ଗ୍ରାମ୍ୟ ପୋଖରୀକୁ ଅନ୍ୟ ନାମରେ ରେକର୍ଡ,ଗ୍ରାମବାସୀଙ୍କ ତହସିଲଦାରଙ୍କୁ ଅଭିଯୋଗ

246 0

ହରଭଙ୍ଗା:(ଚିତ୍ତରଞ୍ଜନ ସିଂ:) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଲଇଗାଁ ଗ୍ରାମର ଗୋଟିଏ ପୋଖରୀକୁ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ପଟା ପ୍ରଦାନ କରାଯାଇଥିବାକୁ ପ୍ରତିବାଦ୍ କରି ଆଜି ଗ୍ରାମବାସି ମାନେ ହରଭଙ୍ଗା ତହସିଲ୍ଦାର୍ ଙ୍କୁ ଏକ ଲିଖିତଭାବେ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ଦିର୍ଘ ୫୦ ବର୍ଷହେଲା ଗ୍ରାମବାସି ଗ୍ରାମର ଏକ ପୋଖରୀ କୁ ବ୍ୟବହାର କରିଆସୁଥିଲେ । ପୁରୁଣା ଖାତା ନମ୍ବର ୧୮୩ରେ ଥିବା ପୋଖରିକୁ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ହରଭଙ୍ଗା ତହସିଲ୍ଦାର୍ ୨୦୧୩ ରେ ଜବର ଦଖଲ ମାମଲା୬୩/୧୩ ରୁଜୁକରି ପଟା ଦେଇଛନ୍ତି।

କିଛିଦିନ ତଳେ ଜଣେ ବ୍ୟକ୍ତିଙ୍କ ଜାଗା କୁ ଡିମାର୍କେସନ୍ କରିବାବେଳେ ଏଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ । ଫଳରେ ଗ୍ରାମବାସି ମାନେ ଆଜି ରେର୍କଡ ଶୋଂଶଧନ କରିବାପାଇଁ ତହସିଲ୍ଦାର୍ ଙ୍କୁ ଲିଖିତଭାବେ ଅଭିଯୋଗ କରିଥିବା ଜଣାପଡିଛି । ଯଦି ଏଂସପର୍କରେ କୌଣସି ପଦକ୍ଷେପ ନିଆନଯାଏ ଆଗାମିଦିନରେ ଜିଲ୍ଲାପାଳଙ୍କ କାଯ୍ୟାଳୟ ଆଗରେ ଧାରଣା ଦେବୁ ବୋଲି ଚେତାବନି ଦେଇଛନ୍ତି। ଏନେଇ ହରଭଙ୍ଗା ତହସିଲ୍ଦାର୍ ସମ୍ବୁପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ଏଂସପର୍କରେ ଗ୍ରାମବାସି ଲିଖିତଭାବେ ଅଭିଯୋଗ କରିଥିଲେ। ଏଂବ ଘଟଣାର ତଦନ୍ତ ପାଇଁଁ ଆମେ ସ୍ଥାନିୟ ଆର୍ ଆଇଙ୍କୁ ନିର୍ଦେଶ ଦେଇଛୁ ବୋଲି କହିଥିଲେ ।

Related Post

ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ଵର ଗିରଫ

Posted by - February 12, 2021 0
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍ଗ ବ୍ୟକ୍ତିଗତ ସହାୟକ ଧନେଶ୍ଵର ବାରିକଙ୍କୁ ଗିରଫ କରିଛି ପୁଲିସ। ଅପରାଜିତାଙ୍କ ସମ୍ପର୍କରେ ‘ନିଖୋଜ’ ପୋଷ୍ଟର ମରାଯିବା ସମୟରେ ଘଟିଥିବା ଗଣ୍ଡଗୋଳ…

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ OCA ବିରୋଧରେ CBI ର ଚାର୍ଜସିଟ୍ ଦାଖଲ୍‌

Posted by - August 30, 2019 0
ଓଡ଼ିଶାରେ ହୋଇଥିବା ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଥିବା ବେଳେ ସଂପୃକ୍ତ କମ୍ପାନୀ ଓସିଏ ଦ୍ୱାରା ଆୟୋଜିତ ଓଡ଼ିଶା ପ୍ରିମିୟର ଲିଗ୍ ପାଇଁ ଓସିଏକୁ…

ଅନେକ ଅଭିଯୋଗ ପରେ ହୀରାକୁଦ ଜଳଭଣ୍ଡାର ଭିତରେ ବିରାଜ କାରଖାନାର ପାଉଁଶ ପାହାଡରେ ପ୍ରଶାସନ ର ଦୃଷ୍ଟି ପଡିଲା, ଅନ୍ୟ କାରଖାନାର ଉପରେ ଦୃଷ୍ଟି ପଡିବ କେବେ ?

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଲପଙ୍ଗା ଗୁରୁପାଲି ଠାରେ ଥିବା ବିରାଜ ଷ୍ଟିଲ ଆଣ୍ଡ ଏନର୍ଜି ଲିମିଟେଡର ପାଉଁଶ ପାହାଡ କାୟାବିସ୍ତାରକରି ହୀରାକୁଦ ଜଳଭଣ୍ଡାର ଜମିପାର୍ଶ୍ବରେ…

ଓକିଲାତି କରୁ ନଥିବା ୧୭ ହଜାର ଓକିଲ ବାର୍ କାଉନସିଲ ନିର୍ବାଚନ ରୁ ବାଦ୍ ପଡିବେ

Posted by - January 17, 2022 0
ଭୁବେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ରାଜ୍ୟ ବାର୍ କାଉନସିଲ୍ ରେ ଓକିଲ ଭାବେ ପଂଜିକୃତ ହୋଇ ଥିଲେ ହେଁ କୌଣସି ଅଦାଲତରେ ଓକିଲାତି କରୁ…