Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ମ୍ୟାଲେରିଆ ନିରାକରଣ ଯୋଜନା ପ୍ରହସନ ପାଲଟିଛି,ମସାରୀରେ ଚାଲିଛି ମାଛଧରା

280 0

ହରଭଂଗା:(ଚିତ୍ତରଞ୍ଜନ ସିଂ)ମେଲେରିଆ ନିରାକରଣର ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ପ୍ରକାରର ଉଦ୍ୟମ କରା ଯାଉଛି।ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଅଧିବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରୁନି।ସୁସ୍ଥ ରହିବା ଓ ମଶା ଦାଉରୁ ରକ୍ଷା ପାଇଁ ମସାରୀ ବ୍ୟବହାର କରିବା ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି।ବିଶେଷ କରି ରାଜ୍ୟ ସରକାର ବୌଦ୍ଧ ଜିଲ୍ଲାରେ ମେଲେରିଆ ନିରାକରଣ ପାଈଁ ଏକ ଲୋକାଭିମୁଖୀ ଯୋଜନା ତିଆରି କରିଥିଲେ।ଦୁର୍ଗମ ହରଭଙ୍ଗା ବ୍ଲକ ଅଂଚଳର ଆଦିବାସୀ ମାନେ ମେଲେରିଆ ଦମନ କରିବା ବଦଳରେ ଔଷଧୀୟ ମସରୀକୁ ନଦୀ,ପୋଖରୀ, ଗଡ଼ିଆ ଓ ନାଳ ଝରଣାରେ ମାଛଧରା କର୍ଯ୍ୟରେ ବ୍ୟବହାର ହେଇଛି।

ଏଭଳି ଦୃଶ୍ୟ ହରଭଂଗା ବ୍ଲକର ମାହାଳିକପଡା ପଞ୍ଚାୟତର ଗେରେଡିସହି ଗ୍ରାମରେ ଦେଖିବାକୁମିଳିଛି।ଏବାବଦରେ ହରବଙ୍ଗା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଅକ୍ଷୟସାହୁଙ୍କୁ ପଚାରିବାରୁ, ସଚେତନତା ଅଭାବରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇଥିବା ମସାରୀ ଅଧିବାସୀମାନେ ଅପବ୍ୟବହାର କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଜରିଆରେ ଗ୍ରାମ ବାସୀଙ୍କୁ ସଚେତନତା କରାଇବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ପ୍ରକାଶ ଥାଉକି, ହରଭଂଗା ଅଂଚଳରେ ମଶାଙ୍କ ଦୋୖରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି।ଏପର୍ଯ୍ୟନ୍ତ ସରକାରଙ୍କ ପଖ୍ୟରୁ ଅଧିକାଂଶ ଦୁର୍ଗମ ଅଂଚଳରେ ମସାରୀ ଜୋଗେଇ ନଦେବାରୁ ଜନ ଅସନ୍ତୋଷ ବୃଦ୍ଧିପାଉଛି।ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବକୁ ସଧାରଣରେ ଦାବିହେଉଛି।

Related Post

ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠ ରେ ଆରମ୍ଭ ହୋଇଛି ନବରାତ୍ର ପୂଜା

Posted by - September 27, 2022 0
ଯାଜପୁର :୨୬/୦୯(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଠାରୁ ପ୍ରତ୍ୟେକ ଶକ୍ତିପୀଠ ରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ଏଥିପାଇଁ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା…

ଓଡ଼ିଶାର ଟ୍ରିଲିୟନ ଡଲାର ଅର୍ଥନୀତି ସମ୍ଭାବନା ନେଇ ଭିଜନ ରିପୋର୍ଟ ଉନ୍ମୋଚିତ

Posted by - July 11, 2019 354
ଭୁବନେଶ୍ୱର: ଓଡ଼ିଶାର ଟ୍ରିଲିୟନ ଡଲାର ଅର୍ଥନୀତି ସମ୍ଭାବନା ନେଇ ଭିଜନ ରିପୋର୍ଟ ଉନ୍ମୋଚିତ ହୋଇଇଛି।  ସଚିବାଳୟରେ ଭିଜନ ରିପୋର୍ଟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଭିଜନ ରିପୋର୍ଟ…

ୱେବ ଚ୍ୟାନେଲ ସଂପାଦକ ସୁଧାଂଶୁ ରାଉତଙ୍କ ନାଁରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଭିଯୋଗର ତାଲିକା

Posted by - September 8, 2021 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ )ଆନ୍ତର୍ଜାତିକ ଧାବିକା ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଗିରପଂ ହୋଇ ଜେଲ ଯାଇଥିବା ୱେବ ଚ୍ୟାନେଲ ସଂପାଦକ ସୁଧାଂଶୁ ରାଉତଙ୍କ ନାଁରେ…

ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା ୫ମୃତ ୧୬ରୁ ଉଦ୍ଧ୍ବ ଗୁରୁତର ,୮ ଗୁରୁତରଙ୍କୁ ଭିମସାର ସ୍ଥାନାନ୍ତର

Posted by - September 17, 2022 0
ସମ୍ବଲପୁର (ରମାକାନ୍ତ ବିଶ୍ବାଳ) ସମ୍ବଲପୁର – ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡା ନିଖିଳ ଢ଼ାବା ପାଖରେ ରେ ବସ କୁ ପିଟିଲା ଟ୍ରେଲର ଫଳରେ ଘଟଣା…

ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ଚୟନ କରିବେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - September 23, 2019 0
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ…