ଫ୍ୟାନ ରେ ରସି ଲଗାଇ ଯୁବକ ର ଆତ୍ମହତ୍ୟା

824 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉଦୟନାଥପୁର ପଂଚାୟତରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା। ସୂଚନାଯୋଗ୍ୟ ଉଦୟନାଥପୁର ଗ୍ରାମର ଗୋବିନ୍ଦ ବେହେରା ବରୀ ବାଲିଆପାଳ ଛକ ନିକଟରେ ଏକ ନୂତନ ଘର କରି କିଛିଦିନ ହେଲା ରହୁଥିଲେ । ତାଙ୍କ ପୁଅ ଗୌରାଙ୍ଗ ବେହେରା (୨୨)ITI ପଢ଼ିବା ପରେ କିଛି କାମ ଧନ୍ଦା ନ ପାଇ ମାନସିକ ବିକlର ଗ୍ରସ୍ତ ହେବାପରେ ଫ୍ୟାନ ରେ ରଶି ଲଗାଇ ସେ ରହୁଥିବା ଘରେ ଆତ୍ମହତ୍ୟା କରିଥିବା ଦେଖିବାକୁ ତାଙ୍କ ଘର ଲୋକମାନେ ଦେଖିବାକୁ ପାଇଥିଲେ ।

ଆପର ପକ୍ଷରେ ଉପସ୍ଥିତ ଲୋକ ଙ୍କ କହିବା କଥା କି ପୁଅ ଗୋରlଙ୍ଗ ବାପା ଙ୍କୁ ଏକ ନୂଆ ମଟରସାଇକେଲ କିଣିବାକୁ ଟଙ୍କା ମାଗିଥିଲେ ବାପା ଧନେଶ୍ଵର ବେହେରା ମନା କରିବାରୁ ପୁଅ ଗୌରାଙ୍ଗ ଫ୍ୟାନ ରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି l

 

Related Post

୫ଟି ହାଇସ୍କୁଲ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ

Posted by - June 2, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାର ୨୪ ଟି ୫ଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ହୋଇ…

ଲର୍ଡ ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ତୃତୀୟ ଲିଙ୍ଗ ମାନଙ୍କ ପାଇଁ କୋଭିଡ ସଚେତନତା କାଯ୍ୟକ୍ରମ

Posted by - April 28, 2020 359
ଭୁବନେଶ୍ବର:ଆଜି ଲର୍ଡ ସ୍ବେଚ୍ଛାସେବୀ ସଙ୍ଗଠନ, ଢେ଼ଙ୍କାନାଳ ତରଫରୁ ଢେଙ୍କାନାଳ ଜିଲ୍ଲା ରେ ଲକଡାଉନ ସମରେ ସ୍ଥାନୀୟ ସିନେର୍ଜି ମହାବିଦ୍ୟାଳୟ ନିକଟରେ ରହୁଥିବା ୩୦ ଜଣ ଉର୍ଦ୍ଧ  ତୃତୀୟ…

ବଜ୍ରପାତରେ ଗଲା ଚାଷୀଙ୍କ ଜୀବନ; ସରକାରୀ ସହାୟତା ଦାବୀ

Posted by - September 7, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )୬/୯. ସୋମବାର ସକାଳୁ ବେଲଗୁଣ୍ଠା ସମେତ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ପବନ ଲାଗି ରହିଥିଲା।ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ…