ଭିଭ୍ ଗିଅର କ୍ଲାସ୍ ତରଫରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

609 0

ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ମାସଡା NICET କମ୍ପୁଟର ଅନୁଷ୍ଠାନ ରେ ବିଂଝାରପୁର ବ୍ଲକ୍ ର ୨୦ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସମ୍ବର୍ଦ୍ଧିତ ଶିକ୍ଷକ ମାନେ ବର୍ଷା ହଉ କି ଝଡି ବାତ୍ୟା ହଉ କି ବନ୍ୟା ସବୁ ବିପଦ ସମୟରେ ସରକାର ଙ୍କ ନିର୍ଦେଶ କୁ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି।

ସେଥିପାଇଁ ଶିକ୍ଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା। ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ମିନତୀ ଜଗଦେବ, ମୁଖ୍ୟ ବକ୍ତା ଭିବ ଗୀୟର ଚେୟାର ମ୍ୟାନ ଅପରାଜେୟ ପଣ୍ଡା, ସମ୍ମାନିତ ଅତିଥି ଭାବେ NICET କମ୍ପୁଟର ର ନିର୍ଦେଶକ ସନ୍ତୋଷ ମିଶ୍ର ଯୋଗ ଦେଇଥିଲେ।

Related Post

ଆଶା କର୍ମୀଙ୍କ ହୃଦଘାତ ଜନିତ ମୃତ୍ୟୁ

Posted by - January 25, 2022 0
ବସ୍ତା:ବସ୍ତା ବ୍ଲକ ଅନ୍ତର୍ଗତ ବ୍ରହ୍ମଣଦା ପଞ୍ଚାୟତର ପଥୁରିଆ ଗ୍ରାମର ଆଶା କର୍ମୀଙ୍କ ହୃଦଘାତ ଜନିତ ମୃତ୍ୟୁ।ଘଟଣା ପ୍ରକାଶ ଯେ,ଜାନକୀ ରାମଙ୍କ ସ୍ତ୍ରୀ ରାଜୁବାଳା ରାମ(୫୮) ବରୁଣଗାଡିଆ ସ୍ବାସ୍ଥ୍ୟ…

ଶିଶୁଙ୍କ ଲାଗି ଦିନଟିଏ କାର୍ଯ୍ୟକ୍ରମ

Posted by - September 23, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ରାଜ୍ୟ ସରକାରଙ୍କ ମହିଳା, ଶିଶୁ ବିକାଶ ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ଦେଉଲଗା ରେ ପ୍ରକଳ୍ପ ପ୍ରାରମ୍ଭିକ ସଭା,କାର୍ଯ୍ୟ ରେ ସ୍ବଚ୍ଛତା ସହିତ ଶ୍ରମିକ ମାନଙ୍କୁ ଅଧିକାର ମିଳିବା ଜରୁରୀ

Posted by - November 16, 2021 0
ପାଟଣାଗଡ:( ତାପସ ରଂଜନ ବେହେରା ) ପାଟଣାଗଡ଼ ବ୍ଲକ ଦେଉଲଗା ଠାରେ ମହତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ହେବାକୁ ଥିବା ହରିଜନ ମୁଣ୍ଡା…

ନର୍ଲା ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ କଳା ଉତ୍ସବ ଅନୁଷ୍ଠିତ

Posted by - November 5, 2022 0
ନର୍ଲା : (ଅମିୟ କୁମାର ଦାସ)  ନର୍ଲା ବ୍ଲକ ଶିକ୍ଷା କାର୍ଯ୍ୟଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୨ ତଥା କଳା ଉତ୍ସବ ଅନୁଷ୍ଠିତ…

୫ ଟି ସ୍କୁଲର ସୌନ୍ଦର୍ଯ୍ୟ କରଣ କାମ କରିଥିବା ଶ୍ରମିକଙ୍କୁ ଖପ୍ରାଖୋଲ ଜେ ଇ ପାଉଣା ନ ଦେବାରୁ ଶ୍ରମିକ ହେଲେ ଥାନାର ଦ୍ୱାରସ୍ତ

Posted by - September 17, 2022 0
ପାଟଣାଗଡ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ , ଲାଠୋର ହାଇସ୍କୁଲ, ଲୁହସିଂହା ହାଇସ୍କୁଲ ,…