କଳାବ୍ୟଚ ପିନ୍ଧି କାର୍ଯ୍ୟରେ ଯୋଗଦେଲେ ଫାର୍ମାସିଷ୍ଟ୍

212 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବିଭିନ୍ନ ଗ୍ରାମାଞ୍ଚଳରେ ରାଜ୍ୟ ସରକାର ଡ଼ାକ୍ତର ପଦବୀ ପୂରଣ କରିବାରେ ବିଫଳ ହୋଇଥିବା ବେଳେ ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ୍ ମାନେ ଝାଡ଼ୁଦାର ଠାରୁ ଆରମ୍ଭ କରି ରୋଗୀ ଦେଖିବା ଭଳି କାର୍ଯ୍ୟ ମଧ୍ୟ ନିର୍ବିକାର ଭାବେ କରି ଆସୁଛନ୍ତି I କିନ୍ତୁ ସରକାରଙ୍କ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ସାଜି ଥିବା ଫାର୍ମାସିଷ୍ଟ୍ ମାନଙ୍କ ପ୍ରତି ସରକାରଙ୍କର ତିଳେ ମାତ୍ର ଦରଦ ନାହିଁ ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଛି I ସରକାର କାର୍ଯ୍ୟରତ ଫାର୍ମାସିଷ୍ଟ୍ ମାନଙ୍କ ମୌଳିକ ସୁବିଧା ପ୍ରତି ଆଖି ବୁଜିଦେଇ ଥିବାରୁ ଏହାର ପ୍ରତିବାଦରେ ଆଜିଠାରୁ ଓଡ଼ିଶା ଫାର୍ମାସିଷ୍ଟ୍ ସେବା ରାଜ୍ୟ ସଂଘର ଡ଼ାକରା କ୍ରମେ ସାରା ରାଜ୍ୟରେ ଫାର୍ମାସିଷ୍ଟ୍ ମାନେ କଳାବ୍ଯାଜ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଛନ୍ତି I

ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବଙ୍କା, ପାଇଲିପଡ଼ା, ଗାଙ୍ଗପୁର ପ୍ରଭୃତି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ମାନଙ୍କରେ କାର୍ଯ୍ୟରତ ଫାର୍ମାସିଷ୍ଟ୍ ମାନେ କଳାବ୍ଯାଜ୍ ପିନ୍ଧି କାର୍ଯ୍ୟ ଆରମ୍ଭ କରିଛନ୍ତି I ସରକାର ଯଦି ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆସନ୍ତା ୨୦ ତାରିଖ ଠାରୁ କେବଳ ଔଷଧ ବିତରଣ ଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ଫାର୍ମାସିଷ୍ଟ୍ ମାନେ ସହଯୋଗ କରିବେ ନାହିଁ ବୋଲି ଫାର୍ମାସିଷ୍ଟ୍ ସଂଘ ପ୍ରକାଶ କରିଛି I

Related Post

ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଅଙ୍ଗନଦୀ ଟୋଲ ଗେଟର ଦାଦାଗିରୀ

Posted by - September 20, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ଧଉରାଖମନ ଗ୍ରାମ ନିକଟରେ ଥିବା ଅଙ୍ଗନଦୀ ଟୋଲ ଗେଟର ଦାଦାଗିରୀ । ଏଠାରେ ମହାନଦୀ ଉପରେ ଥିବା ପୋଲ ର…

କୋରନା ନକଟକଣା ଭିତରେ ଖୋଲିଲା ନନ୍ଦନକାନନ,ଡେରାସ ଡ୍ୟାମ ଓ ଡମପଡା ଅଭୟାରଣ୍ୟ।

Posted by - August 4, 2021 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ)କୋରନା କଟକଣା ଭିତରେ ଆଜିଠୁ ପଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଖୋଲିଛି ।ପଯ୍ୟଟକ ଓ କର୍ମଚାରୀ ସମସ୍ତଙ୍କ…

ଉପନିର୍ବାଚନରେ ବିଜେଡିର ବାଜିମାତ

Posted by - November 10, 2020 0
ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି। ବାଲେଶ୍ୱରରେ ସ୍ୱରୂପ କୁମାର ଦାସ ୧୩ ହଜାର ୩୫୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା…

ମହିଳା ମହାବିଦ୍ୟାଳୟ ଛାତ୍ରୀ ପିଉଛନ୍ତି ମଦ – ଭିଡିଓ ହେଲା ଭାଇରାଲ.

Posted by - February 2, 2020 0
ତାଳଚେର -(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ତାଳଚେର ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ମଦ ପିଇବା ଭିଡିଓ ସୋସିଆଲ ମେଡିଆରେ ହେଲା ଭାଇରାଲ । ଯାହାକୁ ନେଇ ଏବେ ତାଳଚେର…

ପଂଚାୟତ ର ବିକାଶ ପାଇଁ ସମସ୍ତ ଙ୍କ ଉଦ୍ୟମ ଆବଶ୍ୟକ:- ପ୍ରଣବ ପ୍ରକାଶ ଦାସ

Posted by - September 20, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପଂଚାୟତ ର ବିକାଶ ପାଇଁ ସମସ୍ତ ଙ୍କ ଉଦ୍ୟମ ଆବଶ୍ୟକ। ସରପଂଚ ଓ ସମିଟିସଭ୍ୟ ମିଳିମିଶି କାମ କରିବା ଆବଶ୍ୟକ। ନିଜ…