ନବରଙ୍ଗପୁର ଲାୟନ୍ସକ୍ଳବ ପକ୍ଷରୁ ୧୦ଟି ଅକ୍ସିଜେନ ସିଲିଣ୍ତର ଅର୍ପଣ

762 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)  ନବରଙ୍ଗପୁର ଲାୟନ୍ସକ୍ଳବ ପକ୍ଷରୁ ୧୦ ଟି ଅକ୍ସୀଜେନ ସିଲେଣ୍ତର କୋରନା ରୋଗୀଙ୍କ ସହାୟତା ପାଇଁ  ଲାୟନ୍ସ ଆଇ ଭି କଟେଶ୍ୱର ରାଓ ଭି ଡି ଜୀ 2 ନିଜସ୍ଵ ଅର୍ଥରୁ ଅକ୍ସୀଜେନ ଶିଲେଣ୍ଡର ଯୋଗାଇଦେଇଥିବା ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଲାୟନ୍ସ ଲାୟନ୍ସ ଚେୟାରମ୍ୟାନ ଡ଼ଃ କେ ଡି ପଟନାୟକ, ଲାୟନ୍ସ ଭି ଡି ଜୀ 2 ଆଇ ଭି  କଟେଶ୍ୱର ରାଓ,ଲାୟନ୍ସ ସମ୍ପାଦକ ଭୁବନୀ ସୁର, ଲାୟନ୍ସ ଟି ଶେଖର, ଲାୟନ୍ସ ରବି ରେଡ୍ଡୀ ଲାୟନ୍ସ ଆଇ ଭି ରେସମା ପ୍ରମୁଖ ଉପସ୍ଥିତ ଥିଲେ।ଏହାର ଉପଯୋଗ ହେଲାପରେ ଲାୟନ୍ସ କ୍ଲବ ପୁଣି ତାର ରକ୍ଷଣ ଓ ପୂରଣ ର ଦାଇତ୍ୱ ନେବ ଏବଂ ଏହା ଡ଼କ୍ଟରଙ୍କ ପରାମର୍ଶ କ୍ରମେ ରୋଗୀକୁ ଦିଆଯିବ।

Related Post

୩ମାସର ଶିଶୁକନ୍ୟାକୁ ବଞ୍ଚାଇ ଦେବାକୁ ଦିବ୍ୟାଙ୍ଗ ବାପାର ଆକୁଳ ନିବେଦନ

Posted by - February 9, 2020 0
ମୟୁରଭଞ:08/02( ସୀତାରାମ ଦୀକ୍ଷିତ)ସରକାର ମୋର ଝିଅକୁ ବଞ୍ଚେଇ ଦିଅ ବୋଲି ଆକୁଳ ନିବେଦନ କରୁଛି ଜଣେ ଦିବ୍ୟାଙ୍ଗ ବାପା। ପରିବାର ଲୋକଙ୍କ ମୁହଁରେ ଦାନା ଦେବା ପାଇଁ…

ସିଆରପିଏଫ ଯବାନ ଙ୍କ ମହାନତା,ରାସ୍ତା ରେ ଦୁର୍ଘଟଣା ଆହତ ଙ୍କୁ ଉଦ୍ଧାର କରି ନେଲେ ଡାକ୍ତର ଖାନା

Posted by - November 29, 2022 0
ଖପ୍ରାଖୋଲ: ୨୯/୧୧(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ଅବସ୍ଥାପିତ ସିଆରପିଏଫ ୧୮୯ ବ୍ୟାଟେଲିଆନ ବି ର ଯବାନ ମାନେ ରାସ୍ତା ରେ ଡ୍ୟୁଟି କରୁଥିବା…

ଶିବରାମ ନାୟକ ପାଇଲେ ଏସିଆ ପେସିଫିକ ଏକ୍ସସିଲେନ୍ସସି ଆୱାର୍ଡ ୨୦୨୨

Posted by - March 1, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା  ବିଭିନ୍ନ ସାମାଜିକ ଉନ୍ନତିମୂଳକ ସଚେତନତା ତଥା ଶିକ୍ଷା ମୂଳକ କାର୍ଯ୍ୟକ୍ରମରେ ଅହରହ ସକ୍ରିୟ ଭୂମିକା ତଥା ଦେଶର ଅନୁନ୍ନତ…

ଯାଜପୁର ଟାଉନର ପୂର୍ବତନ ଥାନାଧିକାରୀ ବା ବର୍ତ୍ତମାନ ଜେନାପୁର ଥାନାର ଥାନାଧିକାରୀଙ୍କ ଅଦମ୍ୟ ବଦନ୍ୟତା

Posted by - August 30, 2020 0
ଯାଜପୁର ଅଫିସ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁସ୍ତୀରା, ବାଉଁଶ ଅଣ୍ଟା ଇତ୍ୟାଦି ଗ୍ରାମରେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଗତକାଲି ରାତିରେ ଜେନାପୁର ଥାନା…