ବାପାକୁ ହତ୍ୟାପରେ କୂଅରେ ପକାଇଲା ପୁଅ

529 0

ବେଲ ଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।ଘର ଭିତରେ ଥିବା କୂଅରୁ ବାପାର ହାତ ବନ୍ଧା ଯାଇଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର।ମୃତକ ଜଣକ ହେଲେ ବୁଲୁ ସାହୁ।ତାଙ୍କୁ ପରିବାର ଲୋକେ ହତ୍ୟା କରିବା ପରେ ହାତକୁ ବାନ୍ଧି କୂଅରେ ପକାଇ ଦେଇଥିବା ପୋଲିସ ଅନୁମାନ କରୁଛି।

ସୂଚନା ମୁତାବକ ବୁଲୁ ପ୍ରତିଦିନ ମଦ୍ୟପାନ କରି ପରିବାରରେ କଳହ କରୁଥିଲେ।କୌଣସି କାରଣରୁ ବାପା ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ପୁଅ ରାଗିଯାଇ ବାପା ଙ୍କୁ ହତ୍ୟା କରିବା ପରେ ଘର ଭିତରେ ଥିବା କୂଅରେ ହାତକୁ ବାନ୍ଧି ପକାଇ ଦେଇଥିଲା।

ଗତକାଲି ରାତ୍ର ସମୟରେ ପରିବାର ଲୋକଙ୍କ ଠାରୁ ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବ କୁ କୂଅରୁ ଉଦ୍ଧାର କରିଥିଲେ।ଆଜି ତାଙ୍କ ମୃତ ଦେହକୁ ଭଞ୍ଜନଗର ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି।ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ।

Related Post

ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବାଲିଆଯୋକା ଗାଁରେ ଡବଲ ମର୍ଡର

Posted by - November 13, 2019 0
ମୟୁରଭଞ୍ଜ:12/11/2019 ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବାଲିଆଯୋକା ଗାଁରେ  ଘଟିଯାଇଛି ଅଭାବନୀୟ ଘଟଣା।  ସ୍ୱାମୀ ଓ ସ୍ତ୍ରୀ କୁ ହତ୍ୟା କରି ଫିଙ୍ଗି ଦେଲେ ଦୁର୍ବୁତ୍ତ। ସୁଚନା…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

Posted by - June 25, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇସାହିର ଏକ ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ମୃତକ ଜଣକ ହେଲେ ଜେ. ଅନିତା।ମୃତ୍ୟୁର କାରଣ ଅସ୍ପଷ୍ଟ…

ଯାଜପୁର ତହସିଲ ପକ୍ଷରୁ ଚଢାଉ

Posted by - July 10, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ତହସିଲ ଅଂଚଳରେ ସ୍ଥାନିୟ ପୋଲିସ ସହାୟତାରେ ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୧୩ଟି ଗାଡିକୁ ଜବତ କରାଯାଇଛି । ବିଭି୍‌ନ୍ନ…

ଯାଜପୁର ଜିଲ୍ଲା ଦୌରାଜର୍ଜ କୋର୍ଟ ରେ ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

Posted by - February 15, 2019 0
ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସୋଲପାଟ ଗ୍ରାମରେ ଏକ ନବବଧୂ ହତ୍ୟା ମାମଲାର ବିଚାର କରି ଯାଜପୁର ଜିଲ୍ଲା ଦୌରାଜର୍ଜ ଆଜି ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ…