ଇଣ୍ଡିକା କାରରୁ୨୩୫ ଲିଟର ରନ୍ଧା ମଦ ଜବତ

491 0

ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଝାରବାହାଳି ଗ୍ରାମରୁ ଇଣ୍ଡିକା କାର ଯୋଗେ ରନ୍ଧା ମଦ ୨୩୫ ଲିଟର ନେଇ ଦୁଇଜଣ ଚଢ଼େଇପଙ୍କ ରାସ୍ତା ଦେଇ ଭେଡେନ ଅଭିମୁଖେ ଯାଉଥିଲେ।

ତେବେ କୌଣସି ସୂତ୍ରରୁ ଜାଣିପାରି ସ୍ଥାନୀୟ ଲୋକମାନେ ମାନପୁର ଛକରେ ସେମାନଙ୍କୁ ଅଟକାଇ ଥିଲେ। ଗାଁ ଲୋକେ ଦୁଇ ଜଣଙ୍କୁ ଧରିଥିଲେ ମାତ୍ର ମଦବେପାରି କୁ କାବୁକରି ଉଲୁଣ୍ଡା ପୋଲିସ ଜିମା ଦେଇଥିବା ବେଳେ ଡ୍ରାଇଭର ସୁଯୋଗ ପାଇ ଫେରାର ହୋଇଯାଇଥିଲା l

ଲୋକମାନେ ମଦ ବେପାରୀ କୁ ଅଟକ ରଖି ଉଲୁଣ୍ଡା ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳକୁ ଆସି ଅନୁସନ୍ଧାନ ଜାରି ରଖିଛି l ଗିରଫ ଜଣକ ବିନିକା ଥାନା ଆଖିଦାଦର ଗ୍ରାମର ଲମ୍ବୋଦର ବେହେରା ବୋଲି ଜଣା ପଡ଼ିଛି l

 

Related Post

ଡକାୟତି ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ

Posted by - July 15, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ବରୀ ରାମଚନ୍ଦ୍ରପୁର ଥାନା ଅଧୀନ କୃଷ୍ଣନଗର ଗ୍ରାମରେ ଗତ ୨୮  ତାରିଖ ରାତିରେ ଜଣକ ଘରୁ ଡକାୟତି ଘଟଣାରେ ପୋଲିସ ୬ ଜଣ…

ଶିକ୍ଷକଙ୍କ ହତ୍ୟାକାରୀ ପାଗଳ ନଥିଲା :ମୃତକ ଙ୍କ ସ୍ତ୍ରୀ

Posted by - December 28, 2021 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ତୁରେଇ ଘାଟି ଗ୍ରାମରେ ଗତ ୨୪ ତାରିଖ ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

ଠେଙ୍ଗାରେ ମାରି ସ୍ତ୍ରୀ କୁ ହତ୍ୟା

Posted by - August 1, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା, ରାଇଘର ସଦର ମହକୁମା ର ଧଡ଼ରାପାରା ସାହିରେ ଘଟିଛି ଅଭାବନୀୟ ଘଟଣା। ମଦ ପାଇଁ ସ୍ତ୍ରୀକୁ ହତ୍ୟା କଲା ନିର୍ଦୟ ସ୍ୱାମୀ।…

ଯାଜପୁର ଥାନା ଅଂଚଳରେ ୫ ବର୍ଷର ଶିଶୁ କନ୍ୟାକୁ ଦୁସ୍କର୍ମ ଅଭିଯୋଗ ।

Posted by - June 27, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା ଅଂଚଳରେ ୫ ବର୍ଷରୁ ଶିଶୁ କନ୍ୟାକୁ ଦୁସ୍କର୍ମ ଅଭିଯୋଗ । ଘଟଣାର ଅଭିଯୁକ୍ତ ବିହାରୀ ପଂଚାୟତ ଅଚଂଳର ପ୍ରପୁଂଲ୍ଲ ପଣ୍ଡାଙ୍କୁ…

ଏକତରଫା ପ୍ରେମର କରୁଣ ପରିଣତି,ସହପାଠୀଙ୍କ ଆକ୍ରମଣରେ ଗୁରୁତର ଛାତ୍ରୀଙ୍କର ମୃତ୍ୟୁ

Posted by - June 10, 2019 0
ନିଉଜ ଡେସ୍କ: ପ୍ରେମ ନିବେଦନ କରି ବିଫଳ ଜଣେ ନାବାଳକ ସହପାଠୀ ଜୁନ୍ ପହିଲାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲେ।…