ପ୍ରେମ ଓ ପ୍ରତାରଣା, ଥାନା ରେ ଏତଲା ଦେଲେ ସ୍ତ୍ରୀ

574 0

ସୋନପୁର:(ଅଜିତ କୁମାର ପୁଝାରୀ) ପ୍ରେମ କରି ବାହା ହେଲେ l ବାହା ହେବା ୨ ମାସ ପରେ ଫେରାର୍ ସ୍ୱାମୀ l ସ୍ୱାମୀଙ୍କ ବିରୋଧରେ ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା l ଅଭିଯୋଗ ଅନୁସାରେ ସୁବର୍ଣ୍ଣପୁର ସହରର ମାଲିପଡାର ଜ୍ଞାନ ରଞ୍ଜନ ମହାନ୍ତି ବେହେରାମାଲର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ l ଗତ ମାର୍ଚ୍ଚ ମାସ ୯ ତାରିଖରେ ସମ୍ବଲପୁର ଜିଲ୍ଲା ମେରେଜ ଅଫିସରଙ୍କ ସାମ୍ନାରେ ବିବାହ କରିଥିଲେ l ବିବାହ ପରେ କିଛି ଦିନ ଦାମ୍ପତିକ ଜୀବନ ବିତାଇବା ପରେ ଘରୁ ଉଭୟେ ବଲାଙ୍ଗିର ଯାଇଥିଲେ l ସେଠାରେ ଜ୍ଞାନ ରଞ୍ଜନ ତାଙ୍କୁ ଛାଡି କୁଆଡେ ପଳାଇ ଯାଇଥିବା ଅଭିଯୋଗ ହୋଇଛି l

ପୀଡ଼ିତା ବଲାଙ୍ଗିର ରୁ ଫେରି ଜ୍ଞାନଙ୍କ ଘରକୁ ଯିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ପୁରାଇ ଦେଇ ନ ଥିଲେ l ଏନେଇ ଯୁବତୀ ଜଣକ ସୋନପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି l ହେଲେ ଆଜି ଯାଏଁ ପୋଲିସ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନେଇ ନଥିବା ଅଭୀଯୋଗ ହୋଇଛି । ତେବେ ମୋତେ ନ୍ୟାୟ ଦେବା ସହ ପୋଲିସ ତୁରନ୍ତ ଜ୍ଞାନକୁ ଗିରଫ ନକଲେ ଆତ୍ମାହୁତି ଦେବାକୁ ବାଧ୍ୟ ହେବି ଏଥିରେ ଥାନା ଅଧିକାରୀ ଦାୟି ହେବେ ବୋଲି ପିଡିତା କହିଛନ୍ତି l

Related Post

ଆମ୍ବୁଲାନ୍ସ୍ ରୁ ଫେରାର କରୋନା ରୋଗୀ ବାହାରେ ପଡ଼ିଛି ରୋଗୀର ଅlସବାପତ୍ର,

Posted by - June 13, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ କୋଭିଡ କେୟାର ରେ ୪ ଦିନ ଧରି  ଚିକିତ୍ସାଧୀନ ଥିବା ରୋଗୀ ର ଆସ ବାବ ପତ୍ର ଛକ ଉପରେ ପଡ଼ିରହିଛି!ସୂଚନା…

ହୀରାକୁଦ ବିସ୍ଥାପିତଙ୍କ ଧାରଣା

Posted by - November 19, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ହୀରାକୁଦ ବିସ୍ଥାପିତଙ୍କ ବର୍ଷ ବର୍ଷ ର ଦାବି ପୁରଣ ରେ ସରକାରଙ୍କ ଉଦାସୀନତା ଅବହେଳା ପ୍ରତିବାଦରେ RDC କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ସତାଧିକ ବିସ୍ଥାପିତ…

ବାରଙ୍ଗରେ ଫଳ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ,ପୋଲିସର ତଦନ୍ତ ଆରମ୍ଭ

Posted by - September 11, 2021 0
ବାରଙ୍ଗ:(ସନ୍ତୋଷ ରାଉତ )କିଛି ଦିନ ବ୍ୟବଧାନ ପରେ ବାରଙ୍ଗ ରେ ଦୁର୍ବୁର୍ତ୍ତ ଙ୍କ ଉତ୍ପାତ ଦେଖିବାକୁ ମିଳିଛି।ଆଜି ରାତିରେ ଦୋକାନ ବନ୍ଦକରି ଘରକୁ ଫେରୁଥିବା ଜଣେ ହୋଲସେଲ…

କଳାହାଣ୍ଡି ରେ ଗଞ୍ଜେଇ ଚାଷ ଅଭିଯୋଗରେ ଜଣେ ଗିରଫ

Posted by - October 20, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଭବାନୀପାଟଣା ସଦର ବ୍ଲକ ଶଗଡା ଗ୍ରାମରେ ଚଢଉ କରି ଗଞ୍ଜେଇ ଚାଷ ଅଭିଯୋଗ ରେ ସିଦ୍ଧେଶ୍ଵର ହଂସ ନାମକ…

ପେଟ୍ରୋଲ ଡିଜେଲ ଦର ହ୍ରାସ, ଆର୍ଥିକ ସଙ୍କଟରେ ପେଟ୍ରୋଲିଅମ ଡିଲର

Posted by - May 24, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଏକକାଳୀନ ପେଟ୍ରୋଲ ଡିଜେଲ ଦର ହ୍ରାସ ର ଆର୍ଥିକ କ୍ଷତିପୂରଣ ଦାବି ପାଇଁ ସମ୍ବଲପୁର ପେଟ୍ରୋଲିୟମ ଡିଲରସ ଏସୋସିଏସନ ର ସାମ୍ବାଦିକ ସମ୍ମିଳନୀ।କେନ୍ଦ୍ର ସରକାରଙ୍କ…