Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସାବିତ୍ରୀଙ୍କ ନିଷ୍ଠା ଓ ବ୍ରତ ଆଗରେ କରୋନା ବି ପରାଜିତ ?

576 0

ସୋନପୁର:(ଅଜିତ କୁମାର ପୁଝାରୀ)ସମଗ୍ର ପଶ୍ଚିମ ଓଡିଶା ପ୍ରଚଣ୍ଡ ରୌଦ୍ରତାପରେ ଜଳୁଥିବା ବେଳେ ଓ କରୋନା ମୃତ୍ୟୁ ଲାଗି ସମସ୍ତଙ୍କ ମନରେ ଭୟ ଥିବା ସତ୍ବେ ମଧ୍ୟ ସାବିତ୍ରୀ ଅମାବାସ୍ୟା ପାଇଁ ସୁବର୍ଣ୍ଣପୁର ଜିଲ୍ଳାରେ ତିନି ଦିନ ଆଗରୁ ଚଳଚଞ୍ଚଳ ହୋଇ ଉଠିଛି l ବିଶେଷ କରି ସାବିତ୍ରୀ ମାନଙ୍କ ତାତିରେ ବିଚରା ସତ୍ୟବାନ ମାନେ ସେ ସବୁ ଭୟକୁ ବେଖାତିର କରି ଓ ୧୦୮ ପ୍ରକାର ଫଳ ମୂଳ ସଂଗ୍ରହ ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରି ସତ୍ୟବାନ ମାନେ ଏବେ ବେହାଲ ହୋଇ ପଡିଛନ୍ତି lଏଣେ ପୂଜା ଓ ଲକ ଡାଉନ ମଉକା ଦେଖି ଫଳ ବେପାରୀ ଭାଇ ମାନେ ପୁଷ ମାସ ପରି ମୂଲ୍ୟର ଡାହାଣ ପଟେ ଗୋଟାଏ ଲେଖାଏଁ ଶୂନ ବସାଇ ବଜାର କୁ ଦଖଲ କରିନେଇଛନ୍ତି l ଏପଟେ ଅଣ ନିଶ୍ୱାସୀ ସତ୍ୟବାନ ମାନେ ସାବିତ୍ରୀ ଙ୍କ ଇଚ୍ଛା ପୂରଣ ପାଇଁ କରୋନା ଓ ଅଂଶୁଘାତ କୁ ଖାତିରି ନ କରି ପୁରା ଦମ ରେ ଲାଗି ପଡିଛନ୍ତି l

ଏଠାରେ ପ୍ରଶ୍ନ ଉଠେ ଯେ ସେ ପୁରାଣ ଯୁଗର ସାବିତ୍ରୀ କଣ ସତରେ ସତ୍ୟବାନ ମାନଙ୍କୁ ଏତେ ଚାପ ଦେଇଥିବେ ? କିନ୍ତୁ ତାଙ୍କ ନିଷ୍ଠା, ସତୀତ୍ବ, ତ୍ୟାଗ ଓ ସମର୍ପିତ ମନୋଭାବ ହିଁ ସତ୍ୟବାନ ଙ୍କୁ ଯମ ମୁହଁରୁ ଫେରେଇ ଆଣିପାରିଥିଲା l ଏଣୁ ବର୍ତମାନର ସାବିତ୍ରୀ ମାନେ ସେଇ ଆଦର୍ଶରେ ଅନୁପ୍ରାଣିତ ହୋଇ ଔପଚାରିକତାରୁ ଦୁରେଇ ରହିଲେ ଭାରତ ର ସେଇ ମହାନ ନାରୀ ସଂସ୍କୃତି ଉଦଜୀବିତ ହୋଇ ପାରିବ l ବେପାରୀ ମାନଙ୍କ ଦୌରାତମ୍ୟ କମିବ l ପାରିବାରିକ ଅଶାନ୍ତି ଦୂର ହେବ ଓ ସମାଜରେ ନାରୀ ମାନଙ୍କ ମର୍ଯ୍ୟାଦା ପ୍ରତିଷ୍ଠା ହେବ l

 

Related Post

ଲଗାଣ ବର୍ଷା ପାଇଁ ନନ୍ଦନକାନନରେ ବନ୍ଦ ହେଲା ଜଙ୍ଗଲ ସଫରି ଏବଂ ବୋଟିଙ୍ଗ ସେବା

Posted by - September 14, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ)ରାଜ୍ୟରେ ଲଗାଣ ବର୍ଷା ଚାରିଆଡ଼େ ଜଳମୟ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ…

ସଂପୂର୍ଣ୍ଣ ସଫଳ ହୋଇଛି କୃଷକଙ୍କ ଭାରତ ବନ୍ଦ ଡାକରା : କଂଗ୍ରେସ

Posted by - December 9, 2020 0
ଭୁବନେଶ୍ବର :କୃଷକମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦ ସଂପୂର୍ଣ୍ଣ ରୁପେ ସଫଳ ହୋଇଛି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦେଶ କ୍ରମେ ଜିଲା କଂଗ୍ରେସ,…

୨୧ତାରିଖରୁ ୨୩ ତାରିଖ ଭିତରେ ୪ଟି ନାବାଳିକା ଦୁଷ୍କର୍ମ ଓ ହତ୍ୟାଘଟଣା

Posted by - July 24, 2019 0
ଭୁବନେଶ୍ବର୨୩|୭; ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ନାବାଳିକା ଗଣଦୁଷ୍କର୍ମ, ଶିଶୁ ନିଖୋଜ ସଙ୍ଗୀନ ଘଟଣା । ଗତ୨୧ତାରିଖରେ ଅନୁଗୋଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଏଯାଏ ଅପରାଧୀଙ୍କ…

ରାହୁଲଙ୍କ ଭାଷଣ ସଇତାନର ବେଦପାଠ: ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି

Posted by - January 27, 2019 0
ଭୁବନେଶ୍ବର:ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ସ୍ବାଧୀନତାର ୭୦ବର୍ଷ ପରେ ଓଡ଼ିଶାର ଦାରିଦ୍ରତା ପାଇଁ କଂଗ୍ରେସ ମୁଖ୍ୟତଃ ଦାୟୀ । ଓଡ଼ିଶା ଗରିବ ଓ ଗରିବଙ୍କୁ…

ଦହ୍ୟା ଗୁଳିକାଣ୍ଡ ଓ ବୋମା ମାଡ଼ ଘଟଣା ମନମୁଣ୍ଡା ଥାନା ଘେରାଉ କଲେ ଶତାଧିକ ମହିଳା

Posted by - March 5, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ମନମୁଣ୍ଡା ଥାନା ରକ୍ସା ପଂଚାୟତ ନିର୍ବାଚନୀ ପରବର୍ତୀ ହିଂସା – ଦହ୍ୟା ଗୁଳିକାଣ୍ଡ ଓ ବୋମା ମାଡ଼ ଘଟଣାରେ ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି…