Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମଦ ଆଡ୍ଡା ଉପରେ ଚଢାଉ

578 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାପାଳ ଙ୍କ ନିର୍ଦେଶ ଅନିଯାୟୀ ଏବଂ ଅବକାରୀ ଅଧକ୍ଷକ ସନ୍ତୋଷ ଧଳସାମନ୍ତରାୟ ତତ୍ବାବଧାନରେ , ନବରଙ୍ଗପୁର ଅବକାରୀ, କର୍ମଚାରୀ  କୋଡୀଙ୍ଗା, ଏ ପି ଆର ଫୋର୍ସ, କାର୍ଯ୍ୟ ନିର୍ବାହୀ  ଅଧିକାରୀ, ନବରଙ୍ଗପୁର ତହସିଲଦାର ଏବଂ ତେନ୍ତୁଳୀଖୁଣ୍ଟି ତହସିଲଦାର ମିଳିତ ଭାବେ ବିଭିନ ସ୍ଥାନ ରେ ଚଡ଼ାଉ କରିଥିଲେ. ୪୩୫୦ ଲିଟର ମହୁଆ ଧୋଇ ନଷ୍ଟ କରିଥିଲେ ଏବଂ ୧୮୫  ଲିଟର ଆଇ ଡି ମଦ ଜବତ କରିବା ସହ ୬ ଜନ ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି.

ଏହି ଚଢାଉ ବେଳେ ନବରଙ୍ଗପୁର ଏକ୍ସସାଇଜ ଇନ୍ସପେକ୍ଟର ବିପ୍ର ଚରଣ ମଣ୍ଡଳ, ନବରଙ୍ଗପୁର ଓ ଆଇ ସି କମ୍ବୁପାଣି ସିନ୍ଦୁର, ନବରଙ୍ଗପୁର ଏ ଏସ ଆଇ ସୁବ୍ରତ ହିରଣ,କୋଡ଼ିଙ୍ଗା ଏ ଏସ ଆଇ ଜଗବନ୍ଧୁ ଜାଣି, ପାପଡାହାଣ୍ଡ ଏ ଏସ ଆଇ ଅମିୟା ଖୋଞ୍ଜା,ନବରଙ୍ଗପୁର ଏ ଏସ ଆଇ ରାଜେନ୍ଦ୍ର ପଟନାୟକ, ରଂଜିତ ସିଂ, ଉମେଶ ହରିଜନ, ସୁଧାଂଶୁ ବାଘ, ରିଶମା ସୁନା, ରୀନା ବଡ଼ନାୟକ, ଶ୍ରୀକାନ୍ତ ବିଷୋୟୀ, ଗତୁଲ ନାୟକ ଉପସ୍ଥିତ ରହିଥିଲେ।

ଏହି ଚଡାଉ ସମୟ ରେ ପାପଡାହାଣୀ ବ୍ଲକ ଫଟାକୋଟ ଗ୍ରାମ ର ଭୋଗତରାମ ବିଷୋୟୀ ଠାରୁ ୧୩ ଲିଟର ଆଇ ଡି ମଦ,ଦୈତ୍ରୀ ବିଷୋୟୀ ଠାରୁ୧୨ ଲିଟର ମଦ, ଚମ୍ପା ବିଷୋୟୀ ଠାରୁ ୧୦ ଲିଟର ମଦ, ତେନ୍ତୁଳୀଖୁଣ୍ଟି ବ୍ଲକ ମେଣ୍ଟ୍ରି ଗ୍ରାମ ର ଅର୍ଜୁନ ସାହୁ ଠାରୁ ୧୫  ଲିଟର ମଦ, ନବରଙ୍ଗପୁର ବ୍ଲକ ନର୍ସିଙ୍ଗଗୁଡା ଗ୍ରାମ ର ରୁକ୍ମଣୀ ଜାଣି ଠାରୁ ୧୫ଲିଟର, ନବରଙ୍ଗପୁର ମେଦରୀ ସାହି ରେ ସନ୍ତୋଷୀ ହରିଜନ ଠାରୁ ୧୦ ଲିଟର ଆଇ ଡି ମଦ ଜବତ କରିଛନ୍ତି.

 

Related Post

ବହୁ ଲକ୍ଷ ଟଙ୍କା ବ୍ଯୟରେ ମରାମତି ଯେ ଏମ୍ ଏଫ୍ ସି କୋର୍ଟ ଗୃହରେ ରେ ବର୍ଷାଜଳ,,ମୌସୁମୀର ପ୍ରଥମ ବର୍ଷାରେ ଉବୁଟୁବୁ କୋର୍ଟ ପରିସର

Posted by - June 25, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶା ର ପଛୁଆ ଜିଲ୍ଲାର ମାନ୍ୟତା ପାଇଥିବା କଳାହାଣ୍ଡି ଜିଲ୍ଲା ବର୍ତ୍ତମାନ କିଛି ଦୁର୍ନତୀ ଗ୍ରସ୍ତ ଅଧିକାରୀ…

ବେଷ୍ଟ ମହିଳା ପୋଲିସ ଅଫିସରଙ୍କର ଦବଙ୍ଗ ଗିରି,ଥାନାରେ ଥାର୍ଡ ଡିଗ୍ରୀ,ଭିଡିଓ ଭାଇରାଲ

Posted by - May 18, 2020 315
ଭୁବନେଶ୍ବର/କେନ୍ଦୁଝର  :(ସୀତାରାମ ଦୀକ୍ଷିତ)କେଁନ୍ଦୁଝର ଜିଲ୍ଲା ପାଟଣା ଥାନାର କାର୍ୟ୍ୟରତ ଥାନାଧିକାରୀ ସଂଧ୍ୟାରାଣୀ ଜେନା ।କିଛି ଦିନ ତଳେ ସେ ଜିଲ୍ଲାର ବେଷ୍ଟ ପୋଲିସ ଅଫିସର ପଦକ ମଧ୍ୟ…

ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ଝିଅ

Posted by - December 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ର ଝିଅ…

ଚାଷୀ ର ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ପାଇଁ ଚାଷୀ ସଂଗଠନ ଆବଶ୍ୟକ

Posted by - November 11, 2021 0
ପାଟଣାଗଡ଼ :(ତାପସ ରଂଜନ ବେହେରା) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହସିଂହା ପଞ୍ଚାୟତ ଜୁରିଆ ସୁଆର କୃଷି ଫାର୍ମ ପରିସରରେ ହରିଶଙ୍କର ଫାର୍ମର ପ୍ରଡ୍ୟୁସର…

୨୧ତାରିଖରୁ ୨୩ ତାରିଖ ଭିତରେ ୪ଟି ନାବାଳିକା ଦୁଷ୍କର୍ମ ଓ ହତ୍ୟାଘଟଣା

Posted by - July 24, 2019 0
ଭୁବନେଶ୍ବର୨୩|୭; ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ନାବାଳିକା ଗଣଦୁଷ୍କର୍ମ, ଶିଶୁ ନିଖୋଜ ସଙ୍ଗୀନ ଘଟଣା । ଗତ୨୧ତାରିଖରେ ଅନୁଗୋଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଏଯାଏ ଅପରାଧୀଙ୍କ…