Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦୟନିୟ ଅବସ୍ଥାରେ ଆଡେଣିଗଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର

444 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ସରକାର ପ୍ରଥମେ ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଇଆସୁଥିବାବେଳେ ଏଥିପାଇଁ ମଧ୍ୟ୍ୟ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକର ଉନ୍ନତି ପାଇଁଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ର ଟି କେତେ ଉନ୍ନତି ଚିତ୍ର ଦେଖିଲେ ହିଁ ତାର ବାସ୍ତବ କଥା କହୁଛି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ଆଡେଣୀଗଡ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଉକ୍ତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରଟି ହରଭଙ୍ଗା ବ୍ଲକର ୨୨ ଗୋଟି ପଞ୍ଚାୟତର ସ୍ବାସ୍ଥ୍ୟବସ୍ଥାର ଯତ୍ନ ନେଉଥିବାବେଳେ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ର ଯଦି ସ୍ବାସ୍ଥ୍ୟ ଅବସ୍ଥା ଏମିତି ରହିବ କାହାକୁ କହିବା ।

ଏପଟେ  ଡାକ୍ତର ରହିବା ଘରଠାରୁ ଆରମ୍ଭ କରି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏ ଅବସ୍ଥା ଅତି ଦୟନିୟ , ଦେଖିଲେ ହିଁ ଜଣାପଡିବ ତାର ପ୍ରକୃତ ଅବସ୍ଥା । ତେଣୁ ହରଭଙ୍ଗାବ୍ଲକର  ୨୨ଗୋଟି ପଞ୍ଚାୟତର ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା କେମିତି ଥିବ ଅନୁମେୟ । କିଛିଦିନତଳେ ୫ଟି ସଚିବ ବୌଦ୍ଧଆସି ଜିଲ୍ଲାର ସ୍ବାସ୍ଥ୍ୟଅବସ୍ଥାର ଖୁବଶୀଘ୍ର ସୁଧାର ଆସିବ ବୋଲି ଘୋଷଣା କରିଥିଲେ କି ସୁଧାର ଆସିଛି  ଏ ଚିତ୍ର ରୁ ହିଁ ଜଣାପଡୁଛି । ତେଣୁ ତୁରନ୍ତ ଉକ୍ତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁଁ ପଦକ୍ଷେପ ନେବାକୁ ସିପିଆଇ ନେତା ତଥା ୯ନମ୍ବର୍‌ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଦାବି କରିଛନ୍ତି।

Related Post

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର : ୩ ଦିନ ପାଇଁ ରିଲିପଂ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Posted by - August 27, 2020 0
ଯାଜପୁର ଅଫିସ :ଜିଲ୍ଳ୍‌ାରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବାବେଳେ ଉଦ୍ଧାର ଓ ରିଲିପଂ କାର୍ଯ୍ୟକୁ ପ୍ରଶାସନ ତ୍ୱରାନ୍ୱିତ କରିଚ୍ଥି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ…

ବୃଦ୍ଧି ପାଉଛି କ୍ରସର ବିରୋଧି ଆନ୍ଦୋଳନ, ରାସ୍ତା ଖୋଳିଲେ ମହିଳା

Posted by - July 23, 2021 0
ବୌଦ୍ଧ୨୧/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ କ୍ରସର ବିରୋଧି ଆନ୍ଦୋଳନ ଦିନକୁଦିନ ବୃଦ୍ଧି ପାଉଛି । ଖରଭୁଇଁ ଗାଁ ଲୋକଙ୍କ କ୍ରସର…

ନିଗମ ଓ ସରକାରୀ ଉଦ୍ୟୋଗ ଅଧ୍ୟକ୍ଷ ଓ ପରାମର୍ଶ ଦାତା ପଦ ରଦ୍ଧ

Posted by - June 5, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କୁ ନେଇ ସମଗ୍ରରାଜ୍ୟ ରାଜ୍ଯ ରାଜନୀତି ସରଗରମ ରହିଥିବା ବେଳେ ନବୀନ ସରକାର…

ପେଟ୍ରୋଲ ଓ ଡିଜେଲ ଦରଦାମ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ

Posted by - June 11, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା କଂଗ୍ରେସ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଡ଼ିଜେଲ ଦରଦାମ ବୃଦ୍ଧି ନେଇ ଆଜି ଜିଲ୍ଲା ସଦର ମହକୁମା ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ…

ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Posted by - December 7, 2019 0
ଭୁବନେଶ୍ୱର ୦୭।୧୨ – ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ସନ୍ଧ୍ୟା ୭ଟା ୨୦ ସମୟରେ ରାଷ୍ଟ୍ରପତିଙ୍କ ବିମାନ ଭୁବନେଶ୍ୱର ବିମାନ…