୁ ଆସିଛି।

ଯାହାକି କାମ ଚାଲିଥିବାବେଳେ କୌଣସି ପ୍ରକଳ୍ପ ରେ ସୁଚନା ଫଳକ ଲାଗୁନାହି।  । ଏବାବଦରେ ବ୍ଲକରକନିଷ୍ଟଯନ୍ନ୍ରୀ ଅର୍ଜୁନ ଗଡନାୟକ ଏବଂଯନ୍ରୀ ରାଜେଶ ଧିରଂକୁପ ଚାରୀବାରୁ ସେ କହିଲେ ଏଭଳି ପ୍ରକଳ୍ପ  କିଛି ନାହିଁ ବୋଲି୫ମାସ ହେଲା  କହିଆସୁଛନ୍ତି। ପୁଣି ୨୦/୨୫ଦିନପରେ ବିଲ  ହୋଇଯାଉଛି। ପିଇଓ ଓ ଜିଆର୍ଏସ୍ ଙ୍କ ସଲାସୁତୁରାରେଚାଲିଛିଟଂକାଉଠାଣ  । ଯାହାକି ପଂଚାୟତର ସର୍ବମୋଟ୪୨ଟି ଗ୍ରାମରେ ବିଭିନ୍ନ ପ୍ରକଳ୍ପ ର କାମଚାଲିଥିବବେଳେ କୌଣସିଶ୍ରମିକଂକୁକାମରେ ନିୟୋଜିତକରାଯାଉନାହଁି   ।

ଯାହାଫଳରେ ଲୋକେ ଲକଡାଉନର ସମୟରେ ଭୋକ ଉପାସରେ ଦିନକାଟୁଥିବରମଧ୍ୟନଜରକୁଆସିଛି। ପୁଣି ଏବର୍ଷ  ପାହାଡ ମାନିଲେ ବହୁ ଯାଗାରେ ପଥର ସୋଲିଂଗ ଚେକଡ୍ୟା ମ କାମ କରାଯାଇଛି ସେସବୁବିନାମେଜେରମେଣ୍ଟରେ ବିଲ କରାଯାଇଛି   । ପୁଣିପୁଣି୨୦୨୧ଆର୍ଥୀକବର୍ଷରେ ଖାଲଗାଡୁ ମରାପୁଡିପୁରୁଣାବଦଂଧକୁ ନୂତନ କରାଯାଇଛି  ଚଂଦ୍ରନଗରଆଡିବନ୍ଧକୁ  ନୁତନବଂଧ୍  ପଂକାଳସାହି ମରାପୁଡାପୁରୁଣାବଂଦ୍ଧକୁ ନୁତନଏବଂ ଖାଲଗାଡୁ ରାଶିତଇଳାରେପୂର୍ବରୁନିର୍ମାଣହୋଇଥିବା ଜଳଛାୟାବିଭାଗଦ୍ବାରାନିର୍ମାଣ ହୋଇଥିଲାଆଡିବ୍ଂଧ ପୁଣି ଏବର୍ଷ ସେହିବଂଧକୁ ଜେସିବି ଟ୍ରାକ୍ଟର ଲଗାଇ ହୁଡାଉପରେମାଟିପକାଇନୁତନକରାଯାଇଛି ଏଭଳି ଅନେକ ପ୍ରକଳ୍ପ କୁ ମିଥ୍ୟାବିଲକରି ହରିଲୁଟକରିଚାଲିଛନ୍ତି  ।

ଯନ୍ରୀଜୁନ୧୫ପରେ ବର୍ଷାପାଣିଫୁଲହେଲେ ଚେକମେଜେରମେଂଣ୍ଟକରିବା ପାଇଁ ଆସିବେ  । କାରଣ ଦିନ କେଇଟା ପରେ ପଂଚାୟତ ନିର୍ବାଚନ ଆସୁଥିବାରୁ ହାତରେମୋଟାଅଂକ ଦରକାର ପଡୁଥିବାରୁ ଏସବୁ ମିଥ୍ୟାବିଲକରି ହରିଲୁଟକରିଚାଲିଛନ୍ତି କରିଚାଲିଥିବା ଦୋଷିଂକ ବିରୁଦ୍ଧ ରେଦୂଢକାର୍ଯାନୁଷ୍ଠାନଗ୍ରହଣକରିବା ସଂଗେ ସଂଗେ ଏହାର ଭିଜିଲାନ୍ସ ତଦନ୍ତ କରିବାପାଇଁ ଦାବୀ ହେଉଛି ଯଦି ପ୍ରଶାସନ ଏହାକୁ ଘଣ୍ଟଘୋଡାଇରଖିବେ ତାହାହେଲେ ଲକଡାଉନଖୋଲିଲାପରେ  ସମସ୍ତ ଶ୍ରମିକ ରାଜ ରାସ୍ତାକୁ ଓହ୍ଲାଇବେବୋଲିଚେତାବନିଦେଛନ୍ତି ।

Related Post

ସପ୍ତମ ବେତନ କମିଶନ ବାବଦ ବକେୟା ୨୦% ଅର୍ଥ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

Posted by - March 28, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସରକାରୀ ଚାକିରିଆ ଙ୍କ ପାଇଁ ଖୁସି ଖବର।ସପ୍ତମ ବେତନ କମିଶନ ବାବଦ ଆଉ ବକେୟା ୨୦%ଅର୍ଥ ପ୍ରଦାନ ସକାଶେ…

ବାପାଙ୍କ ଶେଷ ସଂସ୍କାର ରେ ମୁଖାଗ୍ନି ଦେଲେ ଝିଅ

Posted by - March 28, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସମାଜରେ ନାରୀ ଆଉ ଅବଳା ଦୁର୍ବଳା ହୋଇ ରହିନାହିଁ। ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ଭଳି ନିଜର ପାରଦର୍ଶିତା ଦେଖାଉଛନ୍ତି ନାରୀ ମାନେ । ପରଲୋକ…

ସୂବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟନ କଲେ ରାଜ୍ୟପାଳ

Posted by - February 6, 2020 269
ବରୀ,୫/୨-(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅଧିନ ହରିପୁର ଗ୍ରାମର ହରିପୁର ପ୍ରାଥମିକ ବିଦ୍ୟାଳୟ ଶତ ବାର୍ଷିକୀ ଓ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀକୁ ଆଜି ମହାମହିମ ରାଜ୍ୟାପଳ…

ଏଣିକି କୋଭିଡ ହସ୍ପିଟାଲରେ ଲାଗିବ ସିସିଟିଭି, ରୋଗୀ ର ଭଲ ମନ୍ଦ ବୁଝି ପାରିବେ ଆତ୍ମୀୟ

Posted by - May 16, 2021 0
ଭୁବନେଶ୍ୱର:ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ୍‌ ଏବଂ କୋଭିଡ୍ କେୟାର ସେଣ୍ଟର ଗୁଡିକରେ ରୋଗୀଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟ ଯୋଗାଯୋଗ…

କଳାହାଣ୍ଡି ଜିଲ୍ଲାରେ ଆଉଟ୍ ସୋର୍ସିଂ ନିଯୁକ୍ତି ନାଁରେ ବ୍ୟାପକ ଦୁର୍ନୀତି ର ଅଭିଯୋଗ

Posted by - December 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ଯରେ ଦେଖାଦେଇଛି ଉତ୍କଟ ବେକାରୀ ସମସ୍ୟା। ମାଳ ମାଳ ଦାଦନ ରାଜ୍ଯ ବାହାରକୁ କାମ ଅନ୍ୱେଷଣରେ ଯାଇ ଶୋଷିତ ହେଉଥିବା…